ଜାତୀୟ

ମା’ଙ୍କୁ ଏମିତି ଉପହାର ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୪।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଘରେ ଜଣେ ନୂତନ ସଦସ୍ୟ ଏଣ୍ଟ୍ରି କରିଛି ବିଶ୍ୱ ପ୍ରାଣୀ ଦିବସ ଅବସରରେ ରାହୁଲ ଗାନ୍ଧୀ ମା’ ସୋନିଆ ଗାନ୍ଧୀଙ୍କୁ ଜ୍ୟାକ ରସେଲ ଟେରିଅର ପ୍ରଜାତିର ଏକ କୁକୁର ଉପହାର ଦେଇଛନ୍ତି। ଏହି...

ଗିରଫ ପୂର୍ବରୁ ଲିଖିତ କାରଣ ଦର୍ଶାଇବ ଇଡି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪।୧୦: ଗିରଫ କରିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲିଖିତ ଆକାରରେ କାରଣ ଦର୍ଶାଇବାକୁ ପଡ଼ିବ। ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତ, ଇଡି ପକ୍ଷରୁ ଏକପାଖିଆ ଓ ମନମୁଖୀ ଆଚରଣ ଆଶା...

ଲଭଲିନାଙ୍କୁ ରୌପ୍ୟ ପଦକ

ହାଙ୍ଗଝୋ,୪।୧୦: ୨୦୨୩ ଏସିଆନ୍‌ ଗେମ୍ସରେ ଆଜି ଭାରତ ୫ଟି ପଦକ ପାଇଛି। ମହିଳା ୭୫ କିଲୋଗ୍ରାମ ଓଜନ ବର୍ଗରେ ଲଭଲିନା ବୋର୍ଗୋହେନ ରୌପ୍ୟ ପଦକ ଜିତିଥିଲେ। ଲଭଲିନା ଫାଇନାଲ ମ୍ୟାଚରେ ହାରିଯାଇଥିଲେ। ପରେ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଥିଲା।...

ଭାଜପା କ୍ଷମତାକୁ ଆସିବା ପରେ ମଣିପୁର ସ୍ଥିତି ହୋଇଛି ଖରାପ…

ନୂଆଦିଲ୍ଲୀ,୪।୧୦ : ମଣିପୁରର ଅବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତା ଉପରେ କଂଗ୍ରେସ ପୁଣି ଥରେ ପ୍ରଶ୍ନ କରିଛି। ଦଳ ଅଭିଯୋଗ କରିଛି ଏହା ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଏପରି ରାଜ୍ୟ କିମ୍ବା ଏହାର ଲୋକମାନଙ୍କୁ ଅଣଦେଖା କରିନାହାଁନ୍ତି।...

କେଜ୍‌ରିଓ୍ବାଲ୍‌ଙ୍କ ତତ୍ତ୍ୱାବଧାନରେ ମଦ ଦୁର୍ନୀତି ହୋଇଛି: ଗୌରବ ଭାଟ୍ଟିଆ

ନୂଆଦିଲ୍ଲୀ,୪।୧୦: ଆମ ଆଦ୍‌ମୀ ପାର୍ଟୀ(ଏଏପି) ନେତା ସଞ୍ଜୟ ସିଂ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢାଉ କରିଛି। ଏହି ଚଢାଉ ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ରହିଛି। ଭାଜପା ଏହି ଚଢାଉକୁ ନେଇ ମତ ରଖିଛି। ଭାଜପା ପ୍ରବକ୍ତା ଗୌରବ...

ବିହାରରେ ନ୍ୟାୟିକ ବ୍ୟବସ୍ଥାରେ ମିଳିବ ୧୦ପ୍ରତିଶତ ସଂରକ୍ଷଣ: ନୀତୀଶ

ପାଟନା,୪।୧୦: ବିହାରରେ ନୀତୀଶଙ୍କ ସରକାର ସଂରକ୍ଷଣକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି। ନ୍ୟାୟିକ ସେବା ଏବଂ ଶିକ୍ଷାନୁଷ୍ଠାନରେ ଯୋଗ ଦେଉଥିବା ଅର୍ଥନୈତିକ ଦୁର୍ବଳ ବିଭାଗ(ଇଡବ୍ଲୁଏସ)ର ଲୋକମାନେ ବର୍ତ୍ତମାନ ୧୦ ପ୍ରତିଶତ ସଂରକ୍ଷଣର ଲାଭ ପାଇବେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ...

