ଜାତୀୟ

ଏଲ୍‌ଓସିରେ ପାକିସ୍ତାନୀ କ୍ୱାଡ଼କୋପ୍ଟର: ଗୁଳି କରି ଖସାଇଲେ ଭାରତୀୟ ଯବାନ

ଶ୍ରୀନଗର, ୨୪।୧୦: ଏଲ୍‌ଓସିରେ ପାକିସ୍ତାନ ପକ୍ଷରୁ ଜାଣିଶୁଣି ଉତ୍ତେଜନା ସୃଷ୍ଟି କରାଯାଉଛି। ଏଭଳି ସ୍ଥିତିରେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ସୀମାରେ…

4 years ago

ରାହୁଲଙ୍କୁ ଟାର୍ଗେଟ କଲେ ଜାଭେଡକର

ନୂଆଦିଲ୍ଲୀ,୨୪ ।୧୦: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର କଂଗ୍ରେସ ଶାସିତ ରାଜ୍ୟରେ ହେଉଥିବା ବଳାତ୍କାର ଘଟଣାକୁ ନେଇ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ…

4 years ago

ଆର୍‌ଜେଡି ଜାରି କଲା ଘୋଷଣା ପତ୍ର: ୧୦ ଲକ୍ଷ ସ୍ଥାୟୀ ନିଯୁକ୍ତି, ଗାଁରେ ସିସିଟିଭି

ପାଟନା, ୨୪।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡ଼ି) ପକ୍ଷରୁ ଶନିବାର ଘୋଷଣା ପତ୍ର ଜାରି କରାଯାଇଛି। ରାଜଧାନୀ ପାଟନାରେ ତେଜସ୍ବୀ…

4 years ago

ପିଆଜ ଦର ବୃଦ୍ଧି କେନ୍ଦ୍ର କୃଷି ନିୟମର ପ୍ରଥମ ପ୍ରଭାବ: କେରଳ ସରକାର

ଥିରୁଭାନନ୍ତପୁରମ,୨୪ ।୧୦: ସାରା ଦେଶରେ ପିଆଜର ଦର ଏବେ ଅହେତୁକ ଭାବେ ବଢି ଚାଲିଛି । ଏହାକୁ ନେଇ କେରଳର କୃଷି ମନ୍ତ୍ରୀ ଭିଏସ୍ ସୁନିଲ କୁମାର…

4 years ago

ରିପବ୍ଲିକ୍‌ ଟିଭିର ୧,୦୦୦ ଜଣଙ୍କ ନାଁରେ ଏଫ୍‌ଆଇଆର୍‌

ମୁମ୍ବାଇ,୨୪ା୧୦: ରିପବ୍ଲିକ୍‌ ଟିଭିରେ କାର୍ଯ୍ୟରତ ୧,୦୦୦ ଜଣଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏଫ୍‌ଆଇଆର୍‌ କରିଛି। ଏନେଇ ଉକ୍ତ ନ୍ୟୁଜ୍‌ ଚ୍ୟାନେଲର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ସୂଚନା…

4 years ago

୯ରେ ଜାମିନରେ ଆସିିବେ ଲାଲୁ

ପାଟନା, ୨୪ା୧୦: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଫସିଥିବା ଆର୍‌ଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ ନଭେମ୍ବର ୯ରେ ଜାମିନ ପାଇ ଜେଲରୁ ମୁକୁଳିବେ। ଏନେଇ ପୁଅ ତଥା ବିରୋଧୀ…

4 years ago

ଚାଇନା ଦଖଲରୁ ଜାଗା କେବେ ଫେରିବ

ହିସୁଆ, ୨୪ା୧୦: ବିହାରରେ ପ୍ରଚାର ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧା ଟାର୍ଗେଟ କରିଛନ୍ତି। ଲଦାଖରେ ଚାଇନା ଜୋର୍‌ଜବରଦସ୍ତ ଭାରତର…

4 years ago

୩୭୦ ଲାଗୁ ପ୍ରତିଶ୍ରୁତି ଅପମାନଜନକ

ପାଟନା, ୨୪ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିହାରର ୩ଟି ସ୍ଥାନରେ ନିର୍ବାଚନ ରାଲି କରି ଭୋଟରଙ୍କୁ ମନାଇବା ଲାଗି ପ୍ରୟାସ କରିଛନ୍ତି। ବିହାରର ସାସାରାମ, ଗୟା…

4 years ago

ପ୍ଲାଜ୍‌ମା ଥେରାପିରୁ ସୁଫଳ ମିଳୁନି: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ, ୨୪ା୧୦: କରୋନା ରୋଗୀଙ୍କ ଲାଗି ପ୍ଲାଜ୍‌ମା ଥେରାପି ବିଶେଷ ଫଳପ୍ରଦ ହେବ ବୋଲି କୁହାଯାଇଥିବାବେଳେ ଏହାର କୌଣସି ସୁଫଳ ମିଳୁ ନ ଥିବା ଇଣ୍ଡିଆନ୍‌ କାଉନ୍‌ସିଲ…

4 years ago

ଏଫ୍‌ଏଟିଏଫ୍‌ ଗ୍ରେ ଲିଷ୍ଟରେ ପାକିସ୍ତାନ

ନୂଆଦିଲ୍ଲୀ, ୨୪ା୧୦: ପାକିସ୍ତାନ ପୁଣି ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌)ର ଗ୍ରେ ତାଲିକାରେ ରହିଛି। ଆତଙ୍କବାଦ ରୋକିବା ଲାଗି ୨୭ଟିରୁ ୬ଟି ନିର୍ଦ୍ଦେଶ ପାଳନ କରି ନ…

4 years ago