ଜାତୀୟ

ଛତିଶଗଡ଼ର ୟୁଟ୍ୟୁବରଙ୍କ ଗାଁ: ରହିଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର…

ରାୟପୁର,୩୦।୯ : ସମ୍ପ୍ରତି ୟୁଟ୍ୟୁବ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆୟର ଉତ୍ସ ପାଲଟିଛି। ଛତିଶଗଡର ଏକ ଗାଁରେ ଜଣେ କିମ୍ବା ଦୁଇ ଅବା ଡଜନେ ୟୁଟ୍ୟୁବର ନୁହେଁ, ଅଛନ୍ତି ୧୧୦୦ରୁ ଅଧିକ ୟୁଟ୍ୟୁବର୍‌। ଛତିଶଗଡର ରାଜଧାନୀ ରାୟପୁରଠାରୁ ୪୫...

ସୁପ୍ରିମକୋର୍ଟରୁ ସ୍ପାଇସ ଜେଟକୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୩୦।୯: କିଛି କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ଦିଆଯାଇଥିବା ବମ୍ବେ ହାଇକୋର୍ଟଙ୍କ ଆଦେଶରେ ପରିବର୍ତ୍ତନ ପାଇଁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। କୋଭିଡ -୧୯ ମହାମାରୀ ପରେ ଏହି କର୍ମଚାରୀଙ୍କ ସେବା ଚୁକ୍ତିନାମା ସମାପ୍ତ ହୋଇଛି...

ଜମ୍ମୁ-କଶ୍ମୀରର ମାଛିଲ ସେକ୍ଟରରେ ଦୁଇ ଅନୁପ୍ରବେଶକାରୀ ନିହତ

ଜମ୍ମୁ,୩୦।୯: ଜମ୍ମୁ-କଶ୍ମୀରର କୁଓ୍ବାଡାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୨ ଆତଙ୍କବାଦୀ ନିହତ ହୋଇଛନ୍ତି।ଯେତେବେଳେ ସେନା ଯବାନ ଏଠାରେ ଥିବା ମାଛିଲ ସେକ୍ଟରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀଙ୍କୁ ଘେରି ରହିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଗୁଳି ବିନିମୟ ଆରମ୍ଭ...

ଉଦ୍ଧବ ସମର୍ଥକଙ୍କ ସହ ମେଣ୍ଟ କରିବାକୁ ଚାହୁନି କଂଗ୍ରେସ: ପ୍ରକାଶ ଆମ୍ବେଡକର

ନୂଆଦିଲ୍ଲୀ,୩୦।୯: ୨୦୨୪ ଲୋକସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବଞ୍ଚିତ ବହୁଜନ ଅଗାଡି(ଭିବିଏ)। ନିର୍ବାଚନରେ ୪୮ଟି ଲୋକସଭା ଆସନରେ ବିବିଏ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ସଭାପତି ପ୍ରକାଶ ଆମ୍ବେଡକର ଘୋଷଣା କରିଛନ୍ତି। ଦଳ ନିର୍ବାଚନରେ ଏକାକୀ ଲଢିବ ଓ...

ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ ଶୀଘ୍ର ହଟାଯାଉ: ସିବଲ…

ନୂଆଦିଲ୍ଲୀ,୩୦।୯ : ମଣିପୁରର ପରିସ୍ଥିତି ସମ୍ପର୍କରେ ରାଜ୍ୟସଭା ସାଂସଦ କପିଲ ସିବଲ ଶନିବାର କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି ଭାଜପା ଏକ ବେପରୁଆ ସରକାର। ସେ କହିଛନ୍ତି ଯେ କେନ୍ଦ୍ର ତୁରନ୍ତ ମୁଖ୍ୟମନ୍ତ୍ରୀ ଏନ। ବିରେନ ସିଂଙ୍କୁ ହଟାଇବା ଉଚିତ...

ବିଚାରଧୀନ ମାମଲା ଲମ୍ବିତ ହେଲେ ଅଭିଯୁକ୍ତଙ୍କୁ ଅଧିକ ଦିନ ଜେଲରେ ରଖି ହେବ ନାହିଁ: ହାଇକୋର୍ଟ…

ମୁମ୍ବାଇ,୩୦।୯ : ଦୁଇଥର ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରି ବମ୍ବେ ହାଇକୋର୍ଟ କହିଛନ୍ତି ଭାରତର ସମ୍ବିଧାନରେ ଦର୍ଶାଯାଇଥିବା ମୌଳିକ ଅଧିକାରର ଉଲ୍ଲଂଘନ ହେଉଥିବାରୁ ଜଣେ ବ୍ୟକ୍ତିଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜେଲରେ ରଖାଯାଇପାରିବ ନାହିଁ। ଏହା ସହିତ...

