ଜାତୀୟ

ନିର୍ଭୟା ମାମଲା: ମୁକେଶଙ୍କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୧୬।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ମୁକେଶଙ୍କୁ ଲାଗିଛି ଆଉ ଏକ ଝଟ୍‌କା। ଗୁରୁବାର ଉପରାଜ୍ୟପାଳ ମୁକେଶଙ୍କ କ୍ଷମା ଆବେଦନକୁ ଖାରଜ କରି ଦେଇଛନ୍ତି।…

5 years ago

ଅଦରକାରୀ ପାର୍ଟସ୍‌ରେ ଦିବ୍ୟାଙ୍ଗ ତିଆରି କଲେ ଇ-ବାଇକ୍‌

ସୁରଟ୍‌: ଦୃଢ଼ ଇଚ୍ଛାଶକ୍ତି ଆଗକୁ ବାଟ କଢାଇନିଏ ଯାହା ହୋଇଛି ବିଷ୍ଣୁ ପଟେଲଙ୍କ କ୍ଷେତ୍ରରେ। ଗୁଜରାଟର ସୁରଟ୍‌ ନିବାସୀ ବିଷ୍ଣୁ ଜଣେ ଦିବ୍ୟାଙ୍ଗ। ବୟସ ୬୦ ବର୍ଷ।…

5 years ago

ମାସିକ ୬ ହଜାର ଟଙ୍କା ଆୟ କରୁଥିବା ଯୁବକଙ୍କ ନାଁରେ ଆସିଲା ୩.୪୯ କୋଟି ଟଙ୍କାର ଆୟକର ନୋଟିସ

ଭୋପାଳ,୧୬।୧: ମଧ୍ୟପ୍ରଦେଶ ଭିଣ୍ଡର ରବି ଗୁପ୍ତା ନାମକ ଜଣେ ଯୁବକଙ୍କ ନିକଟକୁ ୩.୪୯ କୋଟି ଟଙ୍କାର ଆୟକର ନୋଟିସ ଆସିଥିବା ସେ ପ୍ରକାଶ କରିଛନ୍ତି। ତାଙ୍କର ମାସିକ…

5 years ago

ହିନ୍ଦୁ ରୀତିନୀତିରେ ମାଙ୍କଡ଼ର ଅନ୍ତିମ ସଂସ୍କାର

ଦଭାନ୍‌ଗିରି: ଅନେକ ସମୟରେ ପଶୁମାନଙ୍କର ବ୍ୟବହାର ସମସ୍ତଙ୍କୁ ପ୍ରଭାବିତ କରିଥାଏ। ଏହାଦ୍ୱାରା ପଶୁ ଓ ଲୋକମାନଙ୍କ ମଧ୍ୟରେ ନିବିଡ଼ତା ବଢିଯାଏ, ଯାହା ଘଟିଛି କର୍ନାଟକର ଛନ୍ନାଗିରି ତହସିଲ…

5 years ago

ସଞ୍ଜୟଙ୍କ ବିବାଦୀୟ ବୟାନକୁ ନେଇ ଆରମ୍ଭ ହେଲା ରାଜନୀତି

ନୂଆଦିଲ୍ଲୀ,୧୬।୧: ଶିବାସନା ନେତା ସଞ୍ଜୟ ରାଉତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଇନ୍ଦିରା ଗାନ୍ଧୀଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ଏବେ ରାଜନୈତିକ ମୋଡ ନେଇଛି। ଏହାକୁ ନେଇ…

5 years ago

ଆତଙ୍କବାଦକୁ ମୂଳପୋଛ କରିବାକୁ ଆମେରିକା ଭଳି ମଡେଲ ଆପଣେଇବାକୁ ପଡିବ: ବିପିନ ରାଓ୍ବତ

ନୂଆଦିଲ୍ଲୀ,୧୬।୧: ରାୟସିନା ଡାଏଲଗର ତୃତୀୟ ଦିନରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଗୁରୁବାର ଦିଲ୍ଲୀରେ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେବା ସମୟରେ ଆତଙ୍କବାଦକୁ ନେଇ କଥା…

5 years ago

ବିହାର ବିଧାନସଭା ନିର୍ବାଚନ: ଭାଜପା, ଜେଡିୟୁକୁ ଦେଇପାରେ ଆସନ ବୁଝାମଣାର ନୂଆ ଫର୍ମୁଲା

ପାଟନା,୧୬।୧: ବିହାର ବିଧାନସଭା ନିର୍ବାଚନରେ ଲୋକ ସଭାର ଫର୍ମୁଲା ଲାଗୁହୋଇପାରେ ବୋଲି ଶୁଣିବାକୁ ମିଳିଛି। ଆଲୋଚନା ହେଉଛି କି ଏହି ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା)…

5 years ago

ହାଇକୋର୍ଟ ଗଲେ ସେନ୍‌ଗାର

ନୂଆଦିଲ୍ଲୀ,୧୬ା୧: ଉନ୍ନାଓ ନାବାଳିକା ବଳାତ୍କାର ମାମଲାରେ ତଳକୋର୍ଟ ଦ୍ୱାରା ଡିସେମ୍ବର ୨୦ରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ନିଲମ୍ବିତ ଭାଜପା ବିଧାୟକ କୁଲଦୀପ ସେନ୍‌ଗାର ବୁଧବାର ଦିଲ୍ଲୀ ହାଇକୋର୍ଟରେ…

5 years ago

ଜାଲିକାଟ୍ଟୁ ପ୍ରତିଯୋଗିତା ବେଳେ ୩୫ ଆହତ

ମଦୁରାଇ,୧୬ା୧(ପି.ଟି.): ପୋଙ୍ଗଲ ପର୍ବ ଅବସରରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ବାର୍ଷିକ ଷଣ୍ଢ କାବୁ କରିବା ପ୍ରତିଯୋଗିତା (ଜାଲିକାଟ୍ଟୁ)ରେ ଭାଗନେଇ ୩୫ ଜଣ ଆହତ ହୋଇଛନ୍ତି। ବୁଧବାର ପୋଙ୍ଗଲ…

5 years ago

୩୧ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧୬ା୧(ପି.ଟି.): ଜାନୁୟାରୀ ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ। ୩୧ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ…

5 years ago