ଜାତୀୟ

କରୋନା ହଟ୍‌ସ୍ପଟ୍‌ ଚାନ୍ଦିନୀ ମହଲକୁ ଘୋଷଣା କରାଗଲା କଣ୍ଟେନମେଣ୍ଟ ଜୋନ୍‌

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀରେ କରୋନା ଭାଇରସର୍‌ ହଟ୍‌ସ୍ପଟ୍‌ କୁହାଯାଉଥିବା ଚାନ୍ଦିନୀ ମହଲ ଅଞ୍ଚଳରେ ରବିବାର ଆଉ ୨ଜଣଙ୍କର ମୃତ୍ୟୁ ଘଟିଛି। ଏହି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ…

4 years ago

ନାଗାଲାଣ୍ଡରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ

କୋହିମା,୧୩।୪: ଦେଶର ଉତ୍ତର ପୂର୍ବ ରାଜ୍ୟ ନାଗାଲାଣ୍ଡରେ ପ୍ରଥମ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡିଛି। ତେବେ ରାଜ୍ୟରେ ଏହା ପ୍ରଥମ ଘଟଣା ବୋଲି ସୋମବାର ଅଧିକାରୀମାନେ…

4 years ago

କରୋନା ସହ ଲଢିବାକୁ ଗରିବଙ୍କୁ ବଣ୍ଟାଗଲା ‘ମୋଦି ଗାମୁଛା’

ବରାଣସୀ,୧୩।୪: କରୋନା ଯୁଦ୍ଧରେ ଜିତିବାକୁ ହେଲେ ମାସ୍କ, ସାନିଟାଇଜର ଆଦି ବ୍ୟବହାର କରିବା ଜରୁରୀ ବୋଲି କୁହାଯାଇଛି। ଏମିତିକି କେତେ ଗୁଡିଏ ରାଜ୍ୟରେ ମାସ୍କ ନ ପିନ୍ଧିଲେ…

4 years ago

କାର୍ଯ୍ୟରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ,୧୩।୪: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ହେବା…

4 years ago

ଆସାମ ଡିଟେନଶନ୍‌ ସେଣ୍ଟର: ୩ ବର୍ଷରେ ୩୦ ବିଦେଶୀଙ୍କ ଘଟିଛି ମୃତ୍ୟୁ

ନୂଆଦିଲ୍ଲୀ,୧୩।୪: ଭାରତରେ ବିନା କୌଣସି ବୈଧ ପ୍ରମାଣପତ୍ରରେ ବାସ କରୁଥିବା ଲୋକଙ୍କୁ ଡିଟେନଶନ୍‌ ସେଣ୍ଟରରେ ରଖାଯାଇଥାଏ। ଦେଶରେ ଏଭଳି ଲୋକଙ୍କୁ ରଖିବା ପାଇଁ ୨୦୦୯ରେ ୬ଟି ଡିଟେନଶନ୍‌…

4 years ago

ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜଶେଖରନଙ୍କ ପରଲୋକ

ବେଙ୍ଗାଲୁରୁ,୧୩।୪: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଏମ୍‌.ଭି. ରାଜଶେଖରନଙ୍କର ସୋମବାର ବେଙ୍ଗାଲୁରୁଠାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। କିଛିଦିନ…

4 years ago

ସ୍ବାଭାବିକ ହେବ ମନ୍ତ୍ରଣାଳୟ କାର୍ଯ୍ୟ

ନୂଆଦିଲ୍ଲୀ,୧୩ା୪: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶରେ ଜାରି ରହିଥିବା ୨୧ ଦିନିଆ ଲକ୍‌ଡାଉନ ଅବଧି ଆସନ୍ତା ୧୪ ତାରିଖ ଯାଏ ରହିଛି। ଇତିମଧ୍ୟରେ ଓଡ଼ିଶା,…

4 years ago

କରୋନା ଗବେଷଣା ଲାଗି ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ମନୋନୀତ

ନୂଆଦିଲ୍ଲୀ,୧୩ା୪(ସ୍ବ.ପ୍ର.): କୋଭିଡ୍‌-୧୯କୁ ନେଇ ବିଶ୍ୱସ୍ତରରେ ଗବେଷଣା ଆରମ୍ଭ ହୋଇଛି। ହାଭାର୍ଡ ବିଶ୍ୱବିଦ୍ୟାଳୟର ଟି.ଏ. ଚାନ୍‌ ସ୍କୁଲ ସର୍ବସାଧାରଣ ସ୍ବାସ୍ଥ୍ୟ ଅନ୍ତର୍ଗତ କରୋନା ମହାମାରୀ ଉପରେ ଗବେଷଣା ପାଇଁ…

4 years ago

ଦିନକରେ ୯୦୯ ପଜିଟିଭ

ନୂଆଦିଲ୍ଲୀ,୧୩।୪: ପରିସ୍ଥିତି ବିଗିଡ଼ିବାରେ ଲାଗିଛି। କରୋନା ଭୂତାଣୁ ମହାମାରୀର ରୂପ ନେଇ ଭାରତକୁ ଗ୍ରାସ କରିବାରେ ଲାଗିଛି। ରବିବାର ୯୦୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ…

4 years ago

ଧରାବିରେ ୪୩ ସଂକ୍ରମିତ, ୪ ମୃତ

ନୂଆଦିଲ୍ଲୀ,୧୩ା୪: ଏସିଆ ମହାଦେଶର ସର୍ବବୃହତ୍‌ ବସ୍ତି ଭାବେ ପରିଚିତ ମୁମ୍ବାଇର ଧରାବିରେ ୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ରବିବାର ସୁଦ୍ଧା ସେଠାରେ ସଂକ୍ରମିତଙ୍କ…

4 years ago