୨୦୨୪ ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଟଙ୍କା କି ମଦ ବାଣ୍ଟିବି ନାହିଁ: ଗଡକରୀ

ନୂଆଦିଲ୍ଲୀ,୩୦।୯: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ଟଙ୍କା କିମ୍ବା ମଦ ବାଣ୍ଟିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ସେ କେବଳ ଲୋକମାନଙ୍କ ସେବା କରିବା...

ଭାରତ ବ୍ରିଟେନରେ ଉଠାଇଲା ଭାରତୀୟ ହାଇ କମିଶନଙ୍କୁ ଗୁରୁଦ୍ୱାର ଯିବା ସମୟରେ ଅଟକାଇବା ପ୍ରସଙ୍ଗ, ଭାଜପା ନେତା ବି କଲେ ନିନ୍ଦା

ନୂଆଦିଲ୍ଲୀ,୩୦।୯: ସ୍କଟଲ୍ୟାଣ୍ଡର ଗୁରୁଦ୍ୱାରକୁ ଯାଉଥିବା ଭାରତୀୟ ହାଇ କମିଶନରଙ୍କୁ ଧାର୍ମିକ ସ୍ଥାନକୁ ପ୍ରବେଶ କରାଇ ଦିଆଯାଇ ନାହିଁ। ବ୍ରିଟେନର ସ୍କଟଲ୍ୟାଣ୍ଡରେ ଏହି ଘଟଣା ସାମ୍ନାକୁ ଆସିଛି ଯେତେବେଳେ ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ଏବଂ...

କଂଗ୍ରେସରେ ସାମିଲ ହେଲେ ୨୦ରୁ ଅଧିକ ଏଏପି ନେତା

ନୂଆଦିଲ୍ଲୀ,୩୦।୯: ଜାତୀୟ ରାଜଧାନୀରେ ଦିଲ୍ଲୀରେ ୨୦ରୁ ଅଧିକ ଏଏପି ନେତା ଶୁକ୍ରବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଦଳର ଅଧିକାରୀମାନେ ଏହି ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ଦିନରେ ଅଧିକ ଲୋକ କଂଗ୍ରେସରେ ଯୋଗଦେବେ ବୋଲି ଆଶା କରାଯାଉଛି। ଦିଲ୍ଲୀ...

ଭାରତ-କାନାଡା ବିବାଦରେ ଭାରତକୁ ସମର୍ଥନ କଲା ବାଂଲାଦେଶ, କହିଲେ ଆତଙ୍କବାଦୀଙ୍କ ହବ୍‌ ପାଲଟିଛି କାନାଡା

ଢାକା,୩୦।୯: ଭାରତ-କାନାଡା ବିବାଦକୁ ନେଇ ପ୍ରତିକ୍ରିୟା ରଖିଛି ବାଂଲାଦେଶ। ଖାଲିସ୍ତାନୀ ନେତାଙ୍କୁ ସମର୍ଥନ କରୁଥିବା କାନାଡା ଉପରେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି, କାନାଡା ଆତଙ୍କବାଦୀଙ୍କ ହବ୍‌ ପାଲଟିଛି। ଯେକୌଣସି ଆତଙ୍କବାଦୀ...

ରାଜଧାନୀରେ ଏନ୍‌ଆଇଏର ଚଢାଉ, ୩ ଆଇଏସଆଇଏସ୍‌ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ

ନୂଆଦିଲ୍ଲୀ,୩୦।୯: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ଦିଲ୍ଲୀରେ ଆଇଏସଆଇଏସ୍‌ ଆତଙ୍କବାଦୀଙ୍କୁ ଖୋଜୁଛି। ୩ ଜଣ ଆତଙ୍କବାଦୀ ରାଜଧାନୀରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆତଙ୍କବାଦୀଙ୍କ ନାମ ମହମ୍ମଦ ଶାହନୱାଜ ଆଲାମ, ରିଜୱାନ ଅବଦୁଲ ହାଜି ଅଲି...

‘ସଂକଳ୍ପ ସପ୍ତାହ’ କାର୍ଯ୍ୟକ୍ରମର ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଭାରତ ମଣ୍ଡପମଠାରେ ଶନିବାର (ସେପ୍ଟେମ୍ବର ୩୦) ’ସଂକଳ୍ପ ସପ୍ତାହ’ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ଦେଶର ଆକାଂକ୍ଷା ବ୍ଲକଗୁଡିକ ପାଇଁ ‘ସଂକଳ୍ପ ସପ୍ତାହ’ ଯାତ୍ରା ଏକ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ। ଆସ୍ପିରେସନ ବ୍ଲକ ପ୍ରୋଗ୍ରାମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri