ଜାତୀୟ

ବ୍ୟାପୁଛି ସିଏଏ ବିରୋଧୀ ଆନ୍ଦୋଳନ ନିଆଁ: ୟୁପିରେ ହିଂସା: ୬ ମୃତ

ଲକ୍ଷ୍ନୌ/କାନପୁର,୨୧ା୧୨: ଉତ୍ତରପ୍ରଦେଶରେ ଶୁକ୍ରବାର ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ବିଭିନ୍ନ ସ୍ଥାନରେ ହିଂସାର ରୂପ ନେଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ପୋଲିସ…

5 years ago

ଜୟପୁର ବୋମା ବିସ୍ଫୋରଣ ମାମଲା: ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ନୂଆଦିଲ୍ଲୀ,୨୦।୧୨: ରାଜସ୍ଥାନ ଜୟପୁର ବୋମା ବିସ୍ଫୋରଣ ମାମଲାର ଦୀର୍ଘ ୧୧ ବର୍ଷ ପରେ ୪ ଦୋଶୀଙ୍କୁ ଫାଶୀ ଦଣ୍ଡ ମିଳିଛି। ସ୍ପେଶାଲ କୋର୍ଟର ବିଚାରପତି ଅଜୟ କୁମାର…

5 years ago

ସରିଲା ଝାଡ଼ଖଣ୍ଡ ବିଧାନସଭାର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ: ଏବେ ନଜର ଏକ୍‌ଜିଟ୍‌ ପୋଲ୍‌ ଉପରେ

ରାଞ୍ଚି,୨୦।୧୨: ଝାଡ଼ଖଣ୍ଡ ବିଧାନସଭାର ଶେଷ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ ଶୁକ୍ରବାର ଶେଷ ହୋଇଛି। ଏହି ମତଦାନ ପ୍ରକ୍ରିୟାରେ ସନ୍ଧ୍ୟା ୫ଟା ସୁଦ୍ଧା ୬୮.୯୯ ପ୍ରତିଶତ ମତଦାନ…

5 years ago

ଥରିଲା ଦିଲ୍ଲୀ-ଏନ୍‌ସିଆର୍‌

ନୂଆଦିଲ୍ଲୀ,୨୦।୧୨: ଦିଲ୍ଲୀ-ଏନ୍‌ସିଆର୍‌ ସମେତ ଉତ୍ତର ଭାରତରେ ଶୁକ୍ରବାର ଅପରାହ୍ନରେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଏହାପରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିବା…

5 years ago

ବିହାରରେ ଲାଗୁ ହେବନାହିଁ ଏନ୍‌ଆର୍‌ସି: ନୀତୀଶ

ପାଟନା,୨୦।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ନେଇ ବଡ ବୟାନ ଦେଇଛନ୍ତି। ଶୁକ୍ରବାର ସେ କହିଛନ୍ତି ବିହାରରେ ଏନ୍‌ଆର୍‌ସି ଲାଗୁ ହେବନାହିଁ।…

5 years ago

ଉତ୍ତର ପ୍ରଦେଶରେ ପୋଲିସ ଉପରକୁ ପଥରମାଡ଼ କଲେ ବିକ୍ଷୋଭକାରୀ

ଗୋରଖପୁର,୨୦।୧୨: ନାଗରିକତ୍ୱ ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ବିଭିନ୍ନ ସ୍ଥାନରେ ହୋଇଥିବା ବିରୋଧ ପ୍ରଦର୍ଶନ ବେଳକୁ ବେଳ ଉଗ୍ରରୂପ ନେବାରେ ଲାଗିଲାଣି। ଶୁକ୍ରବାର କେତେକ ସ୍ଥାନରେ ଲୋକେ ପୋଲିସ…

5 years ago

ଉନ୍ନାଓ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ: କୁଲଦୀପଙ୍କୁ ଆଜୀବନ ଜେଲ, ୨୫ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୦।୧୨: ଶେଷରେ ଉନ୍ନାଓ ପୀଡ଼ିତାଙ୍କୁ ମିଳିଛି ନ୍ୟାୟ। ଶୁକ୍ରବାର ଦିଲ୍ଲୀର ତିସ୍‌ ହଜାରି କୋର୍ଟ ଭାରତୀୟ ଜନତା ପାର୍ଟି(ଭାଜପା)ର ବହିଷ୍କୃତ ବିଧାୟକ କୁଲଦୀପ ସେନ୍‌ଗାରଙ୍କୁ ଆଜୀବନ ଜେଲଦଣ୍ଡ…

5 years ago

ଦେଶ ପାଇଁ ବେଳେ ବେଳେ ଜନତାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥାଏ: ମୋଦି

ନୂଆଦିଲ୍ଲୀ,୨୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘୧୦୦ ବର୍ଷରେ ଆସୋଚାମ (ଆସୋସିଏଟେଡ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ)’ରେ ଯୋଗ ଦେଇଛନ୍ତି। ଏହି ଅବସରରେ…

5 years ago

ଥମୁନି ସିଏଏ ନିଆଁ: ରାଜଧାନୀରେ ଜାରି ରହିଛି ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨୦।୧୨: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ମଧ୍ୟ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଜାମା ମସ୍‌ଜିଦ ବାହାରେ ହଜାର ହଜାର ସଂଖ୍ୟାରେ ଲୋକ…

5 years ago

ନିର୍ବାଚନ ସମୟରେ ହୃଦ୍‌ଘାତରେ ଭୋଟରଙ୍କ ମୃତ୍ୟୁ

ସାହିବଗଞ୍ଜ,୨୦।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି ସମୟରେ ସାହିବଗଞ୍ଜ ଜିଲାର ବୋରିଓଠାରେ ଜଣେ…

5 years ago