ଜାତୀୟ

ବଢୁଛି କରୋନା ସଂକ୍ରମଣ ସଂଖ୍ୟା: ୧.୬୬ କୋଟି ଲୋକଙ୍କୁ ଦିଆ ସରିଲାଣି ଟିକା

ନୂଆଦିଲ୍ଲୀ,୪ ।୩: ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହା ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଅନ୍ୟପଟେ ଏହି ମହାମାରୀକୁ…

4 years ago

ଆଇଇଡ଼ି ବିସ୍ଫୋରଣ: ୨ ଯବାନ ଶହୀଦ୍‌, ୩ ଗୁରୁତର

ରାଞ୍ଚି,୪।୩: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲାରେ ମାଓବାଦୀଙ୍କ ଦ୍ୱାରା ପ୍ଲାଣ୍ଟ୍‌ କରାଯାଇଥିବା ଆଇଇଡ଼ି ବିସ୍ଫୋରଣରେ ୨ ଜଣ ଜାଗୁଆର ଯବାନ ଶହୀଦ୍‌ ହୋଇଛନ୍ତି। ଏହି ଘଟଣାରେ ୩…

4 years ago

ଇଡ଼ି-ଆୟକର-ସିବିଆଇ ଟିମ୍‌କୁ ଅଙ୍ଗୁଳିରେ ନଚାଉଛନ୍ତି ସରକାର: ରାହୁଲ

ନୂଆଦିଲ୍ଲୀ,୪।୩: ଇଡ଼ି, ଆୟକର ଏବଂ ସିବିଆଇ ଟିମ୍‌କୁ ସରକାର ଅଙ୍ଗୁଳିରେ ନଚାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନିର୍ଦ୍ଦେଶରେ ବଲିଉଡ୍‌ରେ ଜାଣିଶୁଣି ଆୟକର ଚଢ଼ାଉ କରାଯାଇଥିବା କଂଗ୍ରେସ…

4 years ago

ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ନିର୍ମାଣ ହେବ ସୁଡ଼ଙ୍ଗ

ନୂଆଦିଲ୍ଲୀ,୪ ।୩: ଦେଶର ନୂଆ ପାର୍ଲାମେଣ୍ଟ ଭାବନ ବା ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ଭଳି ଭିଭିଆଇପିଙ୍କ ଯିବା ଆସିବା ଏବେ ସହଜ ହେବ ।…

4 years ago

ତାଜ୍‌ମହଲରେ ବୋମା ଆତଙ୍କ: ପର୍ଯ୍ୟଟକଙ୍କୁ ବାହାର କରାଗଲା

ଆଗ୍ରା,୪।୩: ତାଜ୍‌ମହଲରେ ବୋମା ଆତଙ୍କ ଯୋଗୁ ଏହାର ପରିସରକୁ ଖାଲି କରି ଦିଆଯାଇଛି। ପର୍ଯ୍ୟଟକଙ୍କୁୁ ସିଆଇଏସ୍‌ଏଫ୍‌ ଟିମ୍‌ ପକ୍ଷରୁ ବାହାର କରାଯାଇଛି। ପରିସରରେ ବୋମା ରହିଥିବା ସୂଚନା…

4 years ago

ପଞ୍ଜାବର ସ୍ଥପତି ଦେବେ ରାଫାଲ ଜେଟ୍‌ର ଅନୁଭୁତି

ଚଣ୍ଡିଗଡ଼,୪ ।୩: ପଞ୍ଜାବର ସ୍ଥପତି ରାମପାଲ ବେହନିୱାଲ ନିଜର ବୁଦ୍ଧି ଖଟାଇ ଏକ ଯାନ ନିର୍ମାଣ କରିଛନ୍ତି । ଯାହା ଦେଖିବାକୁ ଅବିକଳ ଯୁଦ୍ଧ ବିମାନ ରାଫାଲ…

4 years ago

ମୁଖ୍ୟମନ୍ତ୍ରୀ ମାତା ପିତାଙ୍କ ସହିତ ନେଲେ କରୋନା ଟିକାର ପ୍ରଥମ ଡୋଜ୍‌

ନୂଆଦିଲ୍ଲୀ,୪।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନରେ ଗୁରୁବାର ପ୍ରଥମ ଡୋଜ୍‌ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ…

4 years ago

୭୦ ନୁହେଁ ୧୦୭ ଏକର ଜମିରେ ନିର୍ମିତ ହେବ ଭବ୍ୟ ରାମମନ୍ଦିର: ଅଧିକ ଜମି କିଣିଛି ଟ୍ରଷ୍ଟ୍‌

ଅଯୋଧ୍ୟା,୪।୩: ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମମନ୍ଦିର ୭୦ ଏକର ଜମିରେ ନିର୍ମାଣ କରାଯିବ ବୋଲି ପୂର୍ବରୁ କହାଯାଇଥିଲା। ତେବେ ପ୍ରକୃତରେ ମନ୍ଦିର ନିର୍ମାଣ ୧୦୭ ଏକର ଜମିରେ…

4 years ago

ନାଗରିକ ସ୍ବତନ୍ତ୍ରତା: ଭାରତର ରେଟିଂ କମିଲା

ନୂଆଦିଲ୍ଲୀ,୪।୩: ଭାରତରେ ନାଗରିକଙ୍କ ସ୍ବତନ୍ତ୍ରତା ଗତ ବର୍ଷ ତୁଳନାରେ ଚଳିତ ବର୍ଷ କମିଛି। ଆମେରିକା ସଂସ୍ଥା ଫ୍ରିଡ଼ମ୍‌ ହାଉସ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ…

4 years ago

ଆତ୍ମହତ୍ୟାରେ ଶେଷ ଯୌତୁକ ଯନ୍ତ୍ରଣା

ଅହମଦାବାଦ, ୪ା୩: ଗତ ଫେବୃୟାରୀ ୨୫ରେ ସାବରମତୀ ନଦୀକୁ ଲମ୍ଫ ମାରି ଆତ୍ମହତ୍ୟା କରିଥିଲେ ଗୁଜରାଟ ଅହମଦାବାଦର ଆୟେଶା। ଏହା ପୂର୍ବରୁ ସେ ଏକ ଭିଡିଓ କରିଥିଲେ।…

4 years ago