ଜାତୀୟ

ଉନ୍ନାଓରେ ୧୧ମାସରେ ୯୦ ବଳାତ୍କାର ଘଟଣା: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ, ୭।୧୨: ଉନ୍ନାଓ ବଳାତ୍କାର ଘଟଣାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଗତ ୧୧…

5 years ago

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ଜାମସେଦପୁର,୭।୧୨: ଝାଡ଼ଖଣ୍ଡ ବିଧାନସଭା ଆସନ ଲାଗି ଶନିବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ଏହା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟାରେ ଶେଷ…

5 years ago

ସୁପ୍ରିମକୋର୍ଟରେ ୬ ରିଭ୍ୟୁ ପିଟିଶନ

ନୂଆଦିଲ୍ଲୀ, ୭ା୧୨(ପି.ଟି.): ନଭେମ୍ବର ୯ରେ ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ଦେଇ ରାମମନ୍ଦିର ନିର୍ମାଣ ପଥ ପରିଷ୍କାର କରିଥିବାବେଳେ…

5 years ago

ଏନ୍‌ଏଚ୍‌ଆର୍‌ସିର ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୭ା୧୨(ପି.ଟି.): ହାଇଦ୍ରାବାଦ ଗଣବଳାତ୍କାର ଓ ହତ୍ୟା ଘଟଣାର ୪ ଅଭିଯୁକ୍ତଙ୍କୁ ପୋଲିସ ଗୁଳିକରି ମାରିଦେବା ଘଟଣାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ନିଜଆଡୁ ମାମଲା ରୁଜୁ କରିବା…

5 years ago

ଲୋକ ସଭା ଦିନକ ପାଇଁ ମୁଲତବୀ

ନୂଆଦିଲ୍ଲୀ,୭ା୧୨(ପି.ଟି.): ଉନ୍ନାଓ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହୁଥିବାବେଳେ ଦୁଇ କଂଗ୍ରେସ ଏମ୍‌ପି ତାଙ୍କ ପ୍ରତି ଧମକପୂର୍ଣ୍ଣ ଆକ୍ଷେପ କରିବାରୁ ଭାଜପା ଓ ଅନ୍ୟ ଦଳର ସଦସ୍ୟମାନେ…

5 years ago

ଭାଜପା ସପକ୍ଷରେ ଏକ୍‌ଜିଟ ପୋଲ୍‌ ରିପୋର୍ଟ

ବେଙ୍ଗାଲୁରୁ, ୭ା୧୨: କର୍ନାଟକର ୧୫ ବିଧାନସଭା ଆସନ ଲାଗି ଗୁରୁବାର ଭୋଟଗ୍ରହଣ କରାଯାଇଥିବାବେଳେ ଏକ୍‌ଜିଟ ପୋଲ ସର୍ଭେ ରିପୋର୍ଟରେ ଫଳାଫଳ ଭାଜପା ସପକ୍ଷରେ ଯିବ ବୋଲି ମତ…

5 years ago

ବିଫଳତାରୁ ଧ୍ୟାନ ହଟାଇବାକୁ ଉଦ୍ୟମ

ନୂଆଦିଲ୍ଲୀ,୭ା୧୨(ପି.ଟି.): କୌଣସି ପରିସ୍ଥିତିରେ ବି ପୋଲିସ ଭିଡ଼ହିଂସାକାରୀ ଉତ୍ତ୍ୟକ୍ତ ଲୋକଙ୍କ ଭଳି କାର୍ଯ୍ୟ କରିପାରିବ ନାହିଁ ବୋଲି ଅଧିକାର କର୍ମୀମାନେ କହିଛନ୍ତି। ମହିଳାମାନଙ୍କ ଅଧିକାରକୁ ସୁରକ୍ଷା ଦେବାରେ…

5 years ago

ପ୍ରଶ୍ନ ଘେରରେ ଏନ୍‌କାଉଣ୍ଟର

୨୦୧୨ ଡିସେମ୍ବର ୧୬ ନିର୍ଭୟା ଗଣବଳାତ୍କାର ଓ ହତ୍ୟାକାଣ୍ଡକୁ ୭ ବର୍ଷ ପୂରିବାକୁ ଯାଉଛି। ଏହି ମାମଲାର ଦୋଷୀମାନଙ୍କୁ ଫାଶୀଖୁଣ୍ଟ ଅପେକ୍ଷା କରିଥିବାବେଳେ ଗତ ୨୭ରେ ହାଇଦ୍ରାବାଦର…

5 years ago

ଆଖି ବୁଜିଲେ ଉନ୍ନାଓ ପୀଡ଼ିତା

ନୂଆଦିଲ୍ଲୀ,୭।୧୨: ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ହାରିଯାଇଛନ୍ତି ଉନ୍ନାଓର ଗଣବଳାତ୍କାର ପୀଡ଼ିତା। ୨୩ ବର୍ଷୀୟା ଯୁବତୀଙ୍କ ଶରୀରର ୯୦ ଭାଗ ପୋଡ଼ିଯାଇଥିବାରୁ ତାଙ୍କୁ ଗୁରୁବାର ରାତିରେ…

5 years ago

ମୋତେ ଘଟଣା ସ୍ଥଳକୁ ନେଇ ମାରି ଦିଆଯାଉ: ଅଭିଯୁକ୍ତଙ୍କ ସ୍ତ୍ରୀ

ହାଇଦ୍ରାବାଦ,୬।୧୨: ପୋଲିସ ଏନ୍‌କାଉଣ୍ଟରରେ ଶୁକ୍ରବାର ହାଇଦ୍ରାବାଦ ଗଣବଳାତ୍କାର ଘଟଣାର ଅଭିଯୁକ୍ତମାନଙ୍କ ମୃତ୍ୟୁ ହୋଇଛି। ଏବେ ଏହାକୁ ନେଇ ଜଣେ ଅଭିଯୁକ୍ତଙ୍କ ସ୍ତ୍ରୀ କହିଛନ୍ତି ଯେଉଁଠି ପୋଲିସ ମୋ…

5 years ago