ଜାତୀୟ

ରାମ ରହିମଙ୍କୁ ଭେଟିଲେ ହନିପ୍ରୀତ, ୪୫ ମିନିଟ୍‌ ଧରି ଚାଲିଲା କଥାବାର୍ତ୍ତା

ରୋହତକ,୯।୧୨: ଡେରା ସଚ୍ଚା ସୌଦାଗର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କୁ ରୋହତକ ଦୁନାରିଆ ଜେଲରେ ଭେଟିଛନ୍ତି ତାଙ୍କ ପାଳିତ କନ୍ୟା ହନିପ୍ରୀତ। ଦୁହିଁଙ୍କ ମଧ୍ୟରେ ପ୍ରାୟ…

5 years ago

ହାଇଦ୍ରାବାଦ ଏନକାଉଣ୍ଟରକୁ ସମର୍ଥନ କଲେ ଜଗନ ରେଡ୍ଡୀ, କହିଲେ ମୋର ବି ଅଛନ୍ତି ଦୁଇଟି ଝିଅ

ହାଇଦ୍ରାବାଦ,୯।୧୨:ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ରେଡ୍ଡୀ ହାଇଦ୍ରାବାଦ ଏନକାଉଣ୍ଟରକୁ ସମର୍ଥନ କରିଛନ୍ତି। ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏବଂ ପୋଲିସକୁ ପ୍ରଶଂସା କରିଛନ୍ତି। ଆନ୍ଧ୍ର…

5 years ago

ଦେଶର ୫ଟି ସୈନିକ ସ୍କୁଲରେ ଝିଅଙ୍କୁ ମିଳିବ ଆଡମିଶନ

ନୂଆଦିଲ୍ଲୀ,୯।୧୨: ସୈନିକ ସ୍କୁଲରେ ଝିଅଙ୍କ ଆଡମିଶନ ପାଇଁ ମଞ୍ଜୁରୀ ମିଳିଛି। ଦେଶର ଏହି ୫ଟି ସୈନିକ ସ୍କୁଲରେ ଝିଅଙ୍କୁ ମିଳିବ ଆଡମିଶନ। ସରକାର ପାଇଲଟ ପ୍ରୋଜେକ୍ଟ ପରେ…

5 years ago

ପୁଞ୍ଛ ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୯।୧୨: ଜମ୍ମୁ-କଶ୍ମୀର ପୁଞ୍ଛ ଜିଲାର ଶାହପୁରରେ ସୋମବାର ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଭାରତୀୟ ସେନା କ୍ୟାମ୍ପ ଉପରକୁ ପାକିସ୍ତାନ ସେନା ଗୁଳିଗୋଳା ବର୍ଷଣ କରିଛି।…

5 years ago

ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଜେଏନ୍‌ୟୁ ଛାତ୍ର-ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୯।୧୨: ଜବାହାର ଲାଲ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନି। ଏନେଇ ସୋମବାର ଅନ୍ଦୋଳନକାରୀଛାତ୍ର ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଏକ…

5 years ago

ସୋନିଆଙ୍କ ଜନ୍ମଦିନରେ କଂଗ୍ରେସ କର୍ମୀଙ୍କୁ ପିଆଜ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୯।୧୨: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ସୋମବାର ୭୩ ତମ ଜନ୍ମଦିବସ ଥିଲା। ହେଲେ ଦେଶରେ ମହିଳାଙ୍କ ସୁରକ୍ଷାକୁ ନେଇ ଯେଉଁ ପ୍ରଶ୍ନ ଉଠିଛି ସେଥିପାଇଁ…

5 years ago

ବିଧାୟକ ଦଳ ନେତାରୁ ଇସ୍ତଫା ଦେଲେ ସିଦ୍ଧରମୟା

ବେଙ୍ଗାଲୁରୁ,୯।୧୨: କର୍ନାଟକର ୧୫ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ସୁଦ୍ଧା ୭ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୫ଟି ଆସନରେ…

5 years ago

ନାଗରିକତା ସଂଶୋଧନ ବିଲ୍‌କୁ ନେଇ ପୂର୍ବଭାରତରେ ବିରୋଧ ପ୍ରଦର୍ଶନ

ଗୁଆହାଟି,୯।୧୨: ଆସାମ ସମେତ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ଲଗାତାର ଭାବେ ବିରୋଧ ପ୍ରଦର୍ଶନ କରାଯାଉଛି। ରବିବାର ଅଲ୍‌ ଆସାମ ମଟକ…

5 years ago

ଅଯୋଗ୍ୟ ହେଲେ ଯୋଗ୍ୟ: କର୍ନାଟକରେ ଫୁଟିିଲା ପଦ୍ମ

ବେଙ୍ଗାଲୁରୁ,୯।୧୨: କର୍ନାଟକ ବିଧାନସଭା ଉପନିର୍ବାଚନରେ ୧୫ ଆସନ ମଧ୍ୟରୁ ଭାଜପା ୧୨ଟି ଆସନରେ ବିଜୟ ଲାଭ କରିବାକୁ ଯାଉଛିି। ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ଜିତିବା ଆଶା…

5 years ago

କର୍ନାଟକରେ କଂଗ୍ରେସକୁ ବୁଦ୍ଧି ଶିଖାଇଲେ ଜନତା: ମୋଦି

ବରହି,୯।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଜନସଭାକୁ ଉଦ୍‌ବୋଧନ ଦେଉଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

5 years ago