ଜାତୀୟ

କୈଳାସ ବିଜୟଭର୍ଗୀୟଙ୍କ ଗୀତରେ ନାଚିଲେ କଂଗ୍ରେସ କର୍ମୀ, ସୋସିଆଲ ମିଡ଼ିଆରେ ଭାଇରାଲ…

ଇନ୍ଦୋର,୩୦।୯ : ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ କଂଗ୍ରେସ କର୍ମୀମାନେ ଭାଜପା ନେତାଙ୍କ ଗୀତରେ ମନ ଭରି ନାଚିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ, ଗଣେଶ ମୂର୍ତ୍ତି...

ସରକାର ଜନତାଙ୍କ ପାଇଁ ହେବା ଜରୁରୀ, ଜଣେ ଦୁଇ ଜଣ ଶିଳ୍ପପତିଙ୍କ ଲାଗି ନୁହେଁ: ରାହୁଲ…

ଭୋପାଳ,୩୦।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ମଧ୍ୟପ୍ରଦେଶର ଶାଜାପୁର ଜିଲାର କାଲାପିପାଲ ବିଧାନସଭା ନିର୍ବାଚନମଣ୍ଡଳୀରେ ପୋଲାଇକାଲାରେ ପହଞ୍ଚି ସେଠାରେ ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ମଧ୍ୟପ୍ରଦେଶ ହେଉଛି ଦେଶରେ...

କିଏ ଅସଲି ନିଏ ନକଲି ଶିବସେନା: ଶିବାଜୀ ପାର୍କରେ ଦଶହରା ରାଲି ଅନୁମତି ପାଇଁ ଶିନ୍ଦେ-ିଉଦ୍ଧବ ମୁହାଁମୁହିଁ…

ମୁମ୍ବାଇ,୩୦।୯ : ମହାରାଷ୍ଟ୍ରରେ ପୁଣି ଗତ ବର୍ଷ ଭଳି ରାଜନୈତିକ ବିବାଦର ପୁନରାବୃତ୍ତି ହୋଇଛି। ଶିବସେନାର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ଅକ୍ଟୋବର ୨୪ ରେ ମୁମ୍ବାଇର ଶିବାଜୀ ପାର୍କରେ ଦଳର ଦଶହରା ରାଲି ଆୟୋଜନ କରିବାକୁ ଅନୁମତି ମାଗିଛନ୍ତି। ୧୯୬୬ମସିହାରେ...

ବିଏସଏଫକୁ ସଫଳତା: ଭାରତ-ବାଂଲାଦେଶ ସୀମାରେ ବହୁ ଅସ୍ତ୍ରଶସ୍ତ୍ର ଜବତ…

କୋଲକାତା,୩୦।୯ : ଶନିବାର ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ବିଏସଏଫର ୬୮ ବାଟାଲିୟନର ଯବାନମାନେ ଦକ୍ଷିଣ ପଣ୍ଚିମବଙ୍ଗର ସୀମାନ୍ତ ଅନ୍ତର୍ଗତ ଉତ୍ତର ୨୪ ପରଗଣା ଜିଲାର ସୀମା ଆଉଟପୋଷ୍ଟ ମଧୁପୁରଠାରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକୁ ପଣ୍ଡ କରିଛନ୍ତି। ବିଏସଏଫ ଚାରିଟି ବିଦେଶୀ...

‘ନମାଜ ପଢିବାର ଅଛି ତେବେ ମସଜିଦ ଯାଆନ୍ତୁ’, ଏୟାପୋର୍ଟରେ ପୃଥକ କୋଠରୀ ଦାବି ନେଇ ଅସନ୍ତୋଷ ହେଲେ ହାଇକୋର୍ଟ

ନୂଆଦିଲ୍ଲୀ,୩୦।୯: ବିମାନବନ୍ଦରରେ ନମାଜ ପଢିବା ପାଇଁ ପୃଥକ କୋଠରୀ ଯୋଗାଇ ଦେବାକୁ ଆବେଦନ ହୋଇଥିବା ଯାଚିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଗୁଆହାଟି ହାଇକୋର୍ଟ। କୋର୍ଟ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନମାଜ ପଢିବା ପାଇଁ ମସଜିଦ ଅଛି ଆବେଦନକାରୀ ସେଠାକୁ ଯିବା...

ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା ହେବ ମହଙ୍ଗା

ନୂଆଦିଲ୍ଲୀ,୩୦।୯: ବିଦେଶ ଯାତ୍ରା ପାଇଁ ପ୍ଲାନିଂ କରୁଛନ୍ତି କି? ଅକ୍ଟୋବର ୧ ଅର୍ଥାତ୍‌ ଆସନ୍ତାକାଲିଠାରୁ ବିଦେଶ ଯାତ୍ରା ମହଙ୍ଗା ହେବାକୁ ଯାଉଛି। ରବିବାର ଠାରୁ ବିଦେଶୀ ଟୁର୍‌ ପ୍ୟାକେଜ ମହଙ୍ଗା ହେବାକୁ ଯାଉଛି । ବିଦେଶ ଯାତ୍ରା ପାଇଁ ୭ଲ୪ଣୁ...

