ଜାତୀୟ

ନୂଆବର୍ଷ ପାର୍ଟିକୁ ମନା: ୧୪୪ ଧାରା ସହିତ ନାଇଟ୍‌ କର୍ଫ୍ୟୁ ଜାରି

ନୂଆଦିଲ୍ଲୀ,୩୧।୧୨: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତରେ ନୂଆବର୍ଷ ପାର୍ଟିକୁ ମନା କରାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ସ୍ଥିତି ଉପରେ ତୀକ୍ଷ୍‌ଣ…

4 years ago

କୁଖ୍ୟାତ ଖଲିସ୍ତାନ ଆତଙ୍କବାଦୀ ଭାରତରେ

ନୂଆଦିଲ୍ଲୀ,୩୧।୧୨: ଗୋଇନ୍ଦା ବିଭାଗକୁ ବଡ଼ ସଫଳତା ମିଳିଛି। କୁଖ୍ୟାତ ଖଲିସ୍ତାନ ଆତଙ୍କବାଦୀ ସୁଖ ବିକରିଓ୍ବାଲଙ୍କୁ ଭାରତକୁ ଅଣାଯାଇପାରିଛି। ଗୁରୁବାର ତାଙ୍କୁ ଦୁବାଇରୁ ଭାରତକୁ ଅଣାଯାଇଛି। ପାକିସ୍ତାନ ଗୋଇନ୍ଦା…

4 years ago

ରାମମନ୍ଦିର ଚାନ୍ଦା ଆଦାୟରୁ ଉତ୍ତେଜନା

ଭୋପାଳ,୩୧।୧୨ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ମଧ୍ୟପ୍ରଦେଶରେ ଚାନ୍ଦା ଆଦାୟ ବେଳେ ଦୁଇଟି ସ୍ଥାନରେ ଉତ୍ତେଜନା ଦେଖାଦେବା ସହ ସଂଘର୍ଷ ହୋଇଛି। ମଙ୍ଗଳବାର ମଣ୍ଡସୌର ଜିଲାର…

4 years ago

ବିଦେଶକୁ ରପ୍ତାନି ହେବ ‘ଆକାଶ’

ନୂଆଦିଲ୍ଲୀ, ୩୧।୧୨(ଆଇଏଏନ୍‌ଏସ୍‌): ଭାରତର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆକାଶ ମିସାଇଲ୍‌ ସିଷ୍ଟମ୍‌ ବିଦେଶକୁ ରପ୍ତାନି ହେବ। ବୁଧବାର କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିବା ପ୍ରତିରକ୍ଷାମନ୍ତ୍ରୀ…

4 years ago

ଲିଭ୍‌ ଇନ୍‌ରେ ରହିପାରିବେ ପ୍ରେମୀଯୁଗଳ

ଚଣ୍ଡୀଗଡ, ୩୧ା୧୨: ବିବାହ ବୟସ ହୋଇ ନ ଥିଲେ ବି ଯୁବତୀଯୁବକ ଏକାଠି ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ରହିପାରିବେ ବୋଲି କହିଛନ୍ତି ପଞ୍ଜାବ ହରିୟାଣା ହାଇକୋର୍ଟ। ଏକ…

4 years ago

କୋଭିଡ୍‌ ପ୍ରଭାବ କମାଇବା ନେଇ ସରକାରଙ୍କ ଯୋଜନା: ଖର୍ଚ୍ଚ ଉପରେ ରହିପାରେ ଫୋକସ

ନୂଆଦିଲ୍ଲୀ,୩୧।୧୨: କରୋନା ମହାମାରୀ ଯୋଗୁ ବିଶ୍ୱର ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ…

4 years ago

ଆସନ୍ତା ୬ ମାସ ପାଇଁ ନାଗାଲାଣ୍ଡକୁ ଅଶାନ୍ତ ଅଞ୍ଚଳ ଘୋଷଣା କଲା କେନ୍ଦ୍ର

ନୂଆଦିଲ୍ଲୀ,୩୦।୧୨-ଆସନ୍ତା ୬ ମାସ ପାଇଁ ନାଗାଲାଣ୍ଡକୁ କେନ୍ଦ୍ର ସରକାର ଅଶାନ୍ତ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି। ଏ ନେଇ ବୁଧବାର କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି…

4 years ago

ଯୋଗ ଦେବାର ଘଣ୍ଟାକ ପରେ ଭାଜପାରୁ ତଡ଼ା ଖାଇଲେ ଶାହିନବାଗ ଶୁଟର

ନୂଆଦିଲ୍ଲୀ,୩୦ା୧୨- ନାଗରିକତା ଆଇନକୁ ନେଇ ଶାହିନବାଗରେ ଚାଲିଥିବା ବିରୋଧ ପ୍ରଦର୍ଶନସ୍ଥଳରେ ଗୁଳି ମାଡ଼ କରିଥିବା କପିଲ ଗୁରଜାର ବୁଧବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗ ଦେଇଥିଲେ।…

4 years ago

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର,୩୦।୧୨-ଜାମ୍ମୁ-କାଶ୍ମୀରର ଶ୍ରୀନଗର ଉପକଣ୍ଠରେ ଥିବା ଲାଓପୋରାରେ ବୁଧବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା…

4 years ago

ରୋଡ଼ ସାଇଡ୍‌ ଢାବାରେ ରୋଷେଇ କଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ନିକଟରେ ବୀରଭୂମ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଥିଲା।…

4 years ago