Advertisement

ଜାତୀୟ

ବିବାହ ପରେ ଶାଶୁଘର ଯାଉଥିଲେ କନ୍ୟା: ଅପହରଣ କରିନେଲେ ଦୁର୍ବୃତ୍ତବିବାହ ପରେ ଶାଶୁଘର ଯାଉଥିଲେ କନ୍ୟା: ଅପହରଣ କରିନେଲେ ଦୁର୍ବୃତ୍ତ

ବିବାହ ପରେ ଶାଶୁଘର ଯାଉଥିଲେ କନ୍ୟା: ଅପହରଣ କରିନେଲେ ଦୁର୍ବୃତ୍ତ

ଜୟପୁର, ୧୮।୪: ରାଜସ୍ଥାନ ଜୟପୁରର ନାଗଓ୍ବା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ପରେ ଶାଶୁଘର ଯାଉଥିବା କନ୍ୟାଙ୍କୁ ଅପହରଣ କରିନେଇଛନ୍ତି କିଛି ଦୁର୍ବୃତ୍ତ। ଏପ୍ରିଲ…

6 years ago
ଭାଜପା ବରିଷ୍ଠ ନେତା ଜିବିଏଲ୍‌ ନରସିଂହ ରାଓଙ୍କ ଉପରକୁ ଜୋତା ମାଡ଼ଭାଜପା ବରିଷ୍ଠ ନେତା ଜିବିଏଲ୍‌ ନରସିଂହ ରାଓଙ୍କ ଉପରକୁ ଜୋତା ମାଡ଼

ଭାଜପା ବରିଷ୍ଠ ନେତା ଜିବିଏଲ୍‌ ନରସିଂହ ରାଓଙ୍କ ଉପରକୁ ଜୋତା ମାଡ଼

ନୂଆଦିଲ୍ଲୀ,୧୮।୪: ଭାଜପାର ବରିଷ୍ଠ ନେତା ଜିବିଏଲ୍‌ ନରସିଂହ ରାଓଙ୍କ ଉପରକୁ ଜୋତା ମାଡ଼ ହୋଇଛି। ଦିଲ୍ଲୀସ୍ଥିତ ଭାଜପାର ମୁଖ୍ୟାଳୟରେ ନରସିଂହ ଅନ୍ୟ ଜଣେ ଦଳୀୟ ସଦସ୍ୟ ଭୁପେନ୍ଦ୍ର…

6 years ago
ଭାଜପା ଏମ୍‌ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ବୁଥ୍‌କୁ ଯିବା ଉପରେ ଲାଗିଲା କଟକଣାଭାଜପା ଏମ୍‌ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ବୁଥ୍‌କୁ ଯିବା ଉପରେ ଲାଗିଲା କଟକଣା

ଭାଜପା ଏମ୍‌ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ବୁଥ୍‌କୁ ଯିବା ଉପରେ ଲାଗିଲା କଟକଣା

ବୁଲନ୍ଦସହର,୧୮।୪: ଉତ୍ତରପ୍ରଦେଶରେ ୮ଟି ଆସନ ପାଇଁ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନ ସମୟରେ କେତେକ ସ୍ଥାନରେ ନିର୍ବାଚନୀ ହିଂସା…

6 years ago
ପ୍ରାର୍ଥିପତ୍ର ଦାଖଲ କଲେ ପୁନମପ୍ରାର୍ଥିପତ୍ର ଦାଖଲ କଲେ ପୁନମ

ପ୍ରାର୍ଥିପତ୍ର ଦାଖଲ କଲେ ପୁନମ

ଲକ୍ଷ୍ନୌ,୧୮।୪: ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ଲକ୍ଷ୍ନୌ ସଂସଦୀୟ ନିର୍ବାଚନମଣ୍ଡଳୀରୁ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କିଛିଦିନ ତଳେ ଶ୍ରତୁଘ୍ନ ଭାଜପା ଉପରେ…

6 years ago
ବୁର୍ଖା ପିନ୍ଧି ପୁରୁଷମାନେ ଭୋଟ ଦେଉଥିବା ଅଭିଯୋଗ ଆଣିଲେ ଭାଜପା ନେତାବୁର୍ଖା ପିନ୍ଧି ପୁରୁଷମାନେ ଭୋଟ ଦେଉଥିବା ଅଭିଯୋଗ ଆଣିଲେ ଭାଜପା ନେତା

ବୁର୍ଖା ପିନ୍ଧି ପୁରୁଷମାନେ ଭୋଟ ଦେଉଥିବା ଅଭିଯୋଗ ଆଣିଲେ ଭାଜପା ନେତା

ଲକ୍ଷ୍ନୌ,୧୮।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ସକାଳୁ ଆରମ୍ଭ ହୋଇଛି। ଉତ୍ତର ପ୍ରଦେଶର ଅମରୋହାରୁ ଭାଜପା ଏମ୍‌ପି ପ୍ରାର୍ଥୀ ଥିବା କନଓ୍ବର ସିଂ…

6 years ago
ଟାଇମ୍ସ୍‌ ମାଗାଜିନ୍‌ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ମୁକେଶ ଅମ୍ବାନୀ; ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ବି ସାମିଲ୍‌ଟାଇମ୍ସ୍‌ ମାଗାଜିନ୍‌ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ମୁକେଶ ଅମ୍ବାନୀ; ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ବି ସାମିଲ୍‌

