ଜାତୀୟ

ଚାଲାଣ କାଟିବାରୁ ନିଜ ଗାଡି ପୋଡିଦେଲେ ଅଜଣା ବ୍ୟକ୍ତି

ଇନ୍ଦୋର,୨୩।୯: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ପ୍ରାୟ ସବୁ ରାଜ୍ୟରେ ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଚାଲାଣ କଟାଯାଉଥିବା ଖବର ପ୍ରତିଦିନ ଆସୁଛି। ଏହାକୁ…

5 years ago

ଭୋଟଗ୍ରହଣ କେନ୍ଦ୍ରରେ ଭୋଟିଂ ଅଧିକାରୀଙ୍କ ମୃତ୍ୟୁ

ରାୟପୁର,୨୩।୯: ଛତିଶଗଡ଼ ଦନ୍ତଓ୍ବାଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାଠାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜାରି ରହିବ। ସ୍ଥାନୀୟ…

5 years ago

ଅହମ୍ମଦାବାଦରୁ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଗିରଫ

ଗାନ୍ଧୀନଗର,୨୩।୯: ଗୁଜରାଟ ପୋଲିସଙ୍କୁ ସୋମବାର ଏକ ବଡ଼ ସଫଳତା ମିଳିଛି। ଗୁଜରାଟର ଏଟିଏସ୍‌ ଓ ଅହମ୍ମଦାବାଦର କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦଦୀ ଅବଦ୍ଦୁଲ ବହାବ…

5 years ago

୩ହଜାର ପୃଷ୍ଠାର ରାମଚରିତ ମାନସ ଲେଖିଲେ ଶରଦ

ଜୟିପୁର,୨୩।୯: ରାଜସ୍ଥାନ ଜୟିପୁରର ଜଣେ ବ୍ୟକ୍ତି ଶରଦ ମାଥୁର ୩ ହଜାର ପୃଷ୍ଠାର ରାମଚରିତ ମାନସ ଲେଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶରଦ ଜଣେ କଳାକାର…

5 years ago

ଭୋଟ ଗ୍ରହଣ କେନ୍ଦ୍ରର ୨ଶହ ମିଟର ଦୂରରୁ ମିଳିଲା ଆଇଇଡ଼ି

ରାୟପୁର,୨୩।୯: ଛତିଶଗଡ଼ ଦନ୍ତଓ୍ବାଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ସୋମବାର ସକାଳୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ସ୍ଥାନୀୟ କଟେକଲ୍ୟାଣ ଅଞ୍ଚଳର ପରଚେଲି ଭୋଟଗ୍ରହଣ କେନ୍ଦ୍ରଠାରୁ ୨ ଶହ…

5 years ago

ଉତ୍କଳ ଏକ୍ସପ୍ରେସ୍‌ରେ ବୋମା ସୂଚନା: ଯାତ୍ରୀ ଆତଙ୍କିତ

ସହାରନ୍‌ପୁର,୨୩।୯: ଉତ୍ତରାଖଣ୍ଡ ହରିଦ୍ୱାରରୁ ଓଡ଼ିଶାର ପୁରୀ ଆସୁଥିବା ଉତ୍କଳ ଏକ୍ସପ୍ରେସ୍‌ରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସହରାନ୍‌ପୁର ଜିଲାର ଟପରି…

5 years ago

୪ ରାଜ୍ୟର ୪ ବିଧାନସଭା ଆସନ ପାଇଁ ଉପନିର୍ବାଚନ: ଭୋଟିଂ ଜାରି

ନୂଆଦିଲ୍ଲୀ,୨୩।୯: ଦେଶର ୪ ରାଜ୍ୟର ୪ ବିଧାନସଭା ଆସନ ପାଇଁ ଉପନିର୍ବାଚନ କରାଯାଉଛି। ଏନେଇ ସୋମବାର ସକାଳୁ ଭୋଟିଂ ଆରମ୍ଭ ହୋଇଛି। ଛତିଶଗଡ଼ର ଦନ୍ତଓ୍ବାଡ଼ା, କେରଳର ପାଲା,…

5 years ago

ଚିଦାମ୍ବରମ୍‌ଙ୍କୁ ତିହାର ଜେଲ୍‌ରେ ଭେଟିଲେ ସୋନିଆ-ମନମୋହନ

ନୂଆଦିଲ୍ଲୀ,୨୩।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ତିହାର ଜେଲ୍‌ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୋମବାର ଭେଟିଛନ୍ତି। ସେମାନଙ୍କ ସହିତ…

5 years ago

ପାଣି ପମ୍ପ୍‌ ଚୋରି ସନ୍ଦେହ: ଦଳିତ ଯୁବକଙ୍କୁ ପିଟି ହତ୍ୟା

ଜୟପୁର,୨୩ା୯(ପି.ଟି.): ରାଜସ୍ଥାନର ଝଲଓ୍ବରରେ ଶନିବାର ପାଣି ପମ୍ପ୍‌ ଚୋରି ସନ୍ଦେହରେ ଜଣେ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଘାଟୋଲି ଅଞ୍ଚଳର ପୁରିଲାଲ ତନ୍‌ଓ୍ବରଙ୍କ ଚାଷଜମିରୁ…

5 years ago

ମୋଦି ବିଦେଶରେ ସମ୍ମାନ ପାଇବା ଯୋଗ୍ୟ: ଥରୁର

ପୁଣେ,୨୩ା୯(ପି.ଟି.): ମୋଦି ନେତୃତ୍ୱାଧୀନ ସରକାରଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ…

5 years ago