ଜାତୀୟ

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ୫୦ ପ୍ରତିଶତ କର୍ମଚାରୀ ଘରେ ବସି କରିବେ ଅଫିସ କାମ

ନୂଆଦିଲ୍ଲୀ,୧୯।୩: କରୋନା ଭାଇରସର ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ବି ଓ ସି ଗ୍ରୁପର ୫୦ ପ୍ରତିଶତ ସରକାରୀ କର୍ମଚାରୀ ନିତିଦିନ କାର୍ଯ୍ୟାଳୟ ଆସିବେ ବୋଲି କହିଛନ୍ତି।…

5 years ago

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯: ଭେଣ୍ଟିଲେଟରରେ ୨

ମୁମ୍ବାଇ,୧୯।୩: କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବେଳକୁ ବେଳ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୪୯ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଗୁରୁବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ…

5 years ago

ନିର୍ଭୟା ମାମଲା: କୋର୍ଟ ବାହାରେ ବେହୋସ୍‌ ହେଲେ ଦୋଷୀଙ୍କ ପତ୍ନୀ

ନୂଆଦିଲ୍ଲୀ,୧୯।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଶୁକ୍ରବାର ଫାଶୀ ଦେବା ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଥିବା ବେଳେ ଗୁରୁବାର ଦୋଷୀ ପବନଙ୍କ…

5 years ago

ପରୀକ୍ଷା ସ୍ଥଗିତ ରଖିବାକୁ ସମସ୍ତ ବିଶ୍ୱବିଦ୍ୟାଳୟକୁ କହିଲା ୟୁଜିସି

ନୂଆଦିଲ୍ଲୀ,୧୯।୩ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ୟୁଜିସି ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି। ସମସ୍ତ…

5 years ago

ଆଇସିଏସ୍‌ସି, ଆଇଏସ୍‌ସି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୧୯।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇସିଏସ୍‌ସି ଏବଂ ଆଇଏସ୍‌ସି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ ଗୁରୁବାର ଆଇସିଏସ୍‌ସି ବୋର୍ଡ…

5 years ago

କରୋନା ଭାଇରସ୍‌କୁ ଦୂରେଇ ଦେବ ସୂର୍ଯ୍ୟରଶ୍ମି: ଅଶ୍ୱିନୀ ଚୌବେ

ନୂଆଦିଲ୍ଲୀ,୧୯।୩: କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ବିଶ୍ୱବ୍ୟାପୀ ଏଥିରେ ୮ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହେଲାଣି। ଏହାସହ ୨ଲକ୍ଷରୁ ଊର୍ଦ୍ଧ୍ୱ…

5 years ago

ଡବାବାଲା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଯୋଗାଇବେନି ଡବା: ହାଜିଅଲ୍ଲୀ ଦରଘା ବନ୍ଦ

ମୁମ୍ବାଇ,୧୯।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଡବାବାଲା ସଂଘ ପକ୍ଷରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଡବା ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସହରରେ…

5 years ago

କରୋନା ପ୍ରଭାବ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦେଶର ଲକ୍ଷ ଲକ୍ଷ ରେସ୍ତୋରାଁ ବନ୍ଦ

ନୂଆଦିଲ୍ଲୀ,୧୯।୩: ଦେଶରେ କରୋନାର ପ୍ରଭାବକୁ ଦେଖି ନ୍ୟାଶନାଲ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏନ୍‌ଆର୍‌ଏଆଇ)ଏକ ଆଡଭାଇଜରୀ ଜାରି କରିଛି। ଏହି ଆଡଭାଇଜରୀ ଅନୁଯାୟୀ, ଦେଶର ଲକ୍ଷ ଲକ୍ଷ ରେସ୍ତୋରାଁକୁ…

5 years ago

ଛତିଶଗଡ଼ରେ ପ୍ରଥମ କରୋନା ରୋଗୀ

ରାୟପୁର,୧୯।୩: କରୋନା ଆଁରେ ସାରା ବିଶ୍ୱ। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ଭିତରେ ଗୁରୁବାର ଛତିଶଗଡ଼ରେ ପ୍ରଥମ କରୋନା ରୋଗୀ ଚିହ୍ନଟ…

5 years ago

ମଧ୍ୟପ୍ରଦେଶ ସଙ୍କଟ: ଭଙ୍ଗାଗଢ଼ା ରାଜନୀତି ଛାଡ଼ି ଶୀଘ୍ର ଶକ୍ତି ପରୀକ୍ଷା କରିବାକୁ କହିଲେ ସୁପ୍ରିମ୍‌କୋର୍ଟ

ଭୋପାଳ,୧୯।୩: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଲନାଥ ସରକାରଙ୍କ ସଙ୍କଟ ବଢ଼ିଚାଲିଛି। ଗୁରୁବାର ସୁପ୍ରିମ୍‌କୋର୍ଟ ବିଧାନସଭାରେ ଶୀଘ୍ର ଶକ୍ତି ପରୀକ୍ଷା କରିବାକୁ କହିଛନ୍ତି। ବିଦ୍ରୋହୀ ବିଧାୟକ ନିଜର ଇସ୍ତଫା ଦେଇଥିବା…

5 years ago