ଜାତୀୟ

ହରିୟାଣା ନିର୍ବାଚନ: ପଛରେ ପଡିଗଲେ ଟିକ୍‌ଟକ୍‌ ଷ୍ଟାର୍‌

ଚଣ୍ଡିଗଡ,୨୪।୧୦: ହରିୟାଣା ଆଦମପୁର ଆସନରେ ଏକ ରୋଚକ ମୁକାବିଲା ଦେଖିବାକୁ ମିଳିଛି। ଏହି ଆସନରେ କଂଗ୍ରେସର ପ୍ରାର୍ଥୀ କୁଳଦୀପ ବିଶୋଇ ୨୦ ହଜାର ଭୋଟରେ ଆଗୁଆ ଥିବାବେଳେ…

5 years ago

ମେଦବହୁଳ ଓ ବଡ଼ ପେଟ ଥିବା ପୋଲିସ ବାବୁଙ୍କ ସମ୍ପର୍କରେ ନଭେମ୍ବର ୧ ସୁଦ୍ଧା ଦେବାକୁ ପଡ଼ିବ ରିପୋର୍ଟ

ଜୟପୁର,୨୪।୧୦: ରାଜସ୍ଥାନର ବିକାନେରରେ ମେଦବହୁଳ ଓ ବଡ଼ ପେଟ ଥିବା ପୋଲିସ ବାବୁମାନେ ଏବେ ଆଶଙ୍କା ମଧ୍ୟରେ ରହିଛନ୍ତି। ଏସ୍‌ପି ପ୍ରଦୀପ ମୋହନ ଶର୍ମା ପୋଲିସ ବିଭାଗରେ…

5 years ago

ଖୁବ୍‌ କମ୍‌ ଭୋଟରେ ଆଗରେ ଅଛନ୍ତି ଫଡନବିଶ

ନାଗପୁର,୨୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଗୁରୁବାର ଭୋଟ ଗଣତି ଦ୍ରୁତ ଗତିରେ ଚାଲିଛି। ତେବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ବର୍ତ୍ତମାନ ସୁଦ୍ଧା ଖୁବ୍‌ କମ୍‌…

5 years ago

ଏକ୍‌ଜିଟ୍‌ ପୋଲ୍‌ ଭୁଲ୍‌ ସାବ୍ୟସ୍ତ ହେଲା: ଖଟ୍ଟରଙ୍କୁ ଦିଲ୍ଲୀ ଡାକରା

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ରାଜ୍ୟରେ ଭାଜପା ବହୁମତ ପାଇବା ଆଶା କ୍ଷୀଣ ହେବାରେ ଲାଗିଛି। ଏକ୍‌ଜିଟ୍‌ ପୋଲ୍‌ରେ ଭାଜପା ରାଜ୍ୟରେ…

5 years ago

ମୁଖ୍ୟମନ୍ତ୍ରୀ ପଦ ଦିଅ ସମର୍ଥନ ନିଅ: ଜେଜେପି

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନର ଭୋଟଗଣତି ଜାରି ରହିଛି। ଏଠାରେ ଭାଜପା ବହୁମତ ହାସଲଠାରୁ ପଛରେ ପଡ଼ିଛି। ଅପରପକ୍ଷରେ କଂଗ୍ରେସ ଶାସକ ଦଳ ସହିତ କଡ଼ା ମୁକାବିଲା…

5 years ago

ବିଜୟ ପୂର୍ବରୁ ଭାଜପା କାର୍ଯ୍ୟାଳୟରେ ଲଡୁ ପ୍ରସ୍ତୁତ

ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଗଣତି ପରେ ଉତ୍ସାହିତ ହୋଇ ପଡିଛି ଭାରତୀୟ ଜନତା ପାର୍ଟି(ଭାଜପା)। ବିଜୟକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ବିଜୟ ଉତ୍ସବ ପାଳନ…

5 years ago

କମଲେଶଙ୍କୁ ୧୫ ଥର ଛୁରି ଭୁସିଥିଲେ ହତ୍ୟାକାରୀ

ଲକ୍ଷ୍ନୌ,୨୪ା୧୦(ପି.ଟି.): ହିନ୍ଦୁବାଦୀ ନେତା କମଳେଶ ତିଓ୍ବାରୀଙ୍କୁ ହତ୍ୟାକାରୀ ୧୫ ଥର ଛୁରି ଭୁସିବା ସହ ମୁହଁକୁ ଗୁଳି କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଜଣାପଡିଛି। ତିଓ୍ବାରୀଙ୍କ…

5 years ago

୩ ଆତଙ୍କବାଦୀଙ୍କୁ ଧରାଇଲେ ୩୦ ଲକ୍ଷ

ଜମ୍ମୁ,୨୪ା୧୦(ପି.ଟି.): ୩ ହିଜ୍‌ବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଧରାଇଦେଲେ ୩୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ବୁଧବାର ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଘୋଷଣା କରାଯାଇଛି। ସେମାନେ ହେଲେ…

5 years ago

ହରିୟାଣାରେ କଂଗ୍ରେସ ଗଢିବ ସରକାର: ହୁଡ୍ଡା

ରୋହତକ,୨୪।୧୦: ହିରିୟାଣାର ୯୦ ବିଧାନସଭା ଆସନ ପାଇଁ ସୋମବାର ଭୋଟ ଗ୍ରହଣ କରାଯାଇଥିବା ବେଳେ ଗୁରୁବାର ଏହାର ଗଣତି ଆରମ୍ଭ ହୋଇଯାଇଛି। ଏଥିରେ ଅଧିକାଂଶ ସ୍ଥାନରେ ଭାଜପା…

5 years ago

୪୦ ଲକ୍ଷଙ୍କୁ ମିଳିବ ମାଲିକାନା ଅଧିକାର

ନୂଆଦିଲ୍ଲୀ,୨୪ା୧୦(ପି.ଟି.): ଦିଲ୍ଲୀର ଅନଧିକୃତ କଲୋନିଗୁଡ଼ିକରେ ରହୁଥିବା ୪୦ ଲକ୍ଷ ଲୋକଙ୍କୁ ମାଲିକାନା ଅଧିକାର ମିଳିବ। ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏଭଳି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ମନ୍ତ୍ରୀ…

5 years ago