ଜାତୀୟ

ଦିନ ସାରା ଅଟକି ରହିଲା ହେଲିକପ୍ଟର, ଆସିଲେନି ୬ ବିଧାୟକ: ଜାଣନ୍ତୁ କ’ଣ ରହିଛି ପୂରା ଘଟଣା

ଜୟପୁର,୯।୮: ରାଜସ୍ଥାନରେ କଂଗ୍ରେସ ପରେ ଏବେ ଭାଜପା ନିଜ ଗଡକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଭାଜପା ଏହାର ୧୮ ଜଣ ବିଧାୟକଙ୍କୁ ଗୁଜରାଟ ପଠାଇଛି। କିନ୍ତୁ ଦଳର…

4 years ago

୧୪ ବର୍ଷ ତଳେ ହଜିଯାଇଥିବା ପର୍ସ ମିଳିଲା, ସେଥିରେ ଥିବା ଟଙ୍କା…

ମୁମ୍ବାଇ,୯।୮: ୧୪ ବର୍ଷ ପୂର୍ବେ ହଜିଯାଇଥିବା ପୁରୁଣା ପର୍ସ ଟଙ୍କା ସହ ଫେରି ପାଇଲେ ଜଣେ ବ୍ୟକ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ୨୦୦୬ ରେ…

4 years ago

ଇଡୁକ୍କି ଭୂସ୍ଖଳନ: ମୃତକଙ୍କ ସଂଖ୍ୟା ୪୨ରେ ପହଞ୍ଚିଲା, ଏବେବି ଅନେକ ନିଖୋଜ

ବେଙ୍ଗାଲୁରୁ,୯।୮: ପ୍ରବଳ ବର୍ଷା ଓ ବନ୍ୟା ଫଳରେ କେରଳର ଉଡୁକ୍କି ଜିଲାରେ ହୋଇଥିବା ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି। ରବିବାର ୧୬ ଜଣଙ୍କ ମୃତଦେହ ମିଳିବା…

4 years ago

ରାମ ମନ୍ଦିର ଭୂମିପୂଜାକୁ ରାଷ୍ଟ୍ରପତିଙ୍କୁ ନ ଡାକିବାକୁ ନେଇ ଆରମ୍ଭ ହେଲା ରାଜନୀତି

ନୂଆଦିଲ୍ଲୀ,୯।୮: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଗଲାଣି। ହେଲେ ଏହାର ଭୂମିପୁଜାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନ ଡାକିବାକୁ ନେଇ ଆରମ୍ଭ ହେଲାଣି…

4 years ago

କୋଝିକୋଡ଼ ବିମାନ ଦୁର୍ଘଟଣା: ସହପାଇଲଟଙ୍କ ପାର୍ଥିବ ଶରୀର ଦେଖି ବେହୋସ୍‌ ହେଲେ ମା’-ଗର୍ଭବତୀ ସ୍ତ୍ରୀ

ମଥୁରା,୯।୮: କେରଳର କୋଝିକୋଡରେ ହୋଇଥିବା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସହପାଇଲଟ ଅଖିଳେଶ କୁମାର ବର୍ମାଙ୍କ ପାର୍ଥିବ ଶରୀର ରବିବାର ସକାଳେ ମଥୁରାରେ ପହଞ୍ଚିଥିଲା। ସେଠାରୁ ମରଶରୀର…

4 years ago

କରୋନା ସଂକ୍ରମିତ ୪୦ ପ୍ରତିଶତ ରୋଗୀଙ୍କ ପାଖରେ ନାହିଁ କୌଣସି ଲକ୍ଷଣ

ନୂଆଦିଲ୍ଲୀ,୯।୮: ଏବେସୁଦ୍ଧା ବିଶ୍ୱରେ କରୋନା ସଂକ୍ରମଣ ୨କୋଟିରେ ପହଞ୍ଚି ସାରିଲାଣି। ଏହାସହ ୭.୨୯ ଲକ୍ଷ ଲୋକଙ୍କର କରୋନା ଯୋଗୁ ମୃତ୍ୟୁ ବି ହେଲାଣି। ତେବେ ଏମାନଙ୍କ ଭିତରୁ…

4 years ago

ଏଏସ୍‌ଆଇଙ୍କ ଆଖିରେ ଲଙ୍କା ସ୍ପ୍ରେ କରି ଅପରାଧୀ ଚମ୍ପଟ

ପାଟନା, ୯।୮: ବିହାରରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏବେ ଅପରାଧୀଙ୍କ ମନରେ ପୋଲିସ ପ୍ରତି ଭୟ କମିବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ବହୁ ରାଜ୍ୟରେ…

4 years ago

୨ କୋଟି ନିଯୁକ୍ତି ଦେବାକୁ କଥା ଦେଇଥିବା ଭାଜପା ସରକାରଙ୍କ ସମୟରେ ୧୪ କୋଟି ହେଲେଣି ବେରୋଜଗାର: ରାହୁଲ

ନୂଆଦିଲ୍ଲୀ,୯।୮: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଧିକାଂଶ ସମୟରେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏବେ ଯୁବବର୍ଗଙ୍କ ବେରୋଜଗାର ସମସ୍ୟାକୁ ନେଇ ପୁଣିଥରେ ବର୍ଷିଛନ୍ତି ରହୁଲ।…

4 years ago

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଖଣ୍ଡନ ପରେ ଟୁଇଟ୍‌ ଡିଲିଟ କଲେ ମନୋଜ

ନୂଆଦିଲ୍ଲୀ,୯।୮: କରୋନା ଭାଇରସରେ ସଂକ୍ରମିତ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କର ଏବେ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏପର୍ଯ୍ୟନ୍ତ ତାଙ୍କର ଦ୍ୱିତୀୟ ଥର କରୋନା ଟେଷ୍ଟ କରାଯାଇ…

4 years ago

ତିକ୍ତତା ସତ୍ତ୍ୱେ ନେପାଳକୁ ସହାୟତାର ହାତ ବଢ଼ାଇଲା ଭାରତ, ପଠାଇଲା ଏଭଳି ଜରୁରୀ ସାମଗ୍ରୀ

ନୂଆଦିଲ୍ଲୀ,୯।୮: ଭାରତ-ନେପାଳ ସମ୍ପର୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ହେଲେ କରୋନା ମହାମାରୀ ସହ ଲଢ଼ୁଥିବା ନେପାଳକୁ ସହାୟତାର ହାତ ବଢ଼ାଇବାକୁ ଭୁଲିନାହିଁ ଭାରତ। ପଡ଼ୋଶୀ ଦେଶକୁ…

4 years ago