ଜାତୀୟ

ଟିଏମ୍‌ସି ଆତଙ୍କବାଦୀ ପ୍ରସ୍ତୁତକାରୀ କମ୍ପାନୀ: ଭାଜପା

କୋଲକାତା,୩୦ ।୧୧: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ହେଲେ ଏବେଠାରୁ ସବୁ ରାଜନୈତିକ ଦଳ ପ୍ର୍‌ସ୍ତୁତି ଆରମ୍ଭ କରି ସାରିଲେଣି ।…

4 years ago

କରୋନା ଭ୍ୟାକ୍ସିନ ସମ୍ପର୍କରେ ସରଳରେ ଲୋକଙ୍କୁ ବୁଝାଇ ଦେବାକୁ କହିଲେ ମୋଦି

ନୂଆଦିଲ୍ଲୀ,୩୦ ।୧୧: କରୋନା ମହାମାରୀକୁ ନେଇ ସାରା ବିଶ୍ୱରେ ଏବେ ଭ୍ୟାକ୍ସିନ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଭାରତ ବି ଏ କ୍ଷେତ୍ରରେ ପଛରେ ନାହିଁ…

4 years ago

ଏଲ୍‌ଓସିରେ ପାକିସ୍ତାନୀ ଯୁଦ୍ଧ ବିମାନ: ଆଲର୍ଟରେ ଭାରତୀୟ ସେନା

ଶ୍ରୀନଗର,୩୦।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଉତ୍ତେଜନା ବଢ଼ିଚାଲିଛି। ସୋମବାର ପୁଞ୍ଚ୍‌ ଜିଲାର ଢ଼ୋକରି ଅଞ୍ଚଳର ଡାଗଓ୍ବରଠାରେ ପାକିସ୍ତାନୀ ଯୁଦ୍ଧ ବିମାନକୁ ଠାବ କରାଯାଇଛି।…

4 years ago

ପରଲୋକରେ ସେନଗାରଙ୍କ ବିରୋଧରେ କେସ୍‌ ଲଢ଼ୁଥିବା ଓକିଲ ମହେନ୍ଦ୍ର

ଉନ୍ନାଓ,୩୦।୧୧: ଉତ୍ତରପ୍ରଦେଶ ଉନ୍ନାଓ ବଳାତ୍କାର ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ବିରୋଧରେ କେସ୍‌ ଲଢ଼ୁଥିବା ଓକିଲ ମହେନ୍ଦ୍ର ସିଂହ ମାଖିଙ୍କ ପରଲୋକ ଘଟିଛି। ରାୟବରେଲିରେ…

4 years ago

ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ଦିଦିଙ୍କ ସରକାର: ୬୨ ତୃଣମୂଳ ବିଧାୟକ ଭାଜପା ଯୋଗାଯୋଗରେ !

କୋଲକାତା,୩୦।୧୧: ପଶ୍ଚିମବଙ୍ଗରେ ଭାଜପା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କ ପାଇଁ କଣ୍ଟା ପାଲଟିଛି। ଏପରିସ୍ଥଳେ ଭାଜପା ଏମ୍‌ପି ସୌମିତ୍ର ଖାନ୍‌ଙ୍କ ମନ୍ତବ୍ୟ ନେଇ ରାଜ୍ୟ ରାଜନୀତିରେ ଉଷ୍ଣତା…

4 years ago

ମୋଦିଙ୍କୁ ଘେରିଲେ ସୋନିଆ-ରାହୁଲ-ପ୍ରିୟଙ୍କା: କୃଷି ଆଇନ ବିରୋଧରେ କଂଗ୍ରେସର ସୋସିଆଲ ମିଡ଼ିଆ ଅଭିଯାନ

ନୂଆଦିଲ୍ଲୀ,୩୦।୧୧: କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ସୋସିଆଲ୍‌ ମିଡ଼ିଆରେ ଏକ ଅଭିଯାନ ସୋମବାରଠାରୁ ଆରମ୍ଭ ହୋଇଛି। ସ୍ପିକ୍‌ ଅପ୍‌ ଫର ଫାର୍ମରର୍ସ ନାମକ ଏହି…

4 years ago

ତୃତୀୟ ସନ୍ତାନ ଝିଅ ହେଲା ବୋଲି ମା’ ନେଲେ ଏମିତି ନିଷ୍ପତ୍ତି

ପୁନେ, ୩୦।୧୧: ନିଜ ସନ୍ତାନକୁ ମା’ କେବେ ହତାଦର କରିପାରନ୍ତି ନାହିଁ। ସେ ପୁଅ ହେଉ ଅବା ଝିଅ ମା’ଙ୍କ ଆଗରେ ସମସ୍ତେ ସମାନ। କିନ୍ତୁ ଯଦି…

4 years ago

କୃଷି ଆଇନ ସପକ୍ଷରେ ଟୁଇଟ୍‌ କଲେ ରବିଶଙ୍କର-ପ୍ରକାଶ ଜାଭ୍‌ଡ଼େକର

ନୂଆଦିଲ୍ଲୀ,୩୦।୧୧: କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶବ୍ୟାପୀ ଚାଷୀ ପ୍ରଦର୍ଶନ ଜାରି ରଖିଛନ୍ତି। ଏପରିସ୍ଥଳେ ସୋମବାର କେନ୍ଦ୍ରୀୟମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ପ୍ରକାଶ ଜାଭ୍‌ଡ଼େକର…

4 years ago

ଦେଶରେ ୧୫ଦିନ ମଧ୍ୟରେ ୪ର୍ଥଥର ୪୦ହଜାରୁ କମ୍‌ କରୋନା ଆକ୍ରାନ୍ତ ଚିହ୍ନଟ: ୯୪ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୩୦।୧୧: ଭାରତରେ କରୋନା ପ୍ରକୋପ ଜାରି ରହିଛି। ଗତ କିଛି ଦିନ ହେବ କେତେକ ରାଜ୍ୟରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାର…

4 years ago

୧୦୦ କୋଟିର ମାନହାନି ମାମଲା ଦାଏର କରିବାକୁ ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ଚେତାବନୀ

ନୂଆଦିଲ୍ଲୀ,୩୦।୧୧: ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ୧୦୦ କୋଟି ଟଙ୍କାର ମାନହାନି ମାମଲା ଦାଏର କରିବାକୁ ଚେତାବନୀ ଦିଆଯାଇଛି। ତୃତୀୟ ପର୍ଯ୍ୟାୟରେ କରୋନା ପ୍ରତିଷେଧକ ଟିକା ଦିଆ ଯାଇଥିବା…

4 years ago