ଜାତୀୟ

ଜୁଲାଇ ୨ରୁ ହେବ ରାମଲଲା ମନ୍ଦିର ନିର୍ମାଣର ଔପଚାରିକ ଶୁଭାରମ୍ଭ

ଅଯୋଧ୍ୟା,୧୮।୬: ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୁଲାଇ ୨ରୁ ଔପଚାରିକ ଭାବେ ଆରମ୍ଭ ହେବ। କାରଣ ଜୁଲାଇ ୨ରେ ଦେବତାମାନଙ୍କର ଦେବଶୟନ ଏକାଦଶୀର…

4 years ago

ଆରୋଗ୍ୟ ସେତୁ ଆପ୍‌ର ରେକର୍ଡ: ୪୫ ଦିନରେ ୧୩ କୋଟି ଡାଉନଲୋଡ୍‌

ନୂଆଦିଲ୍ଲୀ, ୧୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆରୋଗ୍ୟ ସେତୁ ଆପ୍‌ ଜାରି କରାଯାଇଛି। ଗତ ୪୫ ଦିନ ମଧ୍ୟରେ ଏହି…

4 years ago

ପାକିସ୍ତାନ-ଚାଇନା-ନେପାଳ ସହିତ ସୀମା ବିବାଦ: ମୋଦିଙ୍କ ପାଇଁ ପାଲଟିଛି ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ, ୧୮।୬: ଭାରତ ସହିତ ପାକିସ୍ତାନ,ଚାଇନା ଓ ନେପାଳର ସୀମା ବିବାଦ ଜାରି ରହିଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅଗ୍ନି ପରୀକ୍ଷା ପାଲଟିଛି। ଚାଇନାର…

4 years ago

ବିପର୍ଯ୍ୟୟ ସମୟରେ କାନ୍ଦିବା ଭାରତର ଲକ୍ଷଣ ନୁହେଁ, କରୋନା ଦେଶପାଇଁ ଏକ ସୁଯୋଗ: ମୋଦି

ନୂଆଦିଲ୍ଲୀ,୧୮।୬: ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଣିଜି୍ୟକ କ୍ଷେତ୍ର ପାଇଁ ୪୧ କୋଇଲା ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

4 years ago

ଦିଲ୍ଲୀ-ଏନ୍‌ସିଆରରେ କରୋନା ସ୍ଥିତିକୁ ନେଇ ଶାହାଙ୍କ ବଡ଼ ବୈଠକ

ନୂଆଦିଲ୍ଲୀ,୧୮।୬: ଦେଶରେ କେରାନା ଭାଇରସ୍‌ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହିକ୍ରମରେ ରାଜଧାନୀ ଦିଲ୍ଲୀ ମଧ୍ୟ ପଛରେ ପଡ଼ିନାହିଁ। ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣ…

4 years ago

ପୋଲିସ ଷ୍ଟେଶନରେ ବଲିଉଡ୍‌ ଅଭିନେତା ସୁଶାନ୍ତଙ୍କ ବାନ୍ଧବୀ ରିଆ

ମୁମ୍ବାଇ,୧୮।୬: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ଏବେବି ଯେମିତି ଅସମାହିତ ପ୍ରଶ୍ନ ହୋଇରହିଛି। ଡିପ୍ରେଶନ ଯୋଗୁ ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି…

4 years ago

କରୋନା ନେଲାଣି ୪୫ ପୋଲିସଙ୍କ ଜୀବନ

ମୁମ୍ବାଇ,୧୮।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରର ସ୍ଥିତି ଏବେବି ଉଦ୍‌ବେଗଜନକ ରହିଛି। ମହାରାଷ୍ଟ୍ରରେ ଏବେ ସୁଦ୍ଧା ୪୫ ଜଣ ପୋଲିସଙ୍କର…

4 years ago

ମାନସିକ ଚିକିତ୍ସା ପାଇଁ ଭାରତୀୟଙ୍କ ପାଖରେ ନାହିଁ ଟଙ୍କା

ନୂଆଦିଲ୍ଲୀ, ୧୮।୬: ପରିବର୍ତ୍ତିତ ଜୀବନ ଶୈଳୀରେ ବହୁ ଭାରତୀୟ ମାନସିକ ଅବସାଦ ଗ୍ରସ୍ତ ହୋଇଥାନ୍ତି। କେତେକ ଏହାର ଚିକିତ୍ସା ମଧ୍ୟ କରିଥାନ୍ତି। ଅପରପକ୍ଷରେ ଏହାର ଚିକିତ୍ସା ପାଇଁ…

4 years ago

ସ୍ବାସ୍ଥ୍ୟ ବିଭାଗ ସମ୍ଭାଳିବେ ସିସୋଡିଆ

ନୂଆଦିଲ୍ଲୀ,୧୮।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅନୁପସ୍ଥିତରେ ଏବେ ତାଙ୍କ ବିଭାଗର ଦାୟିତ୍ୱ ସମ୍ଭାଳିବେ ଉପମୁଖ୍ୟନ୍ତ୍ରୀ ମନିଷ ସିସୋଡିଆ। ତେବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କରୋନା ଟେଷ୍ଟ ରିପୋର୍ଟ ବୁଧବାର…

4 years ago

ବୋର୍ଡ ପରୀକ୍ଷା ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନିଅ

ନୂଆଦିଲ୍ଲୀ,୧୮ା୬(ପି.ଟି.): କରୋନା ମହାମାରୀ ଯୋଗୁ ଅଟକି ରହିଥିବା ବୋର୍ଡ ପରୀକ୍ଷା ହେବ କି ନାହିଁ ସେନେଇ ସପ୍ତାହକ ମଧ୍ୟରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

4 years ago