ଜାତୀୟ

ପୃଥିବୀଠାରୁ ୯.୨ ଲକ୍ଷ ଦୂରରେ ପହଞ୍ଚିଲା ଆଦିତ୍ୟ- ଏଲ୍‌୧

ନୂଆଦିଲ୍ଲୀ,୧।୧୦: ଇସ୍ରୋ ଶନିବାର ଭାରତର ସୂର୍ଯ୍ୟ ମିଶନ ବିଷୟରେ ବଡ ସୂଚନା ଦେଇଛି। ଇସ୍ରୋ ଟୁଇଟ କରି କହିଛି ଯେ, ଆଦିତ୍ୟ- ଏଲ୍‌୧ ମିଶନ ଅଧୀନରେ ପଠାଯାଇଥିବା ମହାକାଶଯାନ ପୃଥିବୀର ପ୍ରଭାବ କ୍ଷେତ୍ରରୁ ସଫଳତାର ସହ ବାହାରି ୯.୨ ଲକ୍ଷ...

୨ ଆତଙ୍କବାଦୀ ନିହତ

ଶ୍ରୀନଗର,୧ା୧୦(ପି.ଟି.): ଜମ୍ମୁ-କଶ୍ମୀରର କୁପଓ୍ବାଡ଼ା ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଶନିବାର ଆତଙ୍କବାଦୀମାନଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବଳ ପଣ୍ଡ କରିଦେଇଛନ୍ତି। ଯବାନଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ପୋଲିସ କହିଛି। ଜିଲାର ମଚିଲ ସେକ୍ଟର ଅନ୍ତର୍ଗତ...

ବାଇକ୍‌ ଆରୋହୀଙ୍କୁ ପିଟି ମାରିଦେଲେ

ଜୟପୁର,୧ା୧୦: ରାଜସ୍ଥାନର ଜୟପୁରରେ ଦୁଇଟି ମୋଟରସାଇକେଲ ମଧ୍ୟରେ ଧକ୍କାରୁ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି। ଦୁର୍ଘଟଣା ପରେ କେତେଜଣ ଲୋକ ଜଣେ ବାଇକ୍‌ ଆରୋହୀଙ୍କୁ ପିଟି ମାରିଦେଇଥିଲେ। ଏହାକୁ ନେଇ ଜୟପୁରର ରାମଗଞ୍ଜ ଓ ପାଖ ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା...

ସିବିଡିଟି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ବଢ଼ିଲା

ନୂଆଦିଲ୍ଲୀ,୧ା୧୦(ପି.ଟି.): କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ନୀତିନ ଗୁପ୍ତାଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ୯ ମାସ ବଢ଼ାଇଛନ୍ତି। ୧୯୮୬ ବ୍ୟାଚ୍‌ର ଏହି ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଧିକାରୀଙ୍କର ଶନିବାର ଅବସର ଗ୍ରହଣ କରିବାର ଥିଲା। ଆୟକର...

ମଣିପୁରରେ ଥମୁନି ଉତ୍ତେଜନା

ଇମ୍ଫାଲ,୧ା୧୦: ମଣିପୁରରେ ଜାତିଆଣ ହିଂସାକୁ ୫ ମାସ ବିତିଥିଲେ ମଧ୍ୟ ଉତ୍ତେଜନା ଥମିବା ନାଁ ନେଉନାହିଁ। ଦୁଇଜଣ ଛାତ୍ରୀଛାତ୍ରଙ୍କୁ ଅପହରଣ କରିନେଇ ହତ୍ୟା କରିବା ଘଟଣାରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟପାଳ ଅନସ୍ବୟା ଉଇକେ...

ଭାରତକୁ ଖଲିସ୍ତାନୀଙ୍କ ବିରୋଧ ବଢୁଛି

ଲଣ୍ଡନ/ନୂଆଦିଲ୍ଲୀ,୧ା୧୦: ବ୍ରିଟେନ୍‌ରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀ ସ୍କଟ୍‌ଲାଣ୍ଡ ଗସ୍ତରେ ଥିବାବେଳେ ତାଙ୍କୁ ସେଠାରେ ଏକ ଗୁରୁଦ୍ୱାରା ପ୍ରବେଶକୁ ଖଲିସ୍ତାନୀ ସପକ୍ଷବାଦୀତତ୍ତ୍ୱ ଅବରୋଧ କରିଛନ୍ତି। ଏନେଇ ଭାରତ ବ୍ରିଟେନ ବହିର୍ବ୍ୟାପାର କାର୍ଯ୍ୟାଳୟରେ ଉଦ୍‌ବେଗ ଜଣାଇଛିି। ଦୋରାଇସ୍ବାମୀ ଶୁକ୍ରବାର ଗ୍ଲାସ୍‌ଗୋସ୍ଥିତ...

