ଜାତୀୟ

୧୦୦ ଦିନ ଆନ୍ଦୋଳନ

ନୂଆଦିଲ୍ଲୀ,୨ା୩: : ପାଣିରେ ଭିଜିଲେ, ହାଡ଼ଭଙ୍ଗା ଶୀତରେ ଥରିଲେ। ଶତାଧିକ ଆଖି ବୁଜିଦେଲେ। କେତେବେଳେ ଖଲିସ୍ତାନୀ ଅପମାନ ତ ପୁଣି କେବେ ଆନ୍ଦୋଳନଜୀବୀ ନଚେତ୍‌ ଟୁଲ୍‌କିଟ୍‌ ଉପାଖ୍ୟାନ।…

4 years ago

ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ଦାୟିତ୍ୱ ନେଲେ ଜୟଦୀପ

ନୂଆଦିଲ୍ଲୀ, ୨ା୩(ପିଆଇବି): ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଜୟଦୀପ ଭଟ୍ଟନାଗର ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୮୬ ବ୍ୟାଚର ଭାରତୀୟ ସୂଚନା ସେବା…

4 years ago

ପ୍ରଶାନ୍ତ କିଶୋରଙ୍କୁ ଆପଣାଇଲେ ଅମରିନ୍ଦର

ଚଣ୍ଡିଗଡ଼, ୨।୩: ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପୁଣି ଥରେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ପ୍ରମୁଖ ଉପଦେଷ୍ଟା…

4 years ago

୮ ପର୍ଯ୍ୟାୟ ନିର୍ବାଚନକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୨।୩(ପି.ଟି.): ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରିବା ଲାଗି ନିର୍ବାଚନ କମିଶନ (ଇସି) ନେଇଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଇସିଙ୍କ ନିଷ୍ପତ୍ତି ବିରୋଧରେ…

4 years ago

ମାଲାଲାଙ୍କ ସ୍ବପ୍ନ ଭାରତ-ପାକ୍‌ ବନ୍ଧୁତା

ନୂଆଦିଲ୍ଲୀ, ୨ା୩: ସୀମା ଓ ବିଭାଜନର ପୁରୁଣା ଫିଲୋସୋଫି ଆଉ କାମ କରୁନାହିଁ। ଭାରତ ଏବଂ ପାକିସ୍ତାନର ଲୋକେ ଶାନ୍ତିରେ ବଞ୍ଚତ୍ବାକୁ ଚାହଁ।ନ୍ତି। ଏହି ଦୁଇ ଦେଶ…

4 years ago

ମାସକରେ ବଢ଼ିଲାଣି ୧୦୦

ନୂଆଦିଲ୍ଲୀ,୨ା୩: କରୋନା ମହାମାରୀ ଯୋଗୁ ଲୋକଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଏଭଳି ସମୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସମେତ ପେଟ୍ରୋଲ, ଡିଜେଲ ଓ ରନ୍ଧନ…

4 years ago

ବଳାତ୍କାର ପରେ ସୋସିଆଲ ମିଡିଆରେ ଶେୟାର କଲେ ଭିଡିଓ

ବାଲିଆ,୧।୩ : ଉତ୍ତର ପ୍ରଦେଶର ବାଲିଆରେ ଜଣେ ବାଳିକାକୁ ବଳାତ୍କାର ଓ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ସୋମବାର ପୋଲିସ ଜଣଙ୍କୁ ଗିରଫ…

4 years ago

ଭାରତରେ ପ୍ରସ୍ତୁତ ଟିକା ଉପରେ ଚାଇନା ହ୍ୟାକର୍ସଙ୍କ ନଜର

ନୂଆଦିଲ୍ଲୀ,୧।୩ : ଭାରତରେ କରୋନା ଟିକା ପ୍ରସ୍ତୁତ କରୁଥିବା ଦୁଇ ଭାକ୍ସିନ ପ୍ରସ୍ତୁତକାରୀ କମ୍ପାନୀର ଆଇଟି ସିଷ୍ଟମ ଉପରେ ଗତ ସପ୍ତାହରେ ସାଇବର ଆଟାକ୍‌ କରିଛି ଚାଇନା…

4 years ago

ବେଡ୍‌ ଓଦା କରିବାରୁ ନାବାଳକକୁ ନିର୍ଯ୍ୟାତନା ଦେଲେ ଦମ୍ପତି

ଥାନେ,୧।୩ : ମହାରାଷ୍ଟ୍ରର ଥାନେ ସହରରେ ବେଡ୍‌ ଓଦା କରିବା କାରଣରୁ ଜଣେ ୯ ବର୍ଷୀୟ ନାବାଳକ ଉପରେ ଅକଥନିୟ ଅତ୍ୟାଚାର କରିଛନ୍ତି ଜଣେ ପୁରୁଷ ଓ…

4 years ago

ସ୍ତ୍ରୀଙ୍କୁ ବେଲ୍ଟରେ ପିଟି ପିଟି ହତ୍ୟା

କୋଟା,୧।୩ : ରାଜସ୍ଥାନର ଝାଲାଓ୍ବର ଜିଲାରେ ଜଣେ ମଦ୍ୟପ ସ୍ବାମୀ ଚମଡ଼ା ବେଲ୍ଟରେ ପିଟି ପିଟି ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି। ଏ ଘଟଣାରେ ଜଣେ…

4 years ago