ଜାତୀୟ

ସମାଜ କାମରେ ଆସୁ ନ ଥିବା ପାଠପଢ଼ା ନୁହେଁ ପ୍ରକୃତ ଶିକ୍ଷା: ଉପରାଷ୍ଟ୍ରପତି

ଚଣ୍ଡିଗଡ଼,୨୯।୪: ସମାଜ କାମରେ ଆସୁ ନ ଥିବା ପାଠପଢ଼ା ପ୍ରକୃତ ଶିକ୍ଷା ନୁହେଁ ବୋଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି। ପଞ୍ଜାବ ବିଶ୍ୱବିଦ୍ୟାଳୟର ଏକ ଦିକ୍ଷାନ୍ତ ଉତ୍ସବରେ…

5 years ago

ଦୁଇହାତ ନ ଥିବା ଦିବ୍ୟାଙ୍ଗ ଇଞ୍ଜିନିୟରିଂ ଛାତ୍ରୀ ଗୋଡ଼ରେ ଇଭିଏମ୍‌ ବଟନ ଦବାଇ କଲେ ମତଦାନ

ଭୋପାଳ,୨୯।୪: ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଭୋଟରଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ଦେଖାଦେଇଛି ଉତ୍ସାହ। ମଧ୍ୟପ୍ରଦେଶ ଜବଲପୁରରେ ଇଞ୍ଜିନିୟରିଂ ଦିବ୍ୟାଙ୍ଗ ଛାତ୍ରୀ ଭବାନୀ ଯାଦବ…

5 years ago

ବ୍ୟାଣ୍ଡ୍‌ ବାଜା ସହିତ ବାଣ ଫୁଟାଇ ମତଦାନ କେନ୍ଦ୍ରରେ ପହଞ୍ଚିଲେ ଗ୍ରାମବାସୀ

ଅଜମେର,୨୯।୪: ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନରେ ରାଜସ୍ଥାନ ଅଜମେର ଅଞ୍ଚଳରେ ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ। ସ୍ଥାନୀୟ ବୋରାଜ୍‌ ଗାଁର ବାସିନ୍ଦା…

5 years ago

ଝିଅବିଦା ପୂର୍ବରୁ ମତଦାନ କଲେ କନ୍ୟା

ଜୟପୁର,୨୯।୪: ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ ପାଇଁ ରାଜସ୍ଥାନର ଜଣେ କନ୍ୟା ଝିଅବିଦା ପରମ୍ପରା ପାଳନ ପୂର୍ବରୁ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। କନ୍ୟା ଗୁଞ୍ଜନ…

5 years ago

ଜେଲ୍‌ରୁ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିପାରନ୍ତି ବାହୁବଳୀ ନେତା ଅତିକ ଅହମ୍ମଦ

ପ୍ରୟାଗରାଜ,୨୯।୪: ବାହୁବଳୀ ନେତା ତଥା ଫୁଲପୁରର ଏମ୍‌ପି ଥିବା ଅତିକ ଅହମ୍ମଦଙ୍କୁ ଯଦି କୋର୍ଟ ପାରୋଲରେ ନ ଛାଡନ୍ତି ତେବେ ସେ ଜେଲ୍‌ରେ ରହି ନିର୍ବାଚନ ଲଢିବା…

5 years ago

ଶିକ୍ଷାର୍ଥୀଙ୍କୁ ୯୯ ନମ୍ବର ପରିବର୍ତ୍ତେ ଶୂନ ଦେଇ ନିଲମ୍ବିତ ହେଲେ ଶିକ୍ଷୟତ୍ରୀ

ହାଇଦ୍ରାବାଦ୍‌,୨୯।୪: ତେଲେଙ୍ଗାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଦ୍ୱାଦଶ ଶ୍ରେଣୀ ତେଲୁଗୁ ମାତୃଭାଷା ପରୀକ୍ଷାରେ ଶିିକ୍ଷାର୍ଥୀଙ୍କୁ ଜଣେ ଶିକ୍ଷୟତ୍ରୀ ୯୯ ନମ୍ବର ପରିବର୍ତ୍ତେ ଶୂନ ଦେଇ…

5 years ago

ସେଲିବ୍ରିଟିଙ୍କ ମଧ୍ୟରେ ପ୍ରଥମେ ମତଦାନ କଲେ ରେଖା

ମୁମ୍ବାଇ,୨୯।୪: ସୋମବାର ସକାଳୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ କାର୍ଯ୍ୟକ୍ରମରେ ସମସ୍ତଙ୍କ ନଜର ଥାଏ ମାୟାନଗରୀର ଅଭିନେତା ଅଭିନେତ୍ରୀଙ୍କ ଉପରେ। କାରଣ ମୁମ୍ବାଇବାସୀ ସାଧାରଣତଃ ଭୋଟ୍‌ ଦେବାରେ…

5 years ago

ଆସାନସୋଲ୍‌ରେ ଭାଜପାକର୍ମୀଙ୍କ ଉପରେ ଲାଠି ଚାର୍ଜ

କୋଲକତା, ୨୯।୪: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଅଶାନ୍ତ ହୋଇଛି ଆସାନସୋଲ୍‌। ଏଠାରେ କେତେକ ବୁଥ୍‌ରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇ ନାହାଁନ୍ତି। ସେ ସବୁ ବୁଥ୍‌ ଗୁଡ଼ିକ…

5 years ago

ଟ୍ରେନରେ ବଢୁଛି ଯାତ୍ରୀଙ୍କ ସାମଗ୍ରୀ ଚୋରି ୧୦ ବର୍ଷରେ ୧.୭୧ ଲକ୍ଷ ମାମଲା ଦାଏର

ନୂଆଦିଲ୍ଲୀ,୨୯-୪: ଟ୍ରେନରେ ଯାତ୍ରୀଙ୍କ ସାମଗ୍ରୀ ଚୋରି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆର୍‌ପିଏଫ୍‌ ଓ ଜିଆର୍‌ପି ଥାଇ ମଧ୍ୟ ଚୋରି ସଂଖ୍ୟା ବଢ଼ିବା ଚିନ୍ତାର ବିଷୟ…

5 years ago

ଆଇଏସ ସହ ସମ୍ପର୍କ: ୩ ସନ୍ଦିଗ୍ଧଙ୍କୁ ଏନଆଇଏର ଜେରା

ନୂଆଦିଲ୍ଲୀ,୨୯ା୪: ଆଇଏସ ସହ ସମ୍ପର୍କ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ କେରଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ପ୍ରଥମେ ୩ ସନ୍ଦିଗ୍ଧଙ୍କ ମଧ୍ୟରୁ କାସାରଗଡ଼ରେ…

5 years ago