ଜାତୀୟ

ହସ୍ପିଟାଲ ବିଲ୍‌ ନ ଦେଇ ପାରିବାରୁ ବରିଷ୍ଠ ନାଗରିକଙ୍କୁ ବେଡ୍‌ରେ ବାନ୍ଧି ଦିଆଗଲା

ଭୋପାଳ,୭।୬: କରୋନା ସଙ୍କଟ ସମୟରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଆଗଧାଡିର ଯୋଦ୍ଧା ସାଜିଥିବା ବେଳେ ଜୀବନକୁ ବାଜି ଲଗାଇ ଏମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଦେଖାଯାଇଛି।…

4 years ago

ମାସ୍କ ନ ପିନ୍ଧି କାନପୁର ଆଇଜି ଦେଲେ ଜରିମାନା

ଲକ୍ଷ୍ନୌ, ୭।୬: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସାମାଜିକ ଦୂରତା ବଜାୟ ରଖିବା, ନିୟମିତ…

4 years ago

ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା ଅଟକ

ନୂଆଦିଲ୍ଲୀ, ୭।୬: ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ କୁମାର ଗୁପ୍ତାଙ୍କୁ ପୋଲିସ ଅଟକ ରଖିଛି। ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାରଙ୍କ ନିଷ୍ପତ୍ତି ବିରୋଧରେ ରାଜଘାଟରେ ପ୍ରଦର୍ଶନ…

4 years ago

ୟେଦୁରପ୍ପାଙ୍କ ପରେ କିଏ ଧରିବ କର୍ନାଟକ ଭାଜପା ଡୋର: ଦୌଡ଼ରେ ୫

ବେଙ୍ଗାଲୁର, ୭।୬: କକର୍ନାଟକରେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କ ପରେ କିଏ ଭାଜପା ଡୋର ସେନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ୭୮ ବର୍ଷ ବୟସ୍କ ୟେଦୁରପ୍ପା…

4 years ago

ଗର୍ଭବତୀ ଗାଈକୁ ବିସ୍ଫୋରକ ଖୁଆଇବା ଘଟଣା: ପଡୋଶୀ ଅଟକ

ବିଳାସପୁର,୭।୬: କେରଳରେ ଗର୍ଭବତୀ ହାତୀକୁ ସପୁରୀରେ ବିସ୍ଫୋରକ ଭର୍ତ୍ତି କରି ଖାଇବାକୁ ଦେବା ଘଟଣା ମନରୁ ନ ଲିଭୁଣୁ ହିମାଚଳ ପ୍ରଦେଶ ବିଳାସପୁରରୁ ଆସିଥିଲା ସେମିତି ଏକ…

4 years ago

ଦିଲ୍ଲୀ ହସ୍ପିଟାଲରେ କେବଳ ହେବ ଦିଲ୍ଲୀବାସୀଙ୍କ ଚିକିତ୍ସା: କେଜରିଓ୍ବାଲ

ନୂଆଦିଲ୍ଲୀ,୭।୬: କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାକୁ ନେଇ ରବିବାର ଦିଲ୍ଲୀ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି, ଦିଲ୍ଲୀର ସମସ୍ତ ସରକାରୀ ଓ…

4 years ago

ମହାରାଷ୍ଟ୍ରରେ ୨,୫୬୨ ପୋଲିସ କରୋନା ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୩୩

ମୁମ୍ବାଇ, ୭।୬: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ସଂକ୍ରମଣ ତାଲିକାରେ ମହାରାଷ୍ଟ୍ର ଆଗୁଆ ରହିଛି। ରାଜ୍ୟ ପୋଲିସ ବିଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ…

4 years ago

ଶାହାଙ୍କ ଭର୍ଚୁଆଲ ରାଲିକୁ ବିରୋଧ କରି ଥାଳି ବଜାଇଲେ ଆର୍‌ଜେଡି ନେତା

ପାଟନା,୭।୬: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଭର୍ଚୁଆଲ ରାଲିକୁ ବିରୋଧ କରି ରବିବାର ବିହାରରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ନେତା ରାବ୍ରୀ ଦେବୀ, ତେଜସ୍ବୀ ଯାଦବ ଓ ତେଜପ୍ରତାପ…

4 years ago

ଗର୍ଭବତୀଙ୍କ ଚିକିତ୍ସା କରିବାକୁ ମନାକଲେ ୮ ହସ୍ପିଟାଲ: ୧୩ ଘଣ୍ଟାପରେ ଆମ୍ବୁଲାନ୍ସ୍‌ରେ ଘଟିଲା ମୃତ୍ୟୁ

ନୋଏଡ଼ା, ୭।୬: ଦେଶରେ କରୋନା ସଂକ୍ରମଣ ନେଇ ଲୋକେ ଏଭଳି ଆତଙ୍କିତ ହୋଇ ପଡ଼ିଛନ୍ତି ଯେ, ସେମାନଙ୍କ ମଧ୍ୟରେ ଥିବା ସାଧାରଣ ମାନବିକତା ମଧ୍ୟ ଏବେ ହଜି…

4 years ago

କରୋନା ସଂକ୍ରମଣ: ଜୁନ୍‌ ଶେଷ ବେଳକୁ ରାଜଧାନୀରେ ସ୍ଥିତି ହେବ ଅଣାୟତ!

ନୂଆଦିଲ୍ଲୀ,୭।୬: କରୋନା ସଂକ୍ରମଣ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତରେ ମଧ୍ୟ ବେଳକୁ ବେଳ ସ୍ଥିତି ଅଣାୟତ ହେବାରେ ଲାଗିଛି। ମହାରାଷ୍ଟ୍ର…

4 years ago