ଜାତୀୟ

‘ବୁଲ୍‌ବୁଲ୍‌’ ତାଣ୍ଡବ: ପଶ୍ଚିମବଙ୍ଗରେ ୮ ମୃତ

କୋଲକାତା,୧୦।୧୧:ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ସାଗରଦ୍ୱୀପ- ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ବାତ୍ୟା ‘ବୁଲ୍‌ବୁଲ୍‌’। ଏହି ସମୟରେ ପବନର ବେଗ ୧୧୫ରୁ ୧୨୫ କିମି ରହିଥିଲା। ବାତ୍ୟା ତାଣ୍ଡବରେ…

5 years ago

ମହାରାଷ୍ଟ୍ରରେ ଏକୁଟିଆ ସରକାର ଗଢିପାରିବୁ ନାହିଁ: ଭାଜପା

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ରାଜନୀତିରେ ପୁଣି ନୂଆମୋଡ ଆସିଛି। ମେଣ୍ଟ ହୋଇ ନିର୍ବାଚନ ଲଢିବା ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଜପା ଏବଂ ଶିବସେନା ମଧ୍ୟରେ ମତପାର୍ଥକ୍ୟ…

5 years ago

ସାଧୁ-ମହାତ୍ମା ବେଶରେ ବୁଲୁଛନ୍ତି ପାକିସ୍ତାନୀ ଏଜେଣ୍ଟ୍‌, ଚେତାବନୀ ଜାରି କଲା ଭାରତୀୟ ସେନା

ନୂଆଦିଲ୍ଲୀ,୧୦।୧୧: ନକଲି ବାବା ଏବଂ ଆଧ୍ୟାତ୍ମିକ ଗୁରୁଙ୍କଠାରୁ ସାବଧାନ ରହିବାକୁ ଚେତାବନୀ ଜାରି କରିଛି ଭାରତୀୟ ସେନା। ପାକିସ୍ତାନ ଗୋଇନ୍ଦା ଅପରେଟର(ପିଆଇଓ)ମାନେ ସାଧୁ-ମହାତ୍ମା ବେଶରେ ବୁଲୁଛନ୍ତି, ବିଭିନ୍ନ…

5 years ago

ଶିବସେନାର ସମର୍ଥନ କଂଗ୍ରେସ ପାଇଁ ମାରାତ୍ମକ: ନିରୁପମ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସବୁ ଦଳ ଅଙ୍କ କଷିବାରେ ଲାଗିଛନ୍ତି। ଇତି ମଧ୍ୟରେ ମୁମ୍ବାଇର କଂଗ୍ରେସ ନେତା ସଞ୍ଜୟ ନିରୁପମ ମଧ୍ୟ ମେଣ୍ଟକୁ ନେଇ…

5 years ago

ଶିବସେନାର ନୂଆ ପୋଷ୍ଟର ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସରକାର ଗଠନକୁ ନେଇ ଟଣା ଭିଡା ଚାଲିଥିବା ବେଳେ ଏବେ ଶିବସେନାର ନୂଆ ପୋଷ୍ଟର ଦେଖିବାକୁ ମିଳିଛି। ପ୍ରଥମେ ଭାଜପା-ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ…

5 years ago

ମହାରାଷ୍ଟ୍ରରେ ବଢ଼ିଲା ରାଜନୈତିକ ଉଷ୍ଣତା: ଶିବସେନା ଧରିବ ହାତ-ଘଣ୍ଟା !

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ସରକାର ଗଠନ ପଦ୍ମ ଘୁଞ୍ଚିବାରେ ଲାଗିଛି। ଭାଜପା ପକ୍ଷରୁ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ଦଳ ପାଖରେ କୁହୁକ ସଂଖ୍ୟା…

5 years ago

କର୍ନାଟକ ବିଧାନସଭା ଉପନିର୍ବାଚନ: ୫ ଡିସେମ୍ବରରେ ଭୋଟ ଗ୍ରହଣ; ନଭେମ୍ବର ୧୧ରୁ ଆଚରଣ ବିଧି ଲାଗୁ

ବେଙ୍ଗାଲୁରୁ,୧୦।୧୧: କର୍ନାଟକ ବିଧାନସଭା ଉପନିର୍ବାଚନ ପାଇଁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୧୫ଟି ବିଧାନସଭା ଆସନରେ ଡିସେମ୍ବର ୫ରେ ଭୋଟ ଗ୍ରହଣ କରାଯିବ। ଫଳାଫଳ ଡିସେମ୍ବର…

5 years ago

ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ନେଇ ଡୋଭାଲଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ,୧୦।୧୧: ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବାର ୨୪ ଘଣ୍ଟା ନ ପୂରୁଣୁ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲଙ୍କ ଘରେ ବସିଛି ଏକ…

5 years ago

ମହମ୍ମଦ୍‌ଙ୍କ ବାଣୀ ସମାଜରେ ସଦ୍‌ଭାବନା ଓ ଶାନ୍ତି ସୃଷ୍ଟି କରୁ: ମୋଦି

ନୂଆଦିଲ୍ଲୀ,୧୦।୧୧: ମହାପୁରୁଷ ମହମ୍ମଦ୍‌ଙ୍କ ବାଣୀ ସମାଜରେ ସଦ୍‌ଭାବନା ଓ ଶାନ୍ତି ସୃଷ୍ଟି କରୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ୍‌-ଉନ୍‌-ନବୀ ଅବସରରେ ରବିବାର ଟୁଇଟ୍‌ କରି ଜଣାଇଛନ୍ତି।…

5 years ago

ଜୟପୁର କମିଶନରେଟ୍‌ରେ ଇଣ୍ଟରନେଟ୍‌ ସେବା ସୋମବାର ପର୍ଯ୍ୟନ୍ତ ବନ୍ଦ

ଜୟପୁର,୧୦।୧୧: ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜସ୍ଥାନ ଜୟପୁର କମିଶନରେଟ୍‌ରେ ସୋମବାର ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ…

5 years ago