କୋଟା କୋଚିଂ ସେଣ୍ଟରରେ ଆତ୍ମହତ୍ୟା ରୋକିବା ପାଇଁ ନୂଆ ନିୟମ: ନବମ ଶ୍ରେଣୀ ପରେ ମିଳିବ ନାମଲେଖା ସୁଯୋଗ…

ଜୟପୁର,୩୦।୯ : ରାଜସ୍ଥାନର କୋଟାର ଏଜୁକେଶନ ହବରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟାରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି। ନୂଆ ନିୟମ ଅନୁଯାୟୀ ଏବେ କୋଚିଂ ସେଣ୍ଟରରେ ନାମ ଲେଖା ନବମ ଶ୍ରେଣୀ ପରେ ହିଁ...

ଖାଦ୍ୟ ପ୍ୟାକ ପାଇଁ ଖବର କାଗଜର ବ୍ୟବହାର କରିପାରେ ଅସୁସ୍ଥ: ଏଫଏସଏସଏଆଇ…

ନୂଆଦିଲ୍ଲୀ,୩୦।୯ : ଖାଦ୍ୟ ସାମଗ୍ରୀ ପ୍ୟାକ କରିବା ପାଇଁ ଖବରକାଗଜ ବ୍ୟବହାର କରିବା ବିପଜ୍ଜନକ।ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆ (ଏଫଏସଏସଏଆଇ) ପକ୍ଷରୁ ଖାଦ୍ୟ ବିକ୍ରେତା ଏବଂ ଗ୍ରାହକଙ୍କୁ ଖାଦ୍ୟ ସାମଗ୍ରୀର ପ୍ୟାକ, ସେବା ଏବଂ ସଂରକ୍ଷଣ...

୨୦୦୦ ଟଙ୍କିଆ ନୋଟ୍‌ ବଦଳାଇବା ସମୟସୀମା ବଢ଼ାଇଲା ଆର୍‌ବିଆଇ, ଜାଣନ୍ତୁ କେବେ ଯାଏ…

ନୂଆଦିଲ୍ଲୀ,୩୦।୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୨୦୦୦ ଟଙ୍କିଆ ନୋଟ୍‌ ବଦଳାଇବା ଏବଂ ବ୍ୟାଙ୍କରେ ଜମା କରିବାର ସମୟସୀମାକୁ ବୃଦ୍ଧି କରିଛି। ପୂର୍ବ ଘୋଷଣା ମୁତାବକ ୨୦୨୩ ସେପ୍ଟେମ୍ବର ୩୦ ଏହାର ଶେଷ ତାରିଖ ଥିବା ବେଳେ ଏବେ ଏହାକୁ ୨୦୨୩...

ମଣିପୁର ସରକାରଙ୍କ ବିଫଳତା ନେଇ ଲୋକେ ଅସନ୍ତୁଷ୍ଟ: ନଡ୍ଡାଙ୍କୁ ଚିଠି ଲେଖିଲେ ଭାଜପା ନେତା…

ଇମ୍ଫାଲ,୩୦।୯ : ଭାରତୀୟ ଜନତା ପାର୍ଟିର ମଣିପୁର ୟୁନିଟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ୟୁନିଟ  କହିଛି ଜାତି ବିବାଦକୁ ରୋକିବାରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ବିଫଳ ହୋଇଛନ୍ତି, ଯେଉଁ କାରଣରୁ ଲୋକମାନେ ଅସନ୍ତୁଷ୍ଟ...

ଶେଷ ହେଲା ମୌସୁମୀ: ସାମାନ୍ୟ ବର୍ଷା କହିଲା ପାଣିପାଗ ବିଭାଗ…

ନୂଆଦିଲ୍ଲୀ,୩୦।୯ : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର କହିଛି ସାଧାରଣ ବୃଷ୍ଟିପାତ ସହିତ ଭାରତରେ ଚାରି ମାସର ମୌସୁମୀ ଋତୁ ଶେଷ ହୋଇଛି। ବିଭାଗର ସୂଚନାନୁସାରେ,ଦୀର୍ଘକାଳୀନ ହାରାହାରି ବୃଷ୍ଟିପାତ ୮୮.୬ ମିଲିମିଟର ଥିବାବେଳେ ଚଳିତ ଥର ଏହା ସାମାନ୍ୟ...

ରାଜସ୍ଥାନ-ମଧ୍ୟପ୍ରଦେଶ-ଛତିଶଗଡ଼ରେ ସରକାର ଗଠନ କରିବ ଭାଜପା:ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ…

ଚିତ୍ରକୂଟ,୩୦।୯ : ପୁଣିଥରେ ଚିତ୍ରକୂଟର ତୁଳସୀ ପୀଠାଧିଶ୍ୱର ପଦ୍ମବିଭୂଷଣ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଭବିଷ୍ୟବାଣୀ କରିଛନ୍ତି। ଏଥର ୩ଟି ରାଜ୍ୟ ପାଇଁ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ପକ୍ଷରୁ ଭବିଷ୍ୟବାଣୀ କରାଯାଇଛି। ମଧ୍ୟପ୍ରଦେଶର ରାଜସ୍ଥାନ, ଛତିଶଗଡ ପାଇଁ ସେ କହିଛନ୍ତି ଏଥର ଭାଜପା ସରକାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri