ଜାତୀୟ

ବର କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନରେ‌ ୫ଶହରୁ ଅଧିକ ଲୋକ

ବିଶାଖାପଟ୍ଟନମ୍‌, ୧୭।୮: ବରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ବିବାହରେ ଯୋଗଦେଇଥିବା ୫ ଶହରୁ ଅଧିକ ଲୋକଙ୍କୁ ଏବେ କ୍ୱାରାଣ୍ଟାଇନ୍‌ କରାଯିବ। ଏଭଳି ଅଭାବନୀୟ…

4 years ago

ସୁଧୁରୁନି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା: ଆର୍ମି ହସ୍ପିଟାଲ

ନୂଆଦିଲ୍ଲୀ,୧୭।୮: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସୋମବାର ସକାଳୁ ପୁଣିଥରେ ବିଗିଡି ଯାଇଥିବା ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।…

4 years ago

ଚାଉଳ ଦୋକାନୀଙ୍କ ଦାନ୍ତ ଭାଙ୍ଗି ଦେଲେ ଉପମୁଖ୍ୟମନ୍ତ୍ରୀଙ୍କ ଭଉଣୀ, ଆଉ ତା’ପରେ

ପାଟନା,୧୭।୮: ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଭଉଣୀ ଜଣେ ଚାଉଳ ଦୋକାନୀଙ୍କୁ ମାରି ଦାନ୍ତ ଭାଙ୍ଗି ଦେଇଥିବା ସୂଚନା ମିଳିଛି। ମାମଲା ଏତେ ବଢିଯାଇଥିଲା ଯେ ପୋଲିସ…

4 years ago

୫୦ ବର୍ଷ ଧରି ପାକିସ୍ତାନ ଜେଲରେ: ରେଡ଼ିଓରେ ଦେଇଥିଲେ ଜୀବିତ ଥିବା ସୂଚନା

ନୂଆଦିଲ୍ଲୀ, ୧୭।୮: ପାକିସ୍ତାନ ଜେଲରେ ଗତ ୫୦ ବର୍ଷ ଧରି ଭାରତୀୟ ଯବାନ ମଙ୍ଗଳ ସିଂ ବନ୍ଦୀ ଜୀବତ ବିତାଉଛନ୍ତି। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ସେ…

4 years ago

ଚାଇନାକୁ ପୁଣି ଝଟ୍‌କା: ୪୦ ହଜାର କୋଟିର ସାମଗ୍ରୀ ବର୍ଜନ କରିବେ ଭାରତବାସୀ

ନୂଆଦିଲ୍ଲୀ, ୧୭।୮: ଗଲଓ୍ବାନ ଘାଟିର ସଂଘର୍ଷ ଯୋଗୁ ଗୋଟିଏ ପରେ ଗୋଟିଏ ବିପଦ ଚାଇନା ଉପରେ ମାଡ଼ି ଆସୁଛି। ଆଗକୁ ଗଣେଶ ପୂଜା। ତେବେ ଭାରତରେ ବ୍ୟବସାୟୀମାନେ…

4 years ago

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନ ଶହୀଦ

ଜମ୍ମୁ,୧୭।୮: ଜମ୍ମୁ-କଶ୍ମୀରର ବାରମୂଳାରେ ଆତଙ୍କବାଦୀମାନେ ପୁଣିଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି। ବାରମୂଳାର କ୍ରେରି ଅଞ୍ଚଳରେ ସିଆର୍‌ପିଏଫ୍‌ ଓ ପୋଲିସର ନାକା ପାର୍ଟି ଉପରେ ଆତଙ୍କବାଦୀମାନେ ଗୁଳି ବର୍ଷଣ…

4 years ago

ମୁଖ୍ୟମନ୍ତ୍ରୀ ତଡ଼ିବେ ମାଙ୍କଡ଼: ୫ ବର୍ଷରେ ଖର୍ଚ୍ଚ ହେବ ୫ କୋଟି

ନୂଆଦିଲ୍ଲୀ, ୧୭।୮: ରାଜଧାନୀ ଦିଲ୍ଲୀରେ ମାଙ୍କଡ଼ ଉପଦ୍ରବ ବଢ଼ିବାରେ ଲାଗିଛି। ମାଙ୍କଡ଼କୁ ତଡ଼ିବା ଲାଗି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପରିବେଶ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ…

4 years ago

୧୧ ଦିନରେ ୧୦ ହଜାର ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ, ୧୭।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଗତ ୧୧ ଦିନ ମଧ୍ୟରେ…

4 years ago

ଦଳିତ ନାବାଳିକାଙ୍କୁ ଗଣବଳାତ୍କାର, ହତ୍ୟା

ବରେଲି,୧୭ା୮: ଉତ୍ତରପ୍ରଦେଶରେ ମହିଳା ବିରୋଧୀ ହିଂସା ଥମିବାର ନାଁ ନେଉନାହିଁ। ଲକ୍ଷ୍ମୀପୁର ଖେରି ଜିଲାରେ ଶୁକ୍ରବାର ଜଣେ ଦଳିତ ନାବାଳିକାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଛି। ଇସାନନଗର…

4 years ago

୫ ଟଙ୍କାରେ ସେବା ଯୋଗାଉଥିବା ଡାକ୍ତର ଆଉ ନାହାନ୍ତି

ଚେନ୍ନାଇ,୧୬।୮: ତାମିଲନାଡୁର ‘୫ ଟଙ୍କା ଡାକ୍ତର’ ଭାବରେ ଜଣାଶୁଣା ଡକ୍ଟର ଭି ଥିରୁଭେନଗଡାମଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଛାତିରେ…

4 years ago