ଜାତୀୟ

ଫେବୃୟାରୀ ପାଇଁ ଗାଇଡ୍‌ ଲାଇନ୍‌ : ସିନେମା ହଲରେ ୫୦ ପ୍ରତିଶତରୁ ଅଧିକ ଦର୍ଶକଙ୍କୁ ମିଳିବ ଅନୁମତି

ନୂଆଦିଲ୍ଲୀ,୨୭ା୧- ଆସନ୍ତା ଫେବୃୟାରୀ୧ ଠାରୁ ଜାରି ହେବାକୁ ଯାଉଛି ନୂଆ ଗାଇଡ୍‌ଲାଇନ। ଏଥିରେ ସିନେମା ହଲରେ ୫୦ ପ୍ରତିଶତରୁ ଅଧିକ ଦର୍ଶକଙ୍କୁ ଅନୁମତି ଦିଆଯିବ। ଏ ନେଇ…

4 years ago

ଦଳର ଏକମାତ୍ର ବିଧାୟକଙ୍କ ଇସ୍ତଫା

ଚଣ୍ଡିଗଡ଼,୨୭।୧: ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀରେ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ସମର୍ଥନକରି ଭାରତୀୟ ଜାତୀୟ ଲୋକଦଳ(ଆଇଏନ୍‌ଏଲ୍‌ଡି) ନେତା ଅଭୟ ସିଂ ଚୌଟାଲ ବୁଧବାର ହରିୟାଣା ବିଧାନସଭା…

4 years ago

ଚାଷୀ ଆନ୍ଦୋଳନରୁ ଅଲଗା ହେଲେ ଦୁଇ ପ୍ରମୁଖ ସଂଗଠନ

ନୂଆଦିଲ୍ଲୀ,୨୭ା୧- ଦେଶର ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ଯୋଗୁ ଚାଷୀ ଆନ୍ଦୋଳନରୁ ଅଲଗା ହୋଇଛନ୍ତି ଦୁଇ ପ୍ରମୁଖ ସଂଗଠନ। ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ଓ…

4 years ago

ଭାରତରୁ କରୋନା ଟିକା କିଣିବ ଶ୍ରୀଲଙ୍କା

କଲମ୍ବୋ,୨୭।୧: ଭାରତରୁ ୨ରୁ ୩ ମିଲିୟନ ଡୋଜ କରୋନା ଟିକା କିଣିବ ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍‌ସାଙ୍କ ପରାମର୍ଶଦାତା ଲଲିଥ ୱିରାଟୁଙ୍ଗା ସୂଚନା ଦେଇଛନ୍ତି। ସେରମ୍‌…

4 years ago

ଜାତୀୟ ପତାକା ନୁହେଁ ଧାର୍ମିକ ପତାକା

ନୂଆଦିଲ୍ଲୀ, ୨୭।୧: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀଙ୍କ ପକ୍ଷରୁ ଜାନୁଆରୀ ୨୬ ଦିନ  ଦିଲ୍ଲୀରେ ଟ୍ରାକ୍ଟର ରାଲି ହୋଇଥିଲା। କେତେକ ଆନ୍ଦୋଳନକାରୀ ଲାଲ୍‌ କିଲ୍ଲାରେ ପ୍ରବେଶ…

4 years ago

ପ୍ରେମିକଙ୍କ ସହ ଆତ୍ମହତ୍ୟା କଲେ ମହିଳା

ଲକ୍ଷ୍ନୌ,୨୭।୧: କାନପୁରର ଏକ ଜମିରେ ଥିବା ଆମ୍ବଗଛରେ ଆତ୍ମହତ୍ୟା କରିଛନ୍ତି ପ୍ରେମୀଯୁଗଳ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା…

4 years ago

ଗାଙ୍ଗୁଲୀ ପୁଣି ହସ୍ପିଟାଲରେ ଭର୍ତ୍ତି: ଛାତିରେ ଯନ୍ତ୍ରଣା

କୋଲକାତା, ୨୭।୧: ବିବିସିଆଇ ଅଧ୍ୟକ୍ଷ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ବୁଧବାର ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି ଆପୋଲୋ ହସସ୍ପିଟାଲ…

4 years ago

ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ: ୨୦୦ ପ୍ରଦର୍ଶନକାରୀ ଅଟକ

ନୂଆଦିଲ୍ଲୀ, ୨୭।୧: ଜାନୁୟାରୀ ୨୬ରେ ଦିଲ୍ଲୀରେ ଅନ୍ନଦାତାଙ୍କ ପକ୍ଷରୁ ହୋଇଥିବା ହିଂସକ ପ୍ରଦର୍ଶନ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସିସିଟିଭି ରେକର୍ଡିଂ ଆଧାରରେ…

4 years ago

କୃଷି ଆଇନ୍‌ ବିରୋଧରେ ବିଧାନସଭାରେ ପ୍ରସ୍ତାବ ଆଣିବେ ମମତା ସରକାର

କୋଲକତା,୨୭।୧: ରାଜଧାନୀ ଦିଲ୍ଲୀରେ ନୂଆ କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ବିଧାନସଭାରେ କୃଷି ଆଇନ…

4 years ago

ଭାରତୀୟ ସେନା ଉପରେ ଆତଙ୍କବାଦୀ ଆକ୍ରମଣ: ୪ ଯବାନ ଆହତ

ଶ୍ରୀନଗର, ୨୭।୧: ଜମ୍ମୁ-କଶ୍ମୀରରେ ସେନା ଯବାନଙ୍କ ଉପରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୪ ଜଣ ଯବାନ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ଲାଗି…

4 years ago