ଜାତୀୟ

ଭାଜପା ପାଇଁ ବଢିଲା ଅଡୁଆ

ଚଣ୍ଡିଗଡ,୧୮।୧୨: ପଞ୍ଜାବ ଏବଂ ହରିୟାଣା ସମେତ ଅନେକ ରାଜ୍ୟର କୃଷକମାନେ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରୁଛନ୍ତି। ଏଭଳି ପରିସ୍ଥିତିରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର କୃଷକମାନଙ୍କୁ…

4 years ago

ମୁଖ୍ୟମନ୍ତ୍ରୀଙ୍କ ନାଁରେ ବଳାତ୍କାର ଅଭିଯୋଗ

ରାଞ୍ଚି,୧୮।୧୨: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମପନ୍ତ ସୋରେନଙ୍କ ନାଁରେ ବଳାତ୍କାର ଅଭିଯୋଗ ହୋଇଛନ୍ତି। ଜଣେ ମଡେଲ ଏହି ଅଭିଯୋଗ ଆଣିଛନ୍ତି। ନ୍ୟାସନାଲ କମିଶନ ଫର ମହିଳା (ଏନସିଡବ୍ଲ୍ୟୁ) ହେମନ୍ତ…

4 years ago

ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ,୧୮।୧୨: ମଣିପୁର ପରେ ଦିଲ୍ଲୀରେ ଭୂକମ୍ପ ଝଟ୍‌କା ଲାଗିଛି। ଭୂକମ୍ପ ତୀବ୍ରତା ଏପର୍ଯ୍ୟନ୍ତ ଜଣାପଡି ନାହିଁ। କିନ୍ତୁ ମଧ୍ୟ ଧରଣରୁ ଭୂକମ୍ପ ଅନୁଭୂତ ହୋଇଥିବା କୁହାଯାଉଛି। ଭୂକମ୍ପ…

4 years ago

ଦେଢ଼ ବର୍ଷର ଶିଶୁ ଗିଳିଦେଇଥିଲେ ୬୫ ଗୁଲି: ଜଣାପଡ଼ିବା ପରେ…

ଲକ୍ଷ୍ନୌ, ୧୮।୧୨: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜଣେ ଦେଢ଼ ବର୍ଷର ଶିଶୁ ଖେଳିବା ସମୟରେ ଗୋଟିଏ ପରେ ଗୋଟିଏ କରି ୬୫ଟି ଟ୍ୟାବଲେଟ ଚୁମ୍ବକ (ଗୁଲି) ଗିଳିଦେଇଥିଲେ।…

4 years ago

ମହିଳାଙ୍କୁ ଭାକ୍ସିନ୍‌ ଭୟ

ନୂଆଦିଲ୍ଲୀ, ୧୮।୧୨:କରୋନା ମହାମାରୀରୁ ଦେଶକୁ ରକ୍ଷା କରିବାକୁ ସରକାର ଟିକାକରଣ ପାଇଁ ଜୋରଦାର ଉଦ୍ୟମ ଚଲାଇଥିବାବେଳେ ଲୋକେ କିନ୍ତୁ ଭାକ୍ସିନ୍‌ ନେବେ କି ନା ସେନେଇ ଦ୍ୱନ୍ଦ୍ୱରେ…

4 years ago

ଯିଏ ଯିବ ଯାଅ: ଭାଜପାମୁହାଁ ନେତାଙ୍କୁ ମମତାଙ୍କ ଜବାବ

ପ୍ରଥମେ ମୁକୁଲ ରାୟ, ଏବେ ଶୁଭେନ୍ଦୁ ଅଧିକାରୀ ଓ ଆଗକୁ ଅନେକ। ପଶ୍ଚିମବଙ୍ଗରେ ଏପରି ଭାବେ ଜଣେ ପରେ ଜଣେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଦଳତ୍ୟାଗ…

4 years ago

ଭାକ୍ସିନ ଚ୍ୟାଲେଞ୍ଜ:୧୩୦ କୋଟି ଭାରତୀୟଙ୍କୁ ଟିକା ଦେବା ପାଇଁ ସରକାର କେତେ ପ୍ରସ୍ତୁତ

ଟିକାକରଣ ଭାରତ ପାଇଁ ନୂଆ ନୁହେଁ। ତେବେ ଦେଶର ୧୩୦ କୋଟି ଲୋକଙ୍କୁ ବ୍ୟବସ୍ଥିତ ଢଙ୍ଗରେ କୋଭିଡ୍‌-୧୯ ଭାକ୍ସିନ ଦେବା ନିଶ୍ଚିତ ଭାବେ ଏକ ବଡ଼ ଆହ୍ବାନ।…

4 years ago

ଅଜଣା ରୋଗ: କ୍ଷୀରରୁ ମିଳିଲା ନିକେଲ

ନୂଆଦିଲ୍ଲୀ,୧୭।୧୨: ଆନ୍ଧ୍ରପ୍ରଦେଶର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବ୍ୟାପିଥିବା ଅଜଣା ରୋଗର କାରଣ ଖୋଜୁଥିବା ବୈଜ୍ଞାନିକ ଦଳକୁ ମିଳିଛି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ରୋଗ ବ୍ୟାପିଥିବା ବିଭିନ୍ନ ସ୍ଥାନରୁ…

4 years ago

ନୀତା ଅମ୍ବାନୀଙ୍କୁ ଉପହାର ମିଳିଥିଲା ବିଳାସପୂର୍ଣ୍ଣ ଜେଟ

ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକାଣୀ ନୀତା ଅମ୍ବାନି ନିଜ ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ପାଇଁ ବେଶ ପରିଚିତ।…

4 years ago

ବିଧାନସଭାରେ କୃଷି ଆଇନ କପିକୁ ଚିରିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୧୭।୧୨-ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗୁରୁବାର ଅନୁଷ୍ଠିତ ବିଧାନସଭା ଅଧିବେଶନରେ ନୂଆ କୃଷି ଆଇନକୁ ନେଇ ଗର୍ଜିଛନ୍ତି। ଏହି ଅବସରରେ କେଜ୍ରିଓ୍ବାଲ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ…

4 years ago