ଜାତୀୟ

ଦ୍ୱିତୀୟ ଡୋଜ୍‌ ପରେ ବି ସଂକ୍ରମଣ

ଅହମଦାବାଦ/ନାଗପୁର, ୭।୩: କରୋନା ମହାମାରୀରେ ଭାରତରେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ଟିକା ଆସିଗଲେ ମହାମାରୀରୁ ରକ୍ଷା ମିଳିବ ବୋଲି ସମସ୍ତେ ଆଶା କରିଥିଲେ।…

4 years ago

ମୁଥୁଟ ଗ୍ରୁପ୍‌ର ଅଧ୍ୟକ୍ଷଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୭।୩: ଦେଶର ବହୁ ଲୋକଙ୍କୁ ସୁନା ବଦଳରେ ଋଣ ଦେଉଥିବା ଅଗ୍ରଣୀ ଘରୋଇ କମ୍ପାନୀ ମୁଥୁଟ ଗ୍ରୁପର ଚେୟାରମ୍ୟାନ୍‌ ଏମ.ଜି. ଜର୍ଜ ମୁଥୁଟ୍‌ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ତାଙ୍କୁ…

4 years ago

ନନ୍ଦିଗ୍ରାମ ପାଇଁ ଶୁଭେନ୍ଦୁଙ୍କୁ ଟିକେଟ ଦେଲା ଭାଜପା

କୋଲକାତା,୬।୩: ପଶ୍ଚିମବଙ୍ଗ ବିଧାନସଭାର ୨ଟି ପର୍ଯ୍ୟାୟ ର୍ନିବାଚନ ପାଇଁ ଶନିବାର ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମାର୍ଚ୍ଚ ୨୭ ଏବଂ ଏପ୍ରିଲ ୧ରେ ହେବାକୁ ଥିବା…

4 years ago

ସେନାରେ ଭର୍ତ୍ତି ହେବା ପାଇଁ ତିଆରି କରୁଥିଲେ ନକଲି କରୋନା ରିପୋର୍ଟ, ଗୋଟିଏ ଭୁଲ ପାଇଁ ପଡ଼ିଲେ ଧରା

ଚଣ୍ଡିଗଡ଼,୬।୩: ହରିୟାଣାର ଫତେହାବାଦରେ ସେନାରେ ଭର୍ତ୍ତି ହେବା ପାଇଁ କରୋନାର ନକଲି ରିପୋର୍ଟ ତିଆରି କରାଯାଉଥିବା ମାମଲା ସାମ୍ନାକୁ ଆସିଛି। ଫତେହାବାଦର ରାତିୟା ସହରର ଏକ ଫଟୋଷ୍ଟେଟ…

4 years ago

ଭାଜପା ବିଧାୟକଙ୍କ ଜନ୍ମଦିନ ପାର୍ଟିରେ ଫୁଟିଲା ଗୁଳି, ୨ ମୃତ

ଭୋପାଲ,୬।୩: ଭାଜପା ବିଧାୟକଙ୍କ ଜନ୍ମ ଦିନ ପାର୍ଟିରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶର ଦାମୋହ ଜିଲା ବନୱର ଗ୍ରାମରେ ଏହି ଘଟଣା ଘଟିଛି।…

4 years ago

ବିବାହିତା ଭଉଣୀଙ୍କୁ ୪୦ ହଜାର ଟଙ୍କାରେ ବିକି ଦେଲେ ଭାଇ

ପାଟଣା,୬।୩: ବିହାରର ଭାଗଲପୁର ନାଥନଗର ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ତାଙ୍କ ନିଜ ଭାଇ ୪୦ ହଜାର ଟଙ୍କାରେ ବିକ୍ରି କରିଥିବା ମହିଳା ଜଣକ ଅଭିଯୋଗ…

4 years ago

ଶ୍ୟାମଳ ରଙ୍ଗ ପାଇଁ ୧୫ ମହଲାରୁ ଡେଇଁଲେ ଇଞ୍ଜିନିୟର ଛାତ୍ର, ଆଉ ତା’ ପରେ…

ଲକ୍ଷ୍ନୌ,୬।୩: ଉତ୍ତରପ୍ରଦେଶ ଗୌତମବୁଦ୍ଧନଗରର ଜଣେ ଇଞ୍ଜିନିୟର ଛାତ୍ର ୧୫ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କାରଣ ତାଙ୍କର ଶ୍ୟାମଳ ରଙ୍ଗ ହୋଇଥିବାରୁ ସେ ମାନସିକ ଚାପରେ…

4 years ago

କରୋନା ଟିକା ନେଲେ ‘ଡ୍ରିମ୍‌ଗର୍ଲ’, ଫଟୋ ଭାଇରାଲ

ମୁମ୍ବାଇ,୬।୩: ବଲିଉଡ୍‌ର ‘ଡ୍ରିମଗର୍ଲ’ ତଥା ମଥୁରା ଏମ୍‌ପି ହେମାମାଳିନୀ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଶନିବାର ଟିକା ନେଇଛନ୍ତି। ଏହି କଥା ନିଜେ ହେମାମାଳିନୀ ସୂଚନା…

4 years ago

ମମତାଙ୍କ ହାତ ଛାଡିଲେ ସୋନାଲି!

କୋଲକାତା,୬ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜ୍ୟରେ ରାଜନୈତିକ ବାତାବରଣ ସେତିକି ସରଗରମ ହେବାରେ ଲାଗିଛି । ବିଶେଷ କରି ମୁଖ୍ୟମନ୍ତ୍ରୀ…

4 years ago

ପ୍ରେମିକାଙ୍କ ଜିଦ୍‌ ପୂରଣ ପାଇଁ ଦୋକାନ ଭାଙ୍ଗି ଚକୋଲେଟ୍‌ ଚୋରି କଲେ ପ୍ରେମିକ, ଆଉ ତା’ ପରେ…

ଜୟପୁର,୬।୩: ରାଜସ୍ଥାନର ଉଦୟପୁର ଜିଲା ଚିତ୍ରକୂଟନଗରର ଏକ ଦୋକାନରୁ ଅଜବ ଧରଣର ଚୋରି ହୋଇଛି। ଉକ୍ତ ଦୋକାନରେ ଏତେ ସବୁ ସାମଗ୍ରୀ ଥିଲେ ସୁଦ୍ଧା ଜଣେ ଯୁବକ…

4 years ago