ରୋଜ କିସମର ପିଆଜରେ ରପ୍ତାନୀ ଶୁଳ୍କ ହଟାଇଲେ ସରକାର

ନୂଆଦିଲ୍ଲୀ,୩୦।୯: ପିଆଜ ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ରୋଜ କିସମର ପିଆଜ ଉପରେ ରପ୍ତାନି ଶୁଳ୍କ ହଟାଇ ଦେଇଛନ୍ତି ଭାରତ ସରକାର। ଏହି ପଦକ୍ଷେପରେ ଏକ ଲକ୍ଷ ପିଆଜ ଚାଷୀ ଲାଭବାନ ହେବେ। ଏହାଦ୍ୱାରା...

୨ହଜାର ଟଙ୍କା ବଦଳାଇବା ପାଇଁ ବଢାଯିବନି ସମୟ ସୀମା:ଆରବିଆଇ

ନୂଆଦିଲ୍ଲୀ,୩୦।୯: ୨ହଜାର ବଦଳାଇବା ନେଇ ବଡ ଖବର ଆସିଛି। ନୋଟ ବଦଳାଇବା ସମୟସୀମା ଉପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପ୍ରତିକ୍ରିୟା ଦେଇଛି। ଆରବିଆଇ କହିଛି, ୨ହଜାର ଟଙ୍କା ନୋଟ ବଦଳାଇବାର ଶେଷ ତାରିଖ ୩୦ ସେପ୍ଟେମ୍ବର ଅର୍ଥାତ୍‌ ଆଜି...

ଲିପଷ୍ଟିକ ଲଗାଇଥିଲେ, ବବକଟ ଚୁଟି ରଖିଥିଲେ ମିଳିବ ମହିଳା ସଂରକ୍ଷଣ ବିଲ୍‌ର ଲାଭ: ଆରଜେଡି ନେତା ସିଦ୍ଦିକିଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୩୦।୯: ମହିଳା ସଂରକ୍ଷଣ ବିଲ ସମ୍ପର୍କରେ ବରିଷ୍ଠ ଆରଜେଡି ନେତା ଅବଦୁଲ ବାରୀ ସିଦ୍ଦିକିଙ୍କ ବିବୃତ୍ତି ପରେ ଜାତୀୟ ରାଜନୀତିରେ ବିବାଦ ଦେଖାଦେଇଛି। ଲିପଷ୍ଟିକ ଲଗାଇଥିବା ଓ ବବକଟ ଚୁଟି ରଖିଥିଲେ ମହିଳାଙ୍କୁ ସଂରକ୍ଷଣ ମିଳିପାରିବ ବୋଲି ସିଦ୍ଦିକି କହିଛନ୍ତି।...

ଜେଡିୟୁ ଘର କଳି ପଦାରେ: ଲଲନ-ଅଶୋକ ମୁହାଁମୁହିଁ…

ପାଟନା,୩୦।୯ : ଜେଡିୟୁରେ ସବୁକିଛି ଠିକ ଚାଲିନାହିଁ, ଲଲନ ସିଂ ଏବଂ ଅଶୋକ ଚୌଧୁରୀଙ୍କ ମଧ୍ୟରେ ପାରସ୍ପରିକ ବିବାଦ କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଜେଡିୟୁ ଘର କଳି ପଦାରେ ପଡ଼ିବା ପରେ ଭାଜପା ପକ୍ଷରୁ ଆରଜେଡି ଏବଂ ଜେଡିୟୁକୁ...

ହସ୍ପିଟାଲ ଫାଟକ ବାହାରେ ନାବାଳିକା ମୃତ୍ୟୁ ମାମଲା: ସିଲ୍‌ ହେଲା ହସ୍ପିଟାଲ

ଲକ୍ଷ୍ନୌ,୩୦ା୯: ଉତ୍ତରପ୍ରଦେଶ ମୈନପୁରୀସ୍ଥିତ ଏକ ହସ୍ପିଟାଲରେ ଦୁଃଖଦ ଘଟଣା ଘଟିଛି। ଦୁଇଦିନ ଚିକିତ୍ସା ପରେ ହସ୍ପିଟାଲ କର୍ମଚାରୀ ଜଣେ ୧୭ ବର୍ଷୀୟା ଅସୁସ୍ଥ ନାବାଳିକାଙ୍କୁ ତଡ଼ିଦେବା ପରେ ଫାଟକ ବାହାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ପରେ କର୍ତ୍ତୃପକ୍ଷ ମୈନପୁରୀର...

ସେନାରେ ଖୁବ୍‌ଶୀଘ୍ର ନିୟୋଜନ ହେବ ୟୁଜିଭି, ସୀମାରେ ଶତ୍ରୁଙ୍କ ଉପରେ ରଖିବ ନଜର

ନୂଆଦିଲ୍ଲୀ,୩୦।୯: ଭାରତୀୟ ସେନାରେ ନିୟୋଜିତ ହେବାକୁ ଯାଉଛି ସ୍ବୟଂ ଚାଳିତ ଏପରି ଏକ ଯାନ ଯାହା ସୀମାବର୍ତ୍ତୀ ଇଲାକାରେ ନଜର ରଖିବ। ସ୍ବତନ୍ତ୍ର ଓ ଆଧୁନିକ ଯନ୍ତ୍ରପାତି ସହିତ ସଜ୍ଜିତ ଏହି ମାନବ ବିହୀନ ଗ୍ରାଉଣ୍ଡ ଯାନ (ୟୁଜିଭି) ଶୀଘ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri