ବଳରାମପୁର,୧୩।୪: କେଶରଗଞ୍ଜ ସଂସଦୀୟ ଆସନ ଉପରେ ସସପେନ୍ସ ଜାରି ରହିଛି। ଭାଜପାର ଦଶମ ତାଲିକାରେ ମଧ୍ୟ ଏଠାରୁ ପ୍ରାର୍ଥୀଙ୍କ ନାମ ସ୍ଥିର ହୋଇପାରି ନାହିଁ। ଏହି କାରଣରୁ…
କୋଏମ୍ବାଟୁର,୧୩।୪: ଲୋକଚ ସଭା ନିର୍ବାଚନ ପାଖେଇ ଆସୁଥିବାରୁ ସମସ୍ତ ରାଜନୈତିକ ଦଳର ହୃଦସ୍ପନ୍ଦନ ବୃଦ୍ଧି ପାଇବାରେ ଲାଗିଛି। ସମସ୍ତ ଦଳ ସମଗ୍ର ଦେଶରେ ବିଶାଳ ସମାବେଶ କରୁଛନ୍ତି।…
ରାଞ୍ଚତ୍,୧୩ା୪: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ନେତା ହେମନ୍ତ ସୋରେନ୍ଙ୍କୁ ଜେଲରେ ରଖାଯିବା ପ୍ରତିବାଦରେ ଶୁକ୍ରବାର ରାଞ୍ଚତ୍ରେ ସରହୁଲ ଶୋଭାଯାତ୍ରା କରାଯାଇଛି। ଏକ ଗାଡ଼ିରେ ଶୋଭାଯାତ୍ରା ବେଳେ ସୋରେନ୍ଙ୍କୁ…
ନୂଆଦିଲ୍ଲୀ, ୧୩।୪: ଜାତୀୟ ରାଜଧାନୀରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ବଡ଼ ଧରଣର ରାଜନୈତିକ ଷଡ଼ଯନ୍ତ୍ର ଚରୁଥିବା ଦିଲ୍ଲୀର କ୍ୟାବିନେଟ୍…
ପିଲିଭିଟ୍,୧୩ା୪: ଲୋକ ସଭା ନିର୍ବାଚନରେ ୪୦୦ ଆସନ ଦଖଲ ନେଇ ଦାବି କରୁଥିବା ଲୋକେ ଏତେ ଆତଙ୍କିତ ହୋଇଯାଇଛନ୍ତି, ଯେ ସେମାନେ ମୁଖ୍ୟମନ୍ତ୍ରୀମାନଙ୍କୁ ଜେଲରେ ପୂରାଇ ରଖିଛନ୍ତି…
ନୂଆଦିଲ୍ଲୀ,୧୩ା୪(ପି.ଟି.): ସାରା ବିଶ୍ୱରେ ପ୍ଲାଷ୍ଟିକ୍ ବର୍ଜ୍ୟ ସୃଷ୍ଟି ୨୦୨୧ରୁ ଇତିମଧ୍ୟରେ ୭.୧୧ ପ୍ରତିଶତ ବଢ଼ିଥିବା ସୁଇଜରଲାଣ୍ଡର ଅଣଲାଭଦାୟକ ସଂସ୍ଥା ଇଏ ଆର୍ଥ ଆକ୍ସନ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି।…
ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୩ା୪: ଗତ ମାସରେ ବେଙ୍ଗାଲୁରୁର ରାମେଶ୍ୱରମ୍ କାଫେ ବିସ୍ଫୋରଣ ଘଟଣାରେ ଏହାର ମାଷ୍ଟରମାଇଣ୍ଡ ଏବଂ ବୋମା ଖଞ୍ଜିଥିବା ୨ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲାର କାନ୍ଥି ଅଞ୍ଚଳରୁ…
ନୂଆଦିଲ୍ଲୀ,୧୩ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍ ଭୋଟିଂ ମେଶିନ୍ (ଇଭିଏମ୍) ଏବଂ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ମେଶିନର କାର୍ଯ୍ୟରେ ନିରପେକ୍ଷତାକୁ ନେଇ ଅନେକ ସମୟରେ…
ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆରେ ପ୍ରସିଦ୍ଧ ତଥା ଲକ୍ଷ ଲକ୍ଷ ଯୁବକଙ୍କୁ ଉପଦେଶ ଦେଇ ପ୍ରଭାବିତ କରୁଥିବା ସନ୍ଥ ପ୍ରେମାନନ୍ଦ ମହାରାଜ ଅସୁସ୍ଥ ହୋଇପଡ଼ିଛନ୍ତି। ଶୁକ୍ରବାର ସାରେ ହଠାତ୍…
ନୂଆଦିଲ୍ଲୀ,୧୨।୪: ବିରୋଧୀ ଦଳଙ୍କ ମନରେ ରହିଛି ମୋଗଲ ମାନସିକତା, ଭୋଟ ବ୍ୟାଙ୍କ ପକ୍କା କରିବା ପାଇଁ ଏମାନେ ସନାତନ ଧର୍ମକୁ ବାରମ୍ବାର ଅପମାନ କରୁଥିବା ବେଳେ ହିନ୍ଦୁ…