ଜାତୀୟ

ମନ୍ଦିରରେ ଦଳାଚକଟା: ୭ ମୃତ

ତ୍ରିଚି,୨୨ା୪: ତାମିଲନାଡୁର ତ୍ରିଚି ଜିଲାରେ ଥିବା କାରୁପାସ୍ବାମୀ ମନ୍ଦିରରେ ରବିବାର ଦଳାଚକଟା ଘଟି ୪ ମହିଳାଙ୍କ ସମେତ ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ୧୦ରୁ ଊର୍ଦ୍ଧ୍ୱ ଆହତଙ୍କୁ…

5 years ago

‘ରାହୁଲ କହିଲେ ବାରାଣସୀରୁ ଲଢ଼ିବି’

ଓ୍ବାୟାନାଡ୍‌,୨୨ା୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଲେ ବାରାଣସୀ ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର…

5 years ago

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ

ନୂଆଦିଲ୍ଲୀ,୨୨ା୪: ଆସନ୍ତା ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ…

5 years ago

ଦୁଃଖ ସମୟରେ ଶ୍ରୀଲଙ୍କା ସହିତ ଭାରତ ରହିଛି: ମୋଦି

ନୂଆଦିଲ୍ଲୀ,୨୧।୪: କଲମ୍ବୋରେ ହୋଇଥିବା ସିରିଜ୍‌ ବିସ୍ଫୋରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସମାଲୋଚନା କରିବା ସହିତ ଏଭଳି ଦୁଃଖଦ ସ୍ଥିିତିରେ ଶ୍ରୀଲଙ୍କା ସହିତ ଭାରତ ରହିଛି ବୋଲି…

5 years ago

କହ୍ନେୟା କୁମାରଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ବଲିଉଡ୍‌ ଷ୍ଟାର

ନୂଆଦିଲ୍ଲୀ,୨୧।୪: ଲୋକ ସଭା ନିର୍ବାଚନ ୨୦୧୯ରେ ବିହାରର ବେଗୁସରାଇ ଆସନ ହଟ୍‌ ସିଟ୍‌ ପାଲଟିଛି। କହ୍ନେୟା କୁମାର ଏହି ଆସନରୁ ନିର୍ବାଚନ ଲଢୁଥିବା ବେଳେ ଭାଜପାର ଫାୟାରବ୍ରାଣ୍ଡ…

5 years ago

ପ୍ରଜ୍ଞା ଜଣେ ପେଶାଦାର ଅପରାଧୀ: ଭୁପେଶ ବାଘେଲା

ରାୟପୁର,୨୧।୪: ପ୍ରଜ୍ଞା ସିଂ ଠାକୁର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା। ପ୍ରଜ୍ଞା ଜଣେ ପେଶାଦାର ଅପରାଧୀ। ସେ ୧୯ ବର୍ଷ ବୟସରେ…

5 years ago

ହାର୍ଦ୍ଦିକ ପଟେଲଙ୍କ ଜୀବନ ପ୍ରତି ବିପଦ: ଲୋଡିଲେ ପୋଲିସ ସହାୟତା

ଜାମ୍‌ନଗର,୨୧।୪: ଏକ ନିର୍ବାଚନୀ ସଭାରେ ଜଣେ ବ୍ୟକ୍ତି ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାରିଥିଲେ। ଏହାପରେ ହାର୍ଦ୍ଦିକ ତାଙ୍କ ଜୀବନପ୍ରତି ବିପଦଥିବା ସୂଚିତ କରି ସ୍ଥାନୀୟ ଏସ୍‌ପିଙ୍କୁ ଚିଠି…

5 years ago

ଭାଜପାର ଏହି ବାହୁବଳୀ ପ୍ରାର୍ଥୀଙ୍କ ନାଁରେ ଥିବା ଆପରାଧିକ ମାମଲାର ବିବରଣୀ ଦେବାକୁ ଲାଗିଲା ୪ପୃଷ୍ଠା କାଗଜ

ଥିରୁଭାନନ୍ତପୁରମ,୨୧।୪: କେରଳର ପାଥନମଥିଟ୍ଟା ଲୋକ ସଭା ଆସନରୁ ଏଥର ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି କେ. ସୁରେନ୍ଦ୍ରନ୍‌। ତାଙ୍କ ନାଁରେ ୨୪୨ ମାମଲା ଥିବା…

5 years ago

ଛତିଗଡ଼ରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ

ବିଜାପୁର,୨୧।୪: ଛତିଶଗଡ଼ ପୋଲିସ ଓ ଗ୍ରେହାଉଣ୍ଡ ଫୋର୍ସଙ୍କ ମିଳିତ ଉଦ୍ୟମରେ ବିଜାପୁରରେ ହୋଇଥିବା ଅପରେଶନରେ ରବିବାର ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପାମେଦ ଗାଁରେ…

5 years ago

ଅଭିନେତ୍ରୀ ସାଇରା ଖାଁଙ୍କ ପରଲୋକ

ମୁମ୍ବାଇ,୨୧।୪: ଫିଲ୍ମ ‘କାମସୂତ୍ର ୩ଡି’ରେ କାମ କରିଥିବା ଅଭିନେତ୍ରୀ ସାଇରା ଖାଁଙ୍କ ପରଲୋକ ହୋଇଛି। ଶୁକ୍ରବାର ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ବିଶେଷ ସୂତ୍ରରୁ ସୂଚନା…

5 years ago