ଟାଇମ୍ସ୍‌ ମାଗାଜିନ୍‌ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ମୁକେଶ ଅମ୍ବାନୀ; ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ବି ସାମିଲ୍‌

ନୂଆଦିଲ୍ଲୀ,୧୮।୪: ଟାଇମ୍ସ୍‌ ମାଗାଜିନ୍‌ ପକ୍ଷରୁ ଶହେ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ନାମ ରହିଛି। ଏଥିରେ ପାକିସ୍ତାନ…

6 years ago
୧୫ ଦିନର ଶିଶୁକୁ ବଞ୍ଚାଇବା ପାଇଁ ୩୫୦ମିନିଟରେ ୪୦୦ କିଲୋମିଟର ଦୌଡିଲା ଆମ୍ବୁଲାନ୍ସ୧୫ ଦିନର ଶିଶୁକୁ ବଞ୍ଚାଇବା ପାଇଁ ୩୫୦ମିନିଟରେ ୪୦୦ କିଲୋମିଟର ଦୌଡିଲା ଆମ୍ବୁଲାନ୍ସ

୧୫ ଦିନର ଶିଶୁକୁ ବଞ୍ଚାଇବା ପାଇଁ ୩୫୦ମିନିଟରେ ୪୦୦ କିଲୋମିଟର ଦୌଡିଲା ଆମ୍ବୁଲାନ୍ସ

ଥିରୁଭାନନ୍ତପୁରମ୍‌, ୧୮।୪: ୧୫ଦିନ ଶିଶୁର ଜୀବନ ବଞ୍ଚାଇବା ପାଇଁ କେରଳ ସରକାର ଓ ସାଧାରଣ ଲୋକେ ମିଶି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଜନ୍ମରୁ ହୃଦ୍‌ରୋଗରେ…

6 years ago
ରିୟାଦରେ ରହୁଥିବା ଭାରତୀୟଙ୍କୁ ସାହାଯ୍ୟର ପ୍ରତିଶ୍ରୁତି ଦେଲେ ସୁଷମାରିୟାଦରେ ରହୁଥିବା ଭାରତୀୟଙ୍କୁ ସାହାଯ୍ୟର ପ୍ରତିଶ୍ରୁତି ଦେଲେ ସୁଷମା

ରିୟାଦରେ ରହୁଥିବା ଭାରତୀୟଙ୍କୁ ସାହାଯ୍ୟର ପ୍ରତିଶ୍ରୁତି ଦେଲେ ସୁଷମା

ନୂଆଦିଲ୍ଲୀ,୧୮।୪: ବିଦେଶରେ ଥିବା ଭାରତୀୟଙ୍କ ଟୁଇଟ୍‌ ଦେଖି ତୁରନ୍ତ ଏହାର ଯବାବ ଦେବା ଓ ସେମାନଙ୍କୁ ସାହାଯ୍ୟର ହାତ ବଢାଇବାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ…

6 years ago
୬୦ ପ୍ରତିଶତ ଭାରତୀୟ କମ୍ପାନୀ ଉପରେ ସାଇବର ଆକ୍ରମଣ ଆଶଙ୍କା: ଆଗାମୀ ୫ ବର୍ଷରେ ୩ ଶହ ୬୦ ଲକ୍ଷ କୋଟି ହେବ କ୍ଷତି୬୦ ପ୍ରତିଶତ ଭାରତୀୟ କମ୍ପାନୀ ଉପରେ ସାଇବର ଆକ୍ରମଣ ଆଶଙ୍କା: ଆଗାମୀ ୫ ବର୍ଷରେ ୩ ଶହ ୬୦ ଲକ୍ଷ କୋଟି ହେବ କ୍ଷତି

୬୦ ପ୍ରତିଶତ ଭାରତୀୟ କମ୍ପାନୀ ଉପରେ ସାଇବର ଆକ୍ରମଣ ଆଶଙ୍କା: ଆଗାମୀ ୫ ବର୍ଷରେ ୩ ଶହ ୬୦ ଲକ୍ଷ କୋଟି ହେବ କ୍ଷତି

ନୂଆଦିଲ୍ଲୀ,୧୮।୪: ଭାରତରେ ଡିଜିଟାଲକରଣ ଧାରା ଜାରି ରହିଛି। ତେବେ ୬୦ ପ୍ରତିଶତ ଭାରତୀୟ କମ୍ପାନୀ ଉପରେ ସାଇବର ଆଶଙ୍କା ଭୟ ରହିଛି। ଏହାଦ୍ୱାରା ଆଗାମୀ ୫ ବର୍ଷ…

6 years ago
ଆର୍‌ଜେଡି ଛାଡ଼ିଲେ ଫାତ୍‌ମିଆର୍‌ଜେଡି ଛାଡ଼ିଲେ ଫାତ୍‌ମି

ଆର୍‌ଜେଡି ଛାଡ଼ିଲେ ଫାତ୍‌ମି

ପାଟନା,୧୮ା୪(ପି.ଟି.): ବରିଷ୍ଠ ଆରଜେଡି ନେତା ମହମ୍ମଦ ଅଲି ଅଶ୍ରଫ୍‌ ଫାତ୍‌ମି ବୁଧବାର ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତେଜସ୍ବୀ ଯାଦବଙ୍କ ବ୍ୟବହାରକୁ ନେଇ ସେ…

6 years ago