ଜାତୀୟ

ନ୍ୟାୟପାଳିକା ଉପରେ ଲୋକଙ୍କର ଭରସା ନାହିଁ: ରାହୁଲ

ଥୁତୁକୁଡି,୨୭ ।୨: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ତାରିଖ ଘୋଷଣା ହେବା ପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ଥୁତୁକୁଡି ଜିଲାରେ ପହଞ୍ଚିଛନ୍ତି…

4 years ago

କୃଷକ କରିବେ ସାଇକେଲ ରାଲି: କନ୍ୟାକୁମାରୀରୁ କଶ୍ମୀର

ନୂଆଦିଲ୍ଲୀ,୨୭।୨: କୃଷି ଆଇନ ବିରୋଧରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ଦେଶର ପ୍ରତି ଲୋକଙ୍କୁ ଆନ୍ଦୋଳନ ସମ୍ପର୍କରେ ଅବଗତ କରାଇବା ପାଇଁ କୃଷକମାନଙ୍କ…

4 years ago

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବିଦେଶକୁ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୨୭ ।୨: କରୋନା ମହାମାରୀ ସଂକ୍ରମଣ ଦେଶରେ ଲଗାତାର ଭାବେ ବଢି ଚାଲିଥିବା ବେଳେ ଏବେ ଅନ୍ତରାଷ୍ଟ୍ରୀୟ ବିମାନ ସେବା ଉପରେ ରୋକ ଲାଗିଛି । ଡାଇରେକ୍ଟର…

4 years ago

ସଜ ହେଲେଣି କମଲ ହାସନ

ଚେନ୍ନାଇ,୨୭ ।୨: ନିର୍ବାଚନ କମିଶନଙ୍କ ଦ୍ୱାରା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଆଉ ଶନିବାର…

4 years ago

ଆମାଜୋନିଆ-୧ ଉତ୍‌କ୍ଷେପଣ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ

ଶ୍ରୀହରିକୋଟା,୨୭।୨: ଆନ୍ଧ୍ରପ୍ରଦେଶର ନେଲୋର ଜିଲାର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ରବିବାର ପୂର୍ବାହ୍ନ ୧୦ଟା ୨୪ରେ ଉପଗ୍ରହ ଆମାଜୋନିଆ-୧ର ଉତ୍‌କ୍ଷେପଣ କରାଯିବ। ଏନେଇ ଶନିବାର ୮ଟା…

4 years ago

ସନ୍ଧାନୀ କୁକୁରକୁ ରାଜକୀୟ ବିଦାୟ

ନାସିକ,୨୭।୨: ଚାକିରିରୁ ଅବସର ନେବା ସମୟରେ ବିଦାୟ ଉତ୍ସବର ଆୟୋଜନ କରାଯାଇଥାଏ। ନାସିକ ପୋଲିସ ବିଭାଗରେ ଗତ ୧୧ ବର୍ଷ ଧରି କାର୍ଯ୍ୟ କରୁଥିବା ସ୍ପାଇକ୍‌ ନାମକ…

4 years ago

ଆମ୍ମାଙ୍କ ବିନା ଏଥର ହେବ ତାମିଲନାଡୁ ନିର୍ବାଚନ: ଅଣ୍ଟା ଭିଡିଲାଣି ଭାଜପା

ଚେନ୍ନାଇ,୨୭ ।୨: ଏଥର ତାମିଲନାଡୁ ବିଧାନସଭା ନିର୍ବାଚନ ନୂଆ କଳେବର ନେଇ ସାମ୍ନାକୁ ଆସିବ ବୋଲି ଆଲୋଚନା ହେଉଛି । ଏଥର ନିର୍ବାଚନରେ ଦଶକ ଦଶକ ଧରି…

4 years ago

ବେକାବୁ ହେଉଛି କରୋନା: ୨୪ଘଣ୍ଟାରେ ୧୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୭।୨: ଦେଶର ୬ଟି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନାର ସ୍ଥିତି ବେକାବୁ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି।…

4 years ago

ସ୍ବଦେଶୀ ଖେଳନା ନିର୍ମାଣରେ ଭାରତ ହେବ ଆତ୍ମନିର୍ଭର: ମୋଦି

ନୂଆଦିଲ୍ଲୀ,୨୭।୨: ଭାରତ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭର ହେବାର ପଥ ଏବେ ପ୍ରଶସ୍ତ ହୋଇଛି। ଅନ୍ୟାନ୍ୟ ସାମଗ୍ରୀ ସହିତ ଛୋଟ ପିଲାଙ୍କ ଖେଳନା ନିର୍ମାଣ କ୍ଷେତ୍ରରେ ମଧ୍ୟ ଭାରତରେ…

4 years ago

ଖାଦ୍ୟ ଅପମିଶ୍ରଣ କଲେ ଆଜୀବନ କାରାଦଣ୍ଡ

ଭୋପାଳ,୨୭।୨: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ରାଜ୍ୟରେ ଖାଦ୍ୟ ଅପମିଶ୍ରଣକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ କରାଯିବ ବୋଲି…

4 years ago