ଜାତୀୟ

ଟିକାକରଣ ସାର୍ଟିଫିକେଟରୁ ହଟିବ ମୋଦିଙ୍କ ଫଟୋ:  ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୬।୩: କରୋନା ଟିକାକରର ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଉଥିବା ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଇବା ପାଇଁ ଭାରତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି…

4 years ago

କରୋନା ପୁଣି ବେକାବୁ

ନୂଆଦିଲ୍ଲୀ,୬।୩: ଭାରତରେ ପୁଣି କରୋନା ମହାମାରୀ ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୩୨୭ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ…

4 years ago

କେନ୍ଦ୍ରର ଓଟିଟି ଗାଇଡ୍‌ଲାଇନ୍‌ ଦନ୍ତହୀନ

ନୂଆଦିଲ୍ଲୀ,୬ା୩: ସୋସିଆଲ ମିଡିଆ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଗାଇଡ୍‌ଲାଇନର ଦାନ୍ତ ନାହିଁ। ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଅନୁପଯୁକ୍ତ କଣ୍ଟେଣ୍ଟ ଦେଖାଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

4 years ago

ମିଶନ ନନ୍ଦିଗ୍ରାମ

କୋଲକାତା/ନୂଆଦିଲ୍ଲୀ,୬ା୩: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲା ହଳଦିଆ ସବ୍‌ସିଡିଭିଜନ୍‌ ଅଧୀନ ଏକ ଛୋଟ ସହର ନନ୍ଦିଗ୍ରାମ। ୨୦୦୭ରେ ପଶ୍ଚିମବଙ୍ଗର ତତ୍କାଳୀନ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ସରକାର ସଲିମ ଗ୍ରୁପ୍‌କୁ…

4 years ago

ନୂଆ ୪ ଚକିଆ ଯାନ ପାଇଁ ସରକାର ଜାରି କଲେ ନିୟମ

ନୂଆଦିଲ୍ଲୀ,୬।୩ : ଏଣିକି ନୂଆ ୪ ଚକିଆ ଯାନରେ ଡୁଆଲ ଏୟାରବ୍ୟାଗ ରଖିବା ବାଧ୍ୟତାମୂଳକ। ଏ ନେଇ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି।…

4 years ago

‘ ସେତେବେଳେ ପ୍ରଶ୍ନ ଉଠୁ ନ ଥିଲା, ଆମ ବେଳେ କାହିଁକି ’

ନୂୂଆଦିଲ୍ଲୀ,୫।୩ : ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଉପରେ ଆୟକର ବିଭାଗ (ଆଇଟି) ଚଢ଼ାଉ ସମ୍ପର୍କରେ ପ୍ରଥମ ଥର ମୁହଁ ଖୋଲିଛନ୍ତି…

4 years ago

ସୁଶାନ୍ତଙ୍କ ମୃତ୍ୟୁ ମାମଲା : ଚାର୍ଜଶିଟ୍‌ରେ ଦୀପିକା, ଶ୍ରଦ୍ଧା, ସାରା

ନୂୂଆଦିଲ୍ଲୀ,୫।୩ : ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ କାରବାର ମାମଲାରେ ଶୁକ୍ରବାର ଚାର୍ଜ ଶିଟ୍‌ ଦାଖଲ କରିଛି ନାର୍କୋଟିକ୍‌ ସେଣ୍ଟ୍ରାଲ…

4 years ago

‘ଦଳ ଯେଉଁଠି କହିବ, ସେଠାରେ ନିର୍ବାଚନ ପ୍ରଚାର କରିବି’

ନୂଆଦିଲ୍ଲୀ,୫।୩: ଦଳ ଯେଉଁଠାରେ କହିବ ସେଇଠି ପ୍ରଚାର କରିବି ବୋଲି ଶୁକ୍ରବାର ଭେଟେରାନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି। ୫ଟି ରାଜ୍ୟରେ ହେବାକୁ ଥିବା…

4 years ago

ଏକାଥରେ ୯ ଜଣଙ୍କୁ ଫାଶୀ

ନୂୂଆଦିଲ୍ଲୀ,୫।୩ : ବିହାରର ଗୋପାଳଗଞ୍ଜ ଜିଲାରେ ୨୦୧୬ରେ ଘଟିଥିବା ମଦ ମୃତ୍ୟୁ ମାମଲାରେ ସ୍ବତନ୍ତ୍ର ଅବକାରୀ କୋର୍ଟ ୯ ଜଣଙ୍କୁ ଫାଶି ଦଣ୍ଡ ଦେଇଛନ୍ତି। ସମାନ ମାମଲାରେ…

4 years ago

ଜଣେ ଯାତ୍ରୀ ଏମିତି କ’ଣ କହିଲେ ବାତିଲ ହୋଇଗଲା ଉଡ଼ାଣ

ନୂଆଦିଲ୍ଲୀ,୫।୩: ଶୁକ୍ରବାର ଇଣ୍ଡିଗୋ ବିମାନ ୬ଇ-୨୮୬ ଦିଲ୍ଲୀରୁ ଯାତ୍ରୀଙ୍କୁ ଧରି ପୁଣେ ଅଭିମୁଖେ ବାହାରିଥିଲା। ଠିକ୍‌ ବିମାନ ଉଡାଣ ବେଳେ ଯାତ୍ରୀ ଜଣକ କୋଭିଡ୍‌-୧୯ ପଜିଟିଭ ଥିବା…

4 years ago