ଜାତୀୟ

ନଭେମ୍ବର ୧୬ରୁ ଏହି ରାଜ୍ୟରେ ଖୋଲିବ ବିଶ୍ୱବିଦ୍ୟାଳୟ

ଚଣ୍ଡିଗଡ଼,୩।୧୧: ମହାମାରୀ କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ଗତ କିଛି ମାସରୁ ସ୍କୁଲ, କଲେଜ ବନ୍ଦ ରହିଛି। ବର୍ତ୍ତମାନ ଦେଶରେ ଅନ୍‌ଲକ୍‌-୬.୦ ଜାରି ରହିଥିବା ବେଳେ…

4 years ago

ନୀତିଶଙ୍କ ଉପରକୁ ପଥର ମାଡ଼

ପାଟନା,୩।୧୧: ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରକୁ ପଥର ମାଡ଼ କରାଯାଇଛି। ମଧୁବନୀର…

4 years ago

ଦିଲ୍ଲୀସ୍ଥିତ ଦୂତାବାସକୁ ୧୧ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ କଲା ଅଷ୍ଟ୍ରିଆ

ନୂଆଦିଲ୍ଲୀ/ଭିଏନା,୩।୧୧: ଅଷ୍ଟ୍ରିଆର ଭିଏନାରେ ଏକାଧିକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହାପରେ ସୁରକ୍ଷା ଦୃଷ୍ଟିରୁ ଅଷ୍ଟ୍ରିଆ ସରକାର ଦିଲ୍ଲୀରେ ଥିବା ଦୂତାବାସକୁ ନଭେମ୍ବର ୧୧ ପର୍ଯ୍ୟନ୍ତ ବନ୍ଦ…

4 years ago

ବିବାହ କରାଇବା ପଡ଼ିଲା ମହଙ୍ଗା: ପଣ୍ଡିତଙ୍କ ବିରୋଧରେ ମାମଲା ଦାଏର

ଚଣ୍ଡିଗଡ଼,୩।୧୧: ହରିୟାଣାରେ ନାବାଳକଙ୍କ ବିବାହ କରାଇଥିବା ଜଣେ ପଣ୍ଡିତଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ବାଳ ବିବାହ ନିରୋଧୀ ଆଇନ ଅନ୍ତର୍ଗତ ମାମଲା ଦାଏର କରାଯାଇଛି। ହିସାରରେ…

4 years ago

କରୋନା ସମୟରେ ୪୬ ପ୍ରତିଶତ ଭାରତୀୟ ପରିବାର ଉଧାର ନେଇ ଚଳୁଛନ୍ତି!

ନୂଆଦିଲ୍ଲୀ,୩ ।୧୧: କରୋନା ଭାଇରସ ସଂକ୍ରମଣ କାରଣରୁ ବିଶ୍ୱ ଏକ ପ୍ରକାର ସଂଘର୍ଷ କରି ଚାଲିଛି । ଅନେକ ଲୋକ ଏକ ପ୍ରକାର ଏହି ସମୟରେ ରୋଜଗାର…

4 years ago

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ଗତ ୨୪ଘଣ୍ଟାରେ ୩୮ହଜାର ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୩।୧୧: ଦେଶରେ ଏବେ ବି କରୋନା ପ୍ରକୋପ ଜାରି ରହିଛି। ଯେ ପର୍ଯ୍ୟନ୍ତ କରୋନା ମୁକାବିଲା ପାଇଁ କୌଣସି ଔଷଧ ବା ଟିକା ଆସିନାହିଁ ସେଯାଏଁ ଅବହେଳାର…

4 years ago

ଲୋକ ସଭା-ରାଜ୍ୟ ସଭା ମିଶିଲେ ବି କଂଗ୍ରେସର ନାହାନ୍ତି ଶହେ ଏମ୍‌ପି: ମୋଦି

ଅରରିୟା,୩ ।୧୧: ବିହାରରେ ଗୋଟିଏ ପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି ଅନ୍ୟପଟେ ତୃ୍‌ତୀୟ ପର୍ଯ୍ୟାୟ ଭୋଟ ଗ୍ରହଣକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଚାର…

4 years ago

ଲାଲୁ ଯାଦବଙ୍କୁ ‘ପାରିବାରିକ ବନ୍ଧୁ’ କହିଲେ ଶତ୍ରୁଘ୍ନ ସିହ୍ନା

ପାଟନା,୩।୧୧: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୧୭ ଜିଲାରେ ୯୪ ଆସନ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ୯୪ଟି ଆସନ ପାଇଁ…

4 years ago

ବଢିଲା ଚାଇନାର ଚିନ୍ତା

ବିଶାଖାପଟନମ୩ ।୧୧: ପୂର୍ବ ଲଦ୍ଦାଖରେ ଭାରତ-ଚାଇନା ସୀମା ବିବାଦ ଲାଗି ରହିଥିବା ବେଳେ ମଙ୍ଗଳବାର ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ମାଲାବାର ନୌସେନା ଅଭ୍ୟାସର ପ୍ରଥମ…

4 years ago

ଚାଇନା ବାଣ ରଖିବା-ବିକିବା ଅପରାଧ: ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ଼,୩।୧୧: ହରିୟାଣାରେ ଚାଇନା ବାଣ ରଖିବା ଏବଂ ବିକିବା ଉପରେ ରାଜ୍ୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଏଭଳି କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…

4 years ago