ଜାତୀୟ

କୁକୁରକୁ ହେଲମେଟ୍‌ ପିନ୍ଧାଇ ବାଇକ୍‌ରେ ବୁଲାଇଲେ ମାଲିକ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ; ଲୋକେ କଲେ ପ୍ରଶଂସା

ଚେନ୍ନାଇ,୮।୧: ଏବେ ସୋସିଆଲ୍‌ ମିଡ଼ିଆରେ କୁକୁରକୁ ହେଲମେଟ୍‌ ପିନ୍ଧାଇ ବାଇକ୍‌ରେ ବୁଲାଇଥିବା ଜଣେ ମାଲିକଙ୍କ ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହାର ତାମିଲନାଡୁର ବୋଲି…

5 years ago

ଗୁଜରାଟ ବୈଜ୍ଞାନିକଙ୍କ ନୂଆ ରୋବୋ: ଦୁଃଖ ସମୟରେ ଦେବ ସହାନୁଭୁତି

ଲାସ୍‌ଭେଗାସ୍‌/ଅହମ୍ମଦାବାଦ୍‌. ୮।୧: ଆଧୁନିକ ଯୁଗରେ ମଣିଷର କାମ ରୋବୋ କରୁଛି। ପ୍ରତିଟି କାର୍ଯ୍ୟରେ ଏବେ ରୋବୋର ଉପଯୋଗ କରାଯାଉଛି। ପୃଥିବୀର ସର୍ବବୃହତ୍‌ ଇଲୋକ୍ଟ୍ରନିକ୍ସ୍‌ ଶୋ ସିଇଏସ୍‌-୨୦୨୦ରେ ଲାସ୍‌ଭେଗାସ୍‌ଠାରେ…

5 years ago

ମୋଦି-ଶାହଙ୍କ ନୀତି ଯୋଗୁ ବଢୁଛି ବେକାରଙ୍କ ସଂଖ୍ୟା: ରାହୁଲ

ନୂଆଦିଲ୍ଲୀ,୮।୧: ବୁଧବାର ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜନବିରୋଧ ଏବଂ ଆର୍ଥିକ ନୀତି ବିରୋଧରେ ୧୩ ଦଫା ଦାବି ନେଇ ଭାରତ ବନ୍ଦ…

5 years ago

ଭାରତ ବନ୍ଦର ପ୍ରଭାବ ପଶ୍ଚିମବଙ୍ଗରେ ଅଧିକ: ରେଳ ରୋକୋ କଲେ ପ୍ରଦର୍ଶନକାରୀ; ବ୍ୟାଙ୍କ ସେବା ଠପ୍‌; ୨୫ କୋଟି ଲୋକ ସାମିଲ୍‌

ନୂଆଦିଲ୍ଲୀ,୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଆର୍ଥିକ ତଥା ଜନବିରୋଧୀ ନୀତି ବିରୋଧ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦରେ…

5 years ago

ଭାରତ ବନ୍ଦ: ପଥର ମାଡ଼ରୁ ରକ୍ଷା ପାଇଁ ଡ୍ରାଇଭର ପିନ୍ଧିଲେ ହେଲମେଟ୍‌; ସୋସିଆଲ୍‌ ମିଡ଼ିଆରେ ଭାଇରାଲ

କୋଲକାତା,୮।୧: କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଆର୍ଥିକ ଏବଂ ଜନବିରୋଧୀ ନୀତି ବିରୋଧରେ ବୁଧବାର ଟ୍ରେଡ୍‌ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି।…

5 years ago

ମୃତ୍ୟୁ ଦଣ୍ଡାଦେଶକୁ ନେଇ ବିତର୍କ ଜାରି

ନୂଆଦିଲ୍ଲୀ,୮ା୧(ପି.ଟି.): ନିର୍ଭୟା ମାମଲାରେ ଦିଲ୍ଲୀର ଏକ କୋର୍ଟ ୪ ଦୋଷୀଙ୍କ ବିରୋଧରେ ମୃତ୍ୟୁ ଓ୍ବାରେଣ୍ଟ ଜାରି କରିବା ପରେ ଫାଶୀ ଦଣ୍ଡାଦେଶ ଅପରାଧ ହ୍ରାସରେ ସହାୟକ ହେବ…

5 years ago

ଜେଏନ୍‌ୟୁ ବିକ୍ଷୋଭରେ ଦୀପିକା

ନୂଆଦିଲ୍ଲୀ,୮ା୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଙ୍ଗଳବାର ରାତିରେ ଜେଏନ୍‌ୟୁ କ୍ୟାମ୍ପସ୍‌ରେ ପହଞ୍ଚି ଆହତ ଛାତ୍ରୀଛାତ୍ରଙ୍କୁ ଭେଟିଥିଲେ। ରବିବାର ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଉପରେ ଦୁର୍ବୃତ୍ତମାନେ ମୁହଁରେ କପଡ଼ା…

5 years ago

୧୩ରେ ବିରୋଧୀଙ୍କ ମିଳିତ ରଣନୀତି

ନୂଆଦିଲ୍ଲୀ,୮ା୧(ପି.ଟି.): କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ନେତାମାନେ ଆଗାମୀ ୧୩ରେ ଦିଲ୍ଲୀରେ ଏକାଠି ହୋଇ ଜେଏନ୍‌ୟୁ ସ୍ଥିତି ଓ ସିଏଏ ବିରୋଧୀ ହିଂସାକାଣ୍ଡ ସମ୍ପର୍କରେ ଆଲୋଚନା…

5 years ago

୨୦ ଜଣଙ୍କ ନାଁରେ ମାମଲା

ନୂଆଦିଲ୍ଲୀ,୮ା୧(ପି.ଟି./ ଆଇଏଏନ୍‌ଏସ୍‌): ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଘଟିଥିବା ହିଂସାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବାବେଳେ ମଙ୍ଗଳବାର ପୋଲିସ ୨୦ ଜଣଙ୍କ ବିରୋଧରେ ମାମଲା…

5 years ago

ନିର୍ଭୟା ମାମଲାକୁ ନେଇ ଗମ୍ଭୀରଙ୍କ ଟୁଇଟ

ନୂଆଦିଲ୍ଲୀ,୭।୧: ନିର୍ଭୟା ଗଣହତ୍ୟା ମାମଲାରେ ୪ ଦୋଷୀଙ୍କ ବିରୋଧରେ ମଙ୍ଗଳବାର ପଟିଆଲା ହାଉସ୍‌ କୋର୍ଟ ଡେଥ୍‌ ଓ୍ବାରେଣ୍ଟ ଉପରେ ଶୁଣାଣି କରିଛନ୍ତି। ଅଭିଯୁକ୍ତ ଅକ୍ଷୟ ଠାକୁର, ପଓ୍ବନ…

5 years ago