କଂଗ୍ରେସକୁ ଭୋଟ ଦେବା ଅର୍ଥ ପାକିସ୍ତାନକୁ ସମର୍ଥନ କରିବା: କୈଳାଶ ବିଜୟବର୍ଗୀୟ

ଭୋପାଳ,୪।୧୦: ମଧ୍ୟପ୍ରଦେଶର ଇନ୍ଦୋର ବିଧାନସଭା ଆସନରୁ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଥିବା ଭାଜପା ପ୍ରାର୍ଥୀ କୈଳାଶ ବିଜୟବର୍ଗୀୟ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସ ତୁଷ୍ଟୀକରଣ ରାଜନୀତି କରୁଛି। ତେଣୁ ତାକୁ ଭୋଟ ଦେବା ଅର୍ଥ ପାକିସ୍ତାନକୁ ସମର୍ଥନ କରିବା ବୋଲି...

ଅଭିଷେକ ବାନାର୍ଜୀଙ୍କୁ ଇଡିର ନୂଆ ସମନ

କୋଲକାତା,୪।୧୦: ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଅକ୍ଟୋବର ୯ରେ ଯାଞ୍ଚ୍‌ରେ ସାମିଲ ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏକ ନୂଆ ସମନ ଜାରି କରିଛି। ଶିକ୍ଷକ ନିଯୁକ୍ତି ମାମଲାରେ ଅକ୍ଟୋବର ୩ରେ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ ଟିଏମସି ଏମ୍‌ପିଙ୍କୁ ସମନ...

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିଡ଼ମ୍ବନା, ମଞ୍ଚରେ ଦେଉଛନ୍ତି ବିଦାୟ ଭାଷଣ: କମଳନାଥ

ଭୋପାଳ,୪।୧୦: ନିର୍ବାଚନ ସମୟରେ ମଧ୍ୟପ୍ରଦେଶ ରାଜନୀତି ସରଗରମ ହୋଇଛି। ଉଭୟ ପ୍ରମୁଖ ଦଳ ଭାଜପା ଏବଂ କଂଗ୍ରେସ କ୍ରମାଗତ ଭାବେ ପରସ୍ପରକୁ ଟାର୍ଗେଟ୍‌ କରୁଛନ୍ତି। ସେପଟେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ମୁଖ୍ୟ କମଲ ନାଥ ଶିବରାଜ ସିଂ...

ଇଡି, ସିବିଆଇ ମାଧ୍ୟମରେ ନିର୍ବାଚନ ଜିତିବାକୁ ଚାହୁଁଛି ଭାଜପା: ସଞ୍ଜୟ

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶିବସେନା ଏମ୍‌ପି ସଞ୍ଜୟ ରାଉତ ଭାଜପା ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି ସେ କହିଛନ୍ତି, ଭାଜପା ୨୦୨୪ ସାଧାରଣ ନିର୍ବାଚନରେ ନିଜ ବିରୋଧୀଙ୍କ ଉପରେ ଇଡି, ସିବିଆଇ ଚଢାଉ କରି...

ବିଳାସପୂର୍ଣ୍ଣ ହେବ ଟ୍ରେନ ଯାତ୍ରା; ଆସୁଛି ବନ୍ଦେ ଭାରତ ସ୍ଲିପର କୋଚ୍‌

ନୂଆଦିଲ୍ଲୀ,୪।୧୦: ଦେଶର ବିଳାସପୂର୍ଣ୍ଣ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରା ବର୍ତ୍ତମାନ ଅଧିକ ଆରାମଦାୟକ ହେବାକୁ ଯାଉଛି। ଯାତ୍ରୀମାନେ ଖୁବ ଶୀଘ୍ର ଏହି ଟ୍ରେନରେ ସ୍ଲିପର ଯାତ୍ରାକୁ ମଧ୍ୟ ଉପଭୋଗ କରିପାରିବେ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେ ଭାରତ...

ସଞ୍ଜୟ ସିଂଙ୍କ ଘରୁ ଟଙ୍କାଟିଏ ମିଳିଲା ନାହିଁ: କେଜ୍‌ରିୱାଲ

ନୂଆଦିଲ୍ଲୀ,୪।୧୦: ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କ ବାସଭବନରେ ହୋଇଥିବା ଚଢାଉରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ଗତ ଏକ ବର୍ଷ ଧରି ମଦ ଦୁର୍ନୀତି ଦେଖୁଛୁ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri