ଜାତୀୟ

ବସ୍ତର ବନ୍ଦ ଡାକରା ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨ା୧୦ : ଛତିଶଗଡ଼ର ବସ୍ତର ଜିଲାରେ ଥିବା ଏନ୍‌ଏମ୍‌ଡିସି ନଗରନାର ଇସ୍ପାତ କାରଖାନାକୁ ଏକ ଘରୋଇ କମ୍ପାନୀକୁ ଦେଇଦେବା ପାଇଁ କେନ୍ଦ୍ର ସରକାର ଚକ୍ରାନ୍ତ ଚଳାଇଥିବା ଅଭିଯୋଗ କରି ଶାସକ କଂଗ୍ରେସ ପକ୍ଷରୁ ମଙ୍ଗଳବାର ବସ୍ତର ବନ୍ଦ ଡାକରା ଦିଆଯାଇଛି।...

ନିର୍ବାଚନୀ ରାଜନୀତିରୁ ସନ୍ନ୍ୟାସ ନେଲେ ଜିତନରାମ

ପାଟନା,୨ା୧୦: ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା (ଏଚ୍‌ଏଏମ୍‌)ର ପୃଷ୍ଠପୋଷକ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍‌ଝି ନିର୍ବାଚନୀ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ତାଙ୍କୁ ୭୯ ବର୍ଷ ହେଲାଣି। ତେଣୁ ସେ ୨୦୨୪ ଲୋକ ସଭା ନିର୍ବାଚନ ଲଢ଼ିବେ...

ସ୍ବାଧୀନତା ପୂର୍ବରୁ ଜନ୍ମ, ପ୍ରଥମ ଥର ଭୋଟ ଦେବେ

ରାୟପୁର,୨ା୧୦: ଗଣତନ୍ତ୍ରକୁ ଭାରତୀୟ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ ରୂପେ ସ୍ବୀକୃତି ମିଳିଥିଲେ ମଧ୍ୟ ମତଦାନ ଏକ ମୌଳିକ ଅଧିକାର ନୁହେଁ। ଛତିଶଗଡ଼ର ୩ ଜଣ ବରିଷ୍ଠ ନାଗରିକ ଦେଶ ସ୍ବାଧୀନତା ପୂର୍ବରୁ ଜନ୍ମ ହୋଇଥିଲେ ବି କେବେ ଭୋଟ ଦେଇନାହାନ୍ତି।...

ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କଲେ ବ୍ରିଟିଶ ସାଂସଦ

ଲଣ୍ଡନ/ଲକ୍ଷ୍ପୌ,୨।୧୦:ବ୍ରିଟେନ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସକ ପାଲଟିଛି। ସେଠାକାର ସଂସଦର ସଦସ୍ୟ ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ବ୍ୟବସ୍ଥା ଯୋଗୁ ରାଜ୍ୟରେ ଆସିଥିବା ଶାନ୍ତି ପାଇଁ ପ୍ରଶଂସା କରୁଛନ୍ତି। ଏହି କ୍ରମରେ ବ୍ରିଟିଶ ସାଂସଦ ବିରେନ୍ଦ୍ର ଶର୍ମା ଉତ୍ତର ପ୍ରଦେଶର...

ଦୂତାବାସ ଚଳାଇପାରିଲାନି ଆଫଗାନିସ୍ତାନ

ନୂଆଦିଲ୍ଲୀ,୨ା୧୦ : ଦେଶର ସ୍ବାର୍ଥ ପାଇଁ କାର୍ଯ୍ୟ କରିବାରେ ବିଫଳତା ଏବଂ କର୍ମଚାରୀ ଓ ସମ୍ବଳ ଅଭାବ ଦର୍ଶାଇ ନୂଆଦିଲ୍ଲୀସ୍ଥିତ ଆଫଗାନିସ୍ତାନୀ ଦୂତାବାସ ରବିବାର ଏହାକୁ ବନ୍ଦ ଘୋଷଣା କରିଛି। ତତ୍ତ୍ୱାବଧାରକ କ୍ଷମତା ବଳରେ ଭାରତ ଉକ୍ତ ଦୂତାବାସକୁ ନିଜ...

ହରିୟାଣାରେ ଭୂକମ୍ପ ଝଟ୍‌କା

ଚଣ୍ଡିଗଡ,୨।୧୦: ହରିୟାଣାରେ ଭୂକମ୍ପ ଝଟ୍‌କା ଲାଗିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୬ ରହିଛି। ଏହି ଭୂକମ୍ପ ଯୋଗୁ ରୋହତକ ଏବଂ ଏହାର ଆଖପାଖ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ରବିବାର ରାତି...

