ଜାତୀୟ

ବନ୍ୟା ସ୍ଥିତି ଅସମ୍ଭାଳ: ଖାଦ୍ୟାଭାବ ନେଲାଣି ୧୧ ଗଣ୍ଡାଙ୍କ ଜୀବନ

ଗୁଆହାଟି,୨୨ା୭ : ଉତ୍ତରଭାରତରେ ବର୍ତ୍ତମାନ ଲଗାଣ ବର୍ଷା ହେଉଥିବାରୁ ଆସାମରେ ବନ୍ୟା ସୃଷ୍ଟି ହୋଇଛି। ଏହି ବନ୍ୟାରେ ଲୋକଙ୍କ ପ୍ରାଣ ହାନି ହେବା ସହ ପଶୁପକ୍ଷୀମାନେ ମଧ୍ୟ…

4 years ago

ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଆତଙ୍କବାଦୀ ଶିବିରର ପର୍ଦ୍ଦାଫାଶ୍‌

ଶ୍ରୀନଗର, ୨୨।୭: ଭାରତରେ ଆକ୍ରମଣ ପାଇଁ ଆତଙ୍କବାଦୀମାନେ କରିଥିବା ଷଡ଼ଯନ୍ତ୍ର ପଣ୍ଡ ହୋଇଯାଇଛି। ରାଜୌରୀର ଥାନାମଣ୍ଡି ଅଞ୍ଚଳରେ ସର୍ଚ୍ଚ ଅପରେଶନ୍‌ ସମୟରେ ଏକ ଆତଙ୍କବାଦୀ ଶିବିରର ପର୍ଦ୍ଦାଫାଶ୍‌…

4 years ago

ବଞ୍ଚିଥିବାବେଳେ ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇଥିଲେ, ମୃତ୍ୟୁ ପରେ ୮ ଜଣଙ୍କୁ ଦେଲେ ନୂଆ ଜୀବନ

ଥିରୁଭାନନ୍ତପୁରମ୍‌,୨୨।୭: କିଛି ଲୋକ ପୃଥିବୀକୁ ଅନ୍ୟକୁ ସହାୟତା ଦେବାକୁ ଆସିଥାନ୍ତି। ସେମିତି ଜଣେ ଯୁବକ ଥିଲେ ଅନୁଜିଥ୍‌। ୨୭ ବର୍ଷୀୟ ଏହି ଯୁବକ ଜଣଙ୍କ ନିଜ ସ୍ବଳ୍ପ…

4 years ago

ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବ ଧ୍ରୁବାସ୍ତ୍ର: ଶତ୍ରୁ ଟ୍ୟାଙ୍କ ନିମିଷକେ ହେବ ଧ୍ୱଂସ

ନୂଆଦିଲ୍ଲୀ, ୨୨।୭: ଭାରତ ସୀମାରେ ଚାଇନା ଏବଂ ପାକିସ୍ତାନ ପକ୍ଷରୁ ଲଗାତାର ଉତ୍ତେଜନା ବୃଦ୍ଧି କରାଯିବା ଷଡ଼ଯନ୍ତ୍ର ଜାରି ରହିଛି। ଏପରିସ୍ଥଳେ ଦୁଇ ଶତ୍ରୁଙ୍କୁ କଡ଼ା ଜବାବ…

4 years ago

ପୁଣି ଏକ ରୋଗର ଭୟ, ଚିନ୍ତାରେ ଡାକ୍ତର

ମୁମ୍ବାଇ,୨୨।୭:ଭାରତରେ କରୋନା ଭାଇରସ୍‌ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହୋଇଛି। ଏହି ରାଜ୍ୟରେ କରୋନା ସାଙ୍ଗକୁ ଆଉ ଏକ ରୋଗର ଭୟ ସୃଷ୍ଟି ହୋଇଛି।…

4 years ago

ଭାରତରେ ସମ୍ପୂର୍ଣ୍ଣ କରୋନା ଟୀକାକରଣ ପାଇଁ ଲାଗିବ କେତେ ଦିନ…

ନୂଆଦିଲ୍ଲୀ, ୨୨।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ନେଇ ଆଶା ମଧ୍ୟ ବଢ଼ିବାରେ ଲାଗିଛି।…

4 years ago

ଲକ୍‌ଡାଉନ୍‌ରେ ଏମିତି ବଦଳିଲା ଶ୍ରମିକଙ୍କ ଭାଗ୍ୟ

ଲକ୍‌ଡାଉନ୍‌ ପାଇଁ ରୋଜଗାର ଠାରୁ ଅର୍ଥ ବ୍ୟବସ୍ଥା ସବୁକିଛି ଏବେ ସଙ୍କଟରେ। ମାତ୍ର ଏହି ସମୟରେ ମଧ୍ୟପ୍ରଦେଶର ପନ୍ନାରେ ଜଣେ ଶ୍ରମିକଙ୍କ ଭାଗ୍ୟ ଖୋଲିଯାଇଛି। ଆନନ୍ଦୀ ଲାଲ…

4 years ago

ଗୋଟିଏ ଦିନ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିବ ୧୨ ଲକ୍ଷ

ନୂଆଦିଲ୍ଲୀ, ୨୨।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ବୁଧବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୯୨ହଜାର ୯୧୫ରେ ପହଞ୍ଚିଛି। ସେହିପରି…

4 years ago

ବିଦେଶୀ ଯାତ୍ରୀଙ୍କ ପାଇଁ ୭ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ

ନୂଆଦିଲ୍ଲୀ, ୨୨।୭: କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀର ସ୍ଥିତି ଅଣାୟତ୍ତ ରହିଛି। ଏପରିସ୍ଥଳେ ଅଧିକ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ବିଦେଶୀ…

4 years ago

୨ ଝିଅଙ୍କ ଆଗରେ ଖବରଦାତାଙ୍କୁ ଗୁଳି

ଗାଜିଆବାଦ,୨୨ା୭: ଉତ୍ତରପ୍ରଦେଶର ଗାଜିଆବାଦରେ ଦୁର୍ବୃତ୍ତମାନେ ଜଣେ ଖବରଦାତାଙ୍କୁ ତାଙ୍କ ଦୁଇ ଝିଅଙ୍କ ସାମ୍ନାରେ ଗୁଳି କରିଛନ୍ତି। ଏନେଇ ପୋଲିସ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି। ଖବରଦାତା ବିକ୍ରମ…

4 years ago