ଜାତୀୟ

ବିଗିଡିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୨୫।୩: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଫଳରେ ତାଙ୍କୁ ବିମାନ ଯୋଗେ ଦିଲ୍ଲୀ ଏମ୍ସକୁ ନିଆଯାଉଛି। ହରିଶ ରାୱତ, ସ୍ତ୍ରୀ…

4 years ago

ସ୍ଥାୟୀ କମିଶନ ପ୍ରକ୍ରିୟା ଭେଦଭାବପୂର୍ଣ୍ଣ: ରିଭ୍ୟୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୫।୩: ଭାରତୀୟ ସେନାରେ ସ୍ଥାୟୀ କମିଶନ ପ୍ରକ୍ରିୟାରେ ପାତରଅନ୍ତର କରାଯାଉଥିବା ନେଇ ସୁପ୍ରିମ୍‌କୋର୍ଟ ଗୁରୁବାର ଗୁରତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ଭେଦଭାବପୂର୍ଣ୍ଣ ବୋଲି କୋର୍ଟ କହିଛନ୍ତି। ମହିଳାଙ୍କୁ…

4 years ago

କେରଳରେ ଅଧିକ ଶିକ୍ଷିତ ଥିବାରୁ ଭାଜପାକୁ ମିଳୁନି ଭୋଟ

ଥିରୁଭାନନ୍ତପୁରମ୍‌‌,୨୫।୩: କେରଳରେ ଏପ୍ରିଲ୍‌ ୬ରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟର ୧୪୦ ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ପାଖରେ ଜଣେ ମାତ୍ର ବିଧାୟକ…

4 years ago

୨୦ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା

ରାମେଶ୍ୱରମ୍‌,୨୫।୩: ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗରେ ୨୦ ଧୀବରଙ୍କୁ ଶ୍ରୀଲଙ୍କା ନୌସେନା ପକ୍ଷରୁ ଗିରଫ କରାଯାଇଛି। ଭାରତୀୟ ଧୀବରମାନେ ମାଛ ଧରା ପାଇଁ…

4 years ago

ଓଲଟିଲା ସେନା ଜିପ୍ସି: ୩ ଯବାନ ଜୀବନ୍ତ ଦଗ୍ଧ

ଶ୍ରୀଗଙ୍ଗାନଗର,୨୫।୩: ରାଜସ୍ଥାନର ଶ୍ରୀଗଙ୍ଗନଗର ଜିଲାରେ ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର-ଗୁରୁବାର ବିଳମ୍ବିତ ରାତ୍ରରେ ଭାରତୀୟ ସେନାର ଏକ ଜିପ୍ସି…

4 years ago

ବସ୍‌ଷ୍ଟାଣ୍ଡ୍‌ରେ ଜଳି ଗଲା ୭ ବସ୍‌

ଦାମୋହ,୨୫।୩: ମଧ୍ୟପ୍ରଦେଶ ଦାମୋହରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବସ୍‌ଷ୍ଟାଣ୍ଡ୍‌ରେ ନିଆଁ ଲାଗି ୭ଟି ବସ୍‌ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଗୁରୁବାର ଭୋର୍‌ ସମୟରେ ହଠାତ୍‌…

4 years ago

ମାର୍ଚ୍ଚ ୨୬ ଭାରତ ବନ୍ଦ: ଅଣ୍ଟା ଭିଡ଼ିଲା କୃଷକ ମୋର୍ଚ୍ଚା

ନୂଆଦିଲ୍ଲୀ,୨୫।୩: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। କୃଷକ ମୋର୍ଚ୍ଚା ପକ୍ଷରୁ ମାର୍ଚ୍ଚ ୨୬ରେ ଭାରତ ବନ୍ଦ…

4 years ago

ତହସିଲଦାର୍‌ଙ୍କ ଘରେ ଚଡ଼ାଉ: ଭୟରେ ପୋଡ଼ିଦେଲେ ୨୦ ଲକ୍ଷ ନୋଟ୍‌

ଜୟପୁର,୨୫।୩: ଦୁର୍ନୀତି ନିବାରଣ ଟିମ୍‌ ଘରେ ଚଢ଼ାଇ କରିବା ପୂର୍ବରୁ ଜଣେ ତହସିଲଦାର୍‌ ଭୟରେ ଘରେ ଥିବା ୨୦ ଲକ୍ଷ ଟଙ୍କାର ନୋଟ୍‌ ଜଳାଇ ଦେଇଛନ୍ତି। ଏଭଳି…

4 years ago

କରୋନା ପୁଣି ଅଣାୟତ୍ତ: ଦିନକରେ ୫୩ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୫।୩: ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛିି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ…

4 years ago

ଚିଦାମ୍ବରମ ବାପପୁଅଙ୍କ ଅଡ଼ୁଆ ବଢ଼ିଲା

ନୂଆଦିଲ୍ଲୀ,୨୫ା୩: ବହୁଚର୍ଚ୍ଚିତ ଆଇଏନ୍‌ଏକ୍ସ ମନିଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଅଡ଼ୁଆ ବଢ଼ିଛି।…

4 years ago