ଆସାମ-ମେଘାଳୟ ସୀମା ଜଗିବେ ସିଆର୍‌ପିଏଫ୍‌ ଯବାନ

ଗୁଆହାଟୀ,୧ା୧୦: ଆସାମ-ମେଘାଳୟ ସୀମାକୁ ନେଇ ବିବାଦ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ଆନ୍ତଃରାଜ୍ୟ ସୀମାରୁ ରାଜ୍ୟ ପୋଲିସଙ୍କୁ ହଟାଇ ସିଆର୍‌ପିଏଫ୍‌ ଯବାନଙ୍କୁ ମୁତୟନ କରିବାକୁ ଉଭୟ ରାଜ୍ୟ ସରାକାର ନିଷ୍ପତ୍ତି ନେଇଛନ୍ତି। ଏପରିକି ବିବାଦ ଥିବା ଅଞ୍ଚଳର ସୀମା ପୁନଃନିର୍ଦ୍ଧାରଣକୁ...

କିଏ ସେହି ଅଙ୍କିତ, ଯାହାଙ୍କ ସହ ମିଶି ଅଳିଆ ସଫା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ସାରା ଦେଶରେ ସ୍ବଚ୍ଛତା ଅଭିଯାନ ଆରମ୍ଭ ହୋଇଛି। ଆଜି ଦେଶର ହଜାର ହଜାର ଲୋକ ଏହି ସ୍ବଚ୍ଛତା ଅଭିଯାନରେ ଭାଗ ନେଇଥିଲେ। ଦେଶବ୍ୟାପୀ ସ୍ବଚ୍ଛତା ଅଭିଯାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌ ଉପରେ,...

ସମସ୍ତେ ଜାଣନ୍ତି ଏନ୍‌ସିପିର ପ୍ରତିଷ୍ଠାତା କିଏ:ଶରଦ ପାଓ୍ବାର

ନୂଆଦିଲ୍ଲୀ,୧।୧୦: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଦଳର ବିଭାଜନ ସମ୍ପର୍କରେ ଶୁଣାଣି ସମୟରେ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ ଉପସ୍ଥିତ ରହି ନିଜ ପକ୍ଷ ଉପସ୍ଥାପନ କରିବେ। ଏଥିପାଇଁ ସେ ଅକ୍ଟୋବର ୬ରେ ରାଜଧାନୀ ନୂଆଦିଲ୍ଲୀରେ...

‘ପ୍ରଥମେ ହୃଦୟର ଅଳିଆ ସଫା କର’

ନୂଆଦିଲ୍ଲୀ,୧।୧୦: ବିଏସପି ଏମ୍‌ପି ଦାନିସ ଅଲୀ ଚର୍ଚ୍ଚାରେ ରହିଛନ୍ତି। ରବିବାର ସ୍ବଚ୍ଛତା ଅଭିଯାନ ମାଧ୍ୟମରେ ସେ ତାଙ୍କ ନାମ ନ ନେଇ ଭାଜପା ଏମ୍‌ପି ରମେଶ ବିଧୁରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗରେ ପଦକ୍ଷେପ ନେବାକୁ ସେ ପ୍ରଧାନମନ୍ତ୍ରୀ...

ଦମ୍ପତିଙ୍କ ଉପରେ କାର୍‌ ମାଡ଼ିଯିବା ଘଟଣା: ଗିରଫ ହେଲେ କନ୍ନଡ ଅଭିନେତା

ବେଙ୍ଗାଲୁରୁ,୧।୧୦: ଗାଡ଼ି ଦୁର୍ଘଟଣା ମାମଲାରେ କନ୍ନଡ ଅଭିନେତା ନାଗଭୂଷଣଙ୍କୁ ପୋଲିସ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ବେଙ୍ଗାଲୁରୁର ଏକ ରାସ୍ତା ଫୁଟପାଥରେ ଚାଲୁଥିବା ଦମ୍ପତିଙ୍କ ଉପରେ ନାଗଭୂଷଣଙ୍କ କାର୍‌ ମାଡ଼ି ଯାଇଥିଲା। କାର ଦୁର୍ଘଟଣାରେ ମହିଳାଜଣଙ୍କର ମୃତ୍ୟୁ ଘଟିଥିବା...

ରାଜସ୍ଥାନ-ମଧ୍ୟ ପ୍ରଦେଶ ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର (ଅକ୍ଟୋବର ୨) ରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଗସ୍ତ କରିବେ। ଏହି ଅବଧି ମଧ୍ୟରେ ପ୍ରଧାନମନ୍ତ୍ରୀ ଉଭୟ ରାଜ୍ୟରେ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) କହିଛି ଯେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri