ଜାତୀୟ

ଭାଜପା ନେତା ମନପ୍ରୀତ ସିଂ ବାଦଲଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ

୩୦।୯: ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତା ମନପ୍ରୀତ ସିଂ ବାଦଲଙ୍କ ଚଣ୍ଡିଗଡ ବାସଭବନରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଚଣ୍ଡିଗଡ ଡିଏସପି କୁଳୱନ୍ତ ସିଂ ଚଢାଉ ବେଳେ କିଛି ମିଳିନାହିଁ। ସେ ଜାମିନ ଆବେଦନ କରିଛନ୍ତି...

ମୋ ପୁଅକୁ ଗୁଳି ମାରିଦେବା ଉଚିତ: ଉଜ୍ଜୟିନୀ ବଳାତ୍କାର ଅଭିଯୁକ୍ତଙ୍କ ବାପା

ଉଜ୍ଜୟିନୀ,୨୯।୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଲଜ୍ଜାଜନକ ଘଟଣାକ୍ରମରେ ଜଣେ ୧୨ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ଅଭିଯୁକ୍ତ ଅଟୋଚାଳକ ଭରତ ସୋନିଙ୍କୁ ପୋଲିସ ଗିରଫ କରିଛି। ଏନେଇ ଜଣାପଡ଼ିବା ପରେ ଭରତଙ୍କ ବାପା ରାଜୁ ସୋନି...

ଆନନ୍ଦପୁର ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୨୯।୯: ଦିଲ୍ଲୀର ଆନନ୍ଦପୁର ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ମଣ୍ଡି ହେଉଛି ଏସିଆର ସବୁଠାରୁ ବଡ଼ ଫଳ ପରିବା ବଜାର। ନିଆକୁ ଆୟତ କରିବାରେ ଦମକଳବାହିନୀ ଲାଗିପଡ଼ିଛନ୍ତି। ଘଟଣାସ୍ଥଳରେ ୧୦ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ...

ସହମତିରେ ଶାରିରୀକ ସମ୍ପର୍କ ରଖିବାର ବୟସ ସୀମାରେ ପରିବର୍ତ୍ତନ ଉଚିତ ନୁହେଁ: ବିଧି ଆୟୋଗ

ନୂଆଦିଲ୍ଲୀ,୨୯।୯: ସହମତିରେ ଶାରିରୀକ ସମ୍ପର୍କ ରଖିବାର ବୟସ ସୀମା ହ୍ରାସ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ଲ କମିଶନ। ପୂର୍ବରୁ ଧାର୍ଯ୍ୟ ହୋଇଥିବା ବୟସସୀମାରେ କୌଣସି ପରିବର୍ତ୍ତନ କରା ନ ଯାଉ। ଶାରିରୀକ ସମ୍ପର୍କ ପାଇଁ ସହମତିର ବୟସକୁ ହ୍ରାସ କରାଯିବା...

ଆଇନରେ ପରିଣତ ହେଲା ମହିଳା ବିଲ୍‌

ନୂଆଦିଲ୍ଲୀ,୨୯।୯: ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ମହିଳା ସଂରକ୍ଷଣ ବିଲକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଏହି ବିଲ ଆଇନରେ ପରିଣତ ହୋଇଛି। ଏ ସମ୍ପର୍କରେ ଭାରତ ସରକାର ଏକ ଗେଜେଟ ବିଜ୍ଞପ୍ତି ଜାରି କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ...

୧୦ହଜାର ଏୟାର ଇଣ୍ଡିଆ କର୍ମଚାରୀଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ କରିବେ ମନୀଷ ମଲହୋତ୍ରା

ନୂଆଦିଲ୍ଲୀ,୨୯।୯: ଲୋକପ୍ରିୟ ଫ୍ୟାଶନ ଡିଜାଇନର୍‌ ମନୀଷ ମଲହୋତ୍ରା ପୋଷାକର ଉତ୍କୃଷ୍ଟ ଡିଜାଇନ ପାଇଁ ଜଣାଶୁଣା। ଭିଆଇପିଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ପୋଷାକ ଡିଜାଇନଙ୍ଗ୍‌ ପାଇଁ ମନୀଷ ଲୋଡା ପଡନ୍ତି। ମନୀଷ ଏବେ ଏକ ନୂଆ କାