ଜାତୀୟ

କାହା ସହ ମେଣ୍ଟ କରିବେନି ମାୟାବତୀ

ଲକ୍ଷ୍ନୌ,୧।୧୦: ଲୋକ ସଭା ନିର୍ବାଚନ ପାଇଁ ବିଏସପି ସୁପ୍ରିମୋ ମାୟାବତୀ କୌଣସି ମିଳିତ ଦଳର ବା ମେଣ୍ଟର ଅଂଶ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଭାଜପା ସରକାରଙ୍କୁ କେନ୍ଦ୍ରୀୟ ଶକ୍ତିରୁ ବହିଷ୍କାର କରିବା ପାଇଁ ବିରୋଧୀ ଦଳ...

ପ୍ରତି ୧୦ ବର୍ଷରେ ସରକାର ବଦଳିବା ଜରୁରୀ: ଚିଦାମ୍ବରମ…

ନୂଆଦିଲ୍ଲୀ,୧।୧୦ : ମୁଦ୍ରାସ୍ଫୀତି, ମୂଲ୍ୟ ବୃଦ୍ଧି ଏବଂ ବେକାରୀ ସମ୍ପର୍କରେ କଂଗ୍ରେସ ଏମପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ ପୁଣିଥରେ କେନ୍ଦ୍ରର ଭାଜପା ସରକାରଙ୍କୁ କଡ଼ାସମାଲୋଚନା କରିଛନ୍ତି। ରାମେଶ୍ୱରମରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ...

‘ମିଛ କଥା ଚଳିବ ନାହିଁ, ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛି ତେଲଙ୍ଗାନା’

ହାଇଦ୍ରାବାଦ,୧ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତେଲଙ୍ଗାନାର ମହବୁବନଗରରେ ପହଞ୍ଚି ଏଠାରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଭର୍ଚୁଆଲ  ମାଧ୍ୟମରେ ୧୩,୫୦୦କୋଟିରୁ ଅଧିକ ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ।...

ତେଲଙ୍ଗାନାକୁ ୧୩ ହଜାର ୫ଶହ କୋଟି ଟଙ୍କା ପରିଯୋଜନାର ଉପହାର ଦେଲେ ମୋଦି

ହାଇଦ୍ରାବାଦ,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତେଲଙ୍ଗାନାର ମହବୁବନଗର ଜିଲାରେ ୧୩ ହଜାର କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଷଳାକର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ ୨୦୧୪ରେ ଏଲପିଜି ସଂଯୋଗ ସଂଖ୍ୟା ପ୍ରାୟ...

ଫୁଟପାଥରେ ଚାଲୁଥିବା ଦମ୍ପତିଙ୍କ ଉପରେ କାର୍‌ ଚଢ଼ାଇଦେଲେ ଅଭିନେତା, ମହିଳାଙ୍କ ମୃତ୍ୟୁ

ଦକ୍ଷିଣ ଭାରତୀୟ ସିନେମାର ଅଭିନେତା ନାଗାଭୂଷଣ ବାଙ୍ଗାଲୋରରେ ଫୁଟପାଥରେ ଚାଲୁଥିବା ଏକ ଦମ୍ପତିଙ୍କ ଉପରେ କାର୍‌ ଚଢ଼ାଇବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ଦୁର୍ଘଟଣାରେ ମହିଳାଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପାର୍ଟନର ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଘଟଣାକୁ...

ଖୋଲା ଜିପ୍‌-ଭିଡଙ୍କ ମଧ୍ୟରେ ପ୍ରବେଶ: ମୋଦିଙ୍କ ନିର୍ବାଚନ ପ୍ରଚାରର ନୂଆ ଶୈଳୀ…

ନୂଆଦିଲ୍ଲୀ,୧।୧୦ : ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ପାଞ୍ଚଟି ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା, ରାଜସ୍ଥାନ ଏବଂ ମିଜୋରାମରେ ନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ ରାଜନୈତିକ ଦଳ ଏ ସମ୍ପର୍କରେ ପ୍ରଚାର ଆରମ୍ଭ କରିଛନ୍ତି। ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ସମସ୍ତ...

ସୀମାରେ ଧରାପଡିଲା ପାକିସ୍ତାନୀ ଡ୍ରୋନ

ଜୟପୁର,୧।୧୦: ପାକିସ୍ତାନ ନିଜର ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ହେବାର ନାଁ ଧରୁନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ଭାରତକୁ ଆତଙ୍କବାଦୀ ପଠାଉଥିଲା। କିନ୍ତୁ ବର୍ତ୍ତମାନ ପାକିସ୍ତାନ ଭାରତକୁ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଯୋଗାଇବା ପାଇଁ ଡ୍ରୋନ ବ୍ୟବହାର କରିବା ଆରମ୍ଭ କରିଛି।...

ଜନସ୍ବାର୍ଥ ପ୍ରସଙ୍ଗରେ ଭାଜପା-କଂଗ୍ରେସର ମନୋଭାବ ପ୍ରାୟ ସମାନ: ମାୟାବତୀ

ନୂଆଦିଲ୍ଲୀ,୧।୧୦: ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ବିଏସପି ସୁପ୍ରିମୋ ମାୟାବତୀ କୌଣସି ଦଳ ସହ ମେଣ୍ଟ କରିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି। ରବିବାର ପୁଣି ଦଳ ପକ୍ଷରୁ ଏକଥା ଦୋହରାଯାଇଛି। ଲକ୍ଷ୍ନୌର ପାର୍ଟି କାର୍ଯ୍ୟାଳୟରେ ଲୋକ...

ଜେଏନ୍‌ୟୁ କ୍ୟାମ୍ପସ୍‌ରେ ପୁଣି ଲେଖାଗଲା ବିବାଦୀୟ ସ୍ଲୋଗାନ୍‌; ପ୍ରଧାନମନ୍ତ୍ରୀ ମୋଦି ଏବଂ କଶ୍ମୀରକୁ ନେଇ ଟିପ୍ପଣୀ

ନୂଆଦିଲ୍ଲୀ,୧।୧୦: ପୁଣି ଚର୍ଚ୍ଚାରେ ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)। ରବିବାର ସକାଳେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ର କିଛି ସ୍ଥାନରେ ଆପତ୍ତିଜନକ ସ୍ଲୋଗାନ ଲେଖାଯାଇଥିବା ଦେଖାଯାଇଥିଲା। ଏହା ଉପରେ ଛାତ୍ରୀଛାତ୍ରୀଙ୍କ ନଜର ପଡ଼ିବା କ୍ଷଣି ସେମାନେ ଚକିତ ହୋଇଥିଲେ। ତେବେ ଉକ୍ତ ସ୍ଲୋଗାନ...

ମୋଦିଙ୍କ ତେଲଙ୍ଗାନା ଗସ୍ତ ପୂର୍ବରୁ ଭାଜପା-ବିଆର୍‌ଏସ୍‌ ମଧ୍ୟରେ ପୋଷ୍ଟର ଓ୍ବାର

ହାଇଦ୍ରାବାଦ,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତେଲଙ୍ଗାନା ଗସ୍ତ କରିବାକୁ ଯାଉଛନ୍ତି, କିନ୍ତୁ ଏହାପୂର୍ବରୁ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ପୋଷ୍ଟର ଓ୍ବାର ଆରମ୍ଭ ହୋଇଛି। ପୋଷ୍ଟର ମାଧ୍ୟମରେ ଉଭୟ ଦଳ...

ରାହୁଲଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଲେ ଭାଜପା ନେତା

ନୂଆଦିଲ୍ଲୀ,୧।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ସତ୍ୟମ, ଶିବମ୍‌ ସୁନ୍ଦରମଙ୍କ ନାମରେ ହିନ୍ଦୁତ୍ୱକୁ ନେଇ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ହିନ୍ଦୁ ଧର୍ମର ସମଗ୍ରତା, ଦୟା ଏବଂ କରୁଣା ବିଷୟରେ ଉଲ୍ଲେଖ କରିଥିଲେ। ଭାଜପା ନେତା...

ଅଙ୍କିତଙ୍କ ସହ ଅଳିଆ ସଫା କଲେ ମୋଦି

ନୂଆଦିଲ୍ଲୀ,୧।୧୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ସାରା ଦେଶରେ ସ୍ବଚ୍ଛତା ଅଭିଯାନ ଆରମ୍ଭ ହୋଇଛି। ଆଜି ଦେଶର ହଜାର ହଜାର ଲୋକ ଏହି ସ୍ବଚ୍ଛତା ଅଭିଯାନରେ ଭାଗ ନେଇଥିଲେ। ଦେଶବ୍ୟାପୀ ସ୍ବଚ୍ଛତା ଅଭିଯାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌ ଉପରେ, ନେତାଙ୍କଠାରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri