ଜାତୀୟ

ସୁଶୀଲ ମୋଦିଙ୍କ ନାଁରେ ସାଧାରଣ ଜନତାଙ୍କ ଅଭିଯୋଗ

ପାଟନା,୩ ।୧୧: ମଙ୍ଗଳବାର ସକାଳେ ଆରମ୍ଭ ହୋଇଛି ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ପାଟନାରେ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଭୋଟ ଦେଇଥିବା…

4 years ago

ପରଲୋକରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩।୧୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସତୀଶ ପ୍ରସାଦ ସିଂହଙ୍କ ନୂଆଦିଲ୍ଲୀରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଗତ କିଛି ଦିନ ତଳେ…

4 years ago

ଭୂକମ୍ପ ଜୋନ୍‌ରେ ରାଜଧାନୀ: ୨ ବର୍ଷରେ ୬୪ ଥର ଥରିଛି

ନୂଆଦିଲ୍ଲୀ,୩।୧୧: ରାଜଧାନୀ ଦିଲ୍ଲୀ ଭୂକମ୍ପ ଜୋନ୍‌ରେ ରହିଛି। ଏଠାରେ ଗତ ୨ ବର୍ଷ ମଧ୍ୟରେ ୬୪ ଥର ଭୂକମ୍ପ ହୋଇଛି। ସେଥିମଧ୍ୟରୁ ୫୬ଥର ହୋଇଥିବା ଭୂକମ୍ପର ତୀବ୍ରତା…

4 years ago

ଆର୍‌ଆର୍‌ ନଗରରେ ୪୨ ହଜାର ନକଲି ଭୋଟର: ଭାଜପାକୁ ଦୋଷ ଦେଲା କଂଗ୍ରେସ

ବେଙ୍ଗାଲୁରୁ,୩।୧୧: କର୍ନାଟକରେ ମଙ୍ଗଳବାର ଆର୍‌ଆର୍‌ ନଗର(ରାଜରାଜେଶ୍ୱରୀ ନଗର) ଏବଂ ତୁମକୁରର ସିରା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଡି.କେ.…

4 years ago

ଗେହଲଟ ସରକାରଙ୍କ ନୂଆ ଆଇନ: ମାସ୍କ ପିନ୍ଧିବା ଅନିବାର୍ଯ୍ୟ

ଜୟପୁର,୩।୧୧: ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନରେ ସର୍ବ ସାଧାରଣସ୍ଥଳରେ ମାସ୍କ ପିନ୍ଧିବାକୁ ଅନିବାର୍ଯ୍ୟ କରାଯାଇଛି। ରାଜ୍ୟରେ ଦନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ…

4 years ago

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି ଷ୍ଟାର ପ୍ରଚାରକ

ପାଟନା,୩ ।୧୧: ବିହାର ବିଧାନସଭା ନିର୍ବାଚନ ଉପରେ ସାରା ଦେଶର ନଜର । ଗୋଟିଏ ପଟେ ମଙ୍ଗଳବାର ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ…

4 years ago

ବାବ୍ରି ମାମଲାର ରାୟ ଦେଇଥିବା ବିଚାରପତିଙ୍କ ସୁରକ୍ଷା ବୃଦ୍ଧିକୁ ନା

ନୂଆଦିଲ୍ଲୀ,୩।୧୧: ବାବ୍ରି ମସ୍‌ଜିଦ ଭଙ୍ଗ ମାମଲାର ରାୟ ଶୁଣାଇଥିବା ବିଚାରପତି ସୁରେନ୍ଦ୍ର କୁମାର ଯାଦବଙ୍କ ସୁରକ୍ଷା ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଛନ୍ତି। ୨୦୧୫ରୁ ସେ…

4 years ago

୩୦ ସହରବାସୀ ଭୋଗିବେ ଜଳଯନ୍ତ୍ରଣା

ନୂଆଦିଲ୍ଲୀ,୩।୧୧(ଆଇଏଏନ୍‌ଏସ୍‌): କଥାରେ ଅଛି ଜଳ ହିଁ ଜୀବନ। ଜଳ ବିନା ଜୀବଜଗତ ତିଷ୍ଠିରହିବା ଅସମ୍ଭବ। ହେଲେ ଜଳବାୟୁରେ ପରିବର୍ତ୍ତନ ସହ ସାମାଜିକ ଚାଲିଚଳଣି ପରିବେଶକୁ ବିଗାଡ଼ିବାରେ ଲାଗିଛି।…

4 years ago

୧୨୦୧ ପ୍ରାର୍ଥୀଙ୍କ ନାଁରେ ଅପରାଧ ମାମଲା

ନୂଆଦିଲ୍ଲୀ,୩ା୧୧: ବିହାର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ୧,୨୦୧ ଜଣଙ୍କ ନାଁରେ ଅପରାଧ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୯୧୫ଟି ଗୁରୁତର ମାମଲା ବୋଲି ବିହାର ଇଲେକ୍ସନ…

4 years ago

ଭାରତ ମହାସାଗରରେ ପାଟ୍ରୋଲିଂ କରିବ ଜର୍ମାନ ଯୁଦ୍ଧଜାହାଜ

ନୂଆଦିଲ୍ଲୀ,୩ା୧୧: ଆସନ୍ତା ବର୍ଷରୁ ଭାରତ ମହାସାଗରରେ ଜର୍ମାନୀର ଯୁଦ୍ଧଜାହାଜ ପାଟ୍ରୋଲିଂ କରିବ। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ପ୍ରଭାବ ବଢ଼ୁଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ଜର୍ମାନ…

4 years ago