ଜାତୀୟ

ଜାନୁୟାରୀ ୧୦ରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ଲାଗୁ ହେବନି ସୁତକ

ନୂଆଦିଲ୍ଲୀ,୭।୧: ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁୟାରୀ ୧୦ ତାରିଖ ମଧ୍ୟ ରାତ୍ରରେ ହେବ। ତେବେ ଏହା ଉପଛାୟା ଯୋଗୁ ହେଉଥିବାରୁ ଏହା ଭାରତରେ ଦେଖାଗଲେ…

5 years ago

ଜେଏନ୍‌ୟୁ ହିଂସା: ‘ଫ୍ରି କଶ୍ମୀର’ ପୋଷ୍ଟରକୁ ନେଇ ସଫେଇ ଦେଲେ ଯୁବତୀ

ମୁମ୍ବାଇ,୭।୧: ଜେଏନ୍‌ୟୁ ହିଂସାକୁ ନେଇ ମୁମ୍ବାଇର ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆରେ ବିରୋଧ ପ୍ରଦର୍ଶନ ସମୟରେ ସାମ୍ନାକୁ ଆସିଥିବା ‘ଫ୍ରି କଶ୍ମୀର’ ପୋଷ୍ଟରକୁ ନେଇ ଏବେ ବିବାଦ…

5 years ago

ପଶ୍ଚିମବଙ୍ଗ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ମମତା

କୋଲକାତା,୭।୧: ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ପଶ୍ଚିମବଙ୍ଗରେ ଏହା ଲାଗୁ କରାଯିବ ନାହିଁ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା…

5 years ago

ମଙ୍ଗଳ-ଶୁକ୍ର ଗ୍ରହରୁ ଏଲିୟନ ଆସି ଜେଏନ୍‌ୟୁରେ କରିଥିଲେ ଆକ୍ରମଣ: ଅସାଦୁଦ୍ଦିନ

ନୂଆଦିଲ୍ଲୀ,୭।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ହିଂସା ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜେଏନ୍‌ୟୁରେ କୌଣସି…

5 years ago

ନିର୍ବାଚନ କମିଶନଙ୍କ ବହୁ ପୂର୍ବରୁ ଦିଲ୍ଲୀ ଭୋଟିଂ ତାରିଖ ମନୋଜ ତିଓ୍ବାରୀଙ୍କୁ ଥିଲା ଜଣା: ଏଏପି

ନୂଆଦିଲ୍ଲୀ,୭।୧: ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା ହୋଇଛି। ତେବେ ଏହାକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ନିର୍ବାଚନ କମିଶନଙ୍କ ବହୁ ପୂର୍ବରୁ ଭୋଟିଂ ତାରିଖ ଦିଲ୍ଲୀ…

5 years ago

ଅହମ୍ମଦାବାଦ୍‌କୁ ବ୍ୟାପିଲା ଜେଏନ୍‌ୟୁ ହିଂସା: ଏବିଭିପି-ଏନ୍‌ଏସ୍‌ୟୁଆଇ କର୍ମକର୍ତ୍ତା ମୁହାଁମୁହିଁ

ଅହମ୍ମଦାବାଦ୍‌,୭।୧: ଜେଏନ୍‌ୟୁ ହିଂସା ନେଇ ଦେଶର ବିଭିନ୍ନ ସହରରେ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଗୁଜରାଟ ଅହମ୍ମଦାବାଦ୍‌ରେ ଏବିଭିପି-ଏନ୍‌ଏସ୍‌ୟୁଆଇ କର୍ମକର୍ତ୍ତା ମୁହାଁମୁହିଁ ହୋଇଛନ୍ତି। ଉଭୟପକ୍ଷଙ୍କ ମଧ୍ୟରେ ମାଡ଼ପିଟ…

5 years ago

ବଦଳିଲା ନିୟମ: ୧୬ ନୁହେଁ ୨୪ ଡିଗ୍ରୀରେ ଚାଲିବ ଏସି

ନୂଆଦିଲ୍ଲୀ,୭।୧: ଚଳିତବର୍ଷ ଯେଉଁମାନେ ନିଜ ଘର ପାଇଁ ନୂଆ ଏୟାର କଣ୍ଡିସନର(ଏସି) କିଣିବେ ସେମାନେ ଆରମ୍ଭରୁ ୨୪ ଡିଗ୍ରୀ ସେଲସିୟସ ତାପମାତ୍ରାରୁ ଏହାକୁ ଚଲାଇବେ। ସବୁ କମ୍ପାନୀର…

5 years ago

ଗଗନଯାନ ମିଶନର ମହାକାଶଚାରୀଙ୍କ ପାଇଁ ସ୍ବତନ୍ତ୍ର ଖାଦ୍ୟର ବ୍ୟବସ୍ଥା କଲା ଡିଆର୍‌ଡିଓ

ବେଙ୍ଗାଲୁରୁ,୭।୧: ଗଗନଯାନ ୨୦୨୨ରେ ମହାକାଶ ଯାତ୍ରା କରିବ। ଏଥିପାଇଁ ବୈଜ୍ଞାନିକମାନେ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଏହି ମିଶନରେ ଯାଉଥିବା ମହାକାଶଚାରୀଙ୍କ ପାଇଁ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ…

5 years ago

ମାଇନସ୍‌ ୪୦ ଡିଗ୍ରୀରେ ତ୍ରିରଙ୍ଗା ଉଡାଇଥିଲେ ସହକାରୀ ସେନାଧ୍ୟକ୍ଷ ହୁନ୍‌

ଚଣ୍ଡିଗଡ଼,୭।୧: ୧୯୮୪ରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ‘ଅପରେଶନ ମେଘଦୂତ’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସହକାରୀ ସେନାଧ୍ୟକ୍ଷ(ଅବସରପ୍ରାପ୍ତ) ଜେନରାଲ ପିଏନ୍‌ ହୁନ୍‌ଙ୍କର ସୋମବାର ସନ୍ଧ୍ୟାରେ ପରଲୋକ…

5 years ago

ଜେଏନ୍‌ୟୁ ହିଂସା ପାଇଁ ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ: ପୋଲିସ ପକ୍ଷରୁ ତଦନ୍ତ ଜାରି

ନୂଆଦିଲ୍ଲୀ,୭।୧: ଜେଏନ୍‌ୟୁ ହିଂସାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ଜାରି ରହିଥିବାବେଳେ ହିନ୍ଦୁ ରକ୍ଷା ଦଳ ପକ୍ଷରୁ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି। ଜେଏନ୍‌ୟୁ ହିଂସା…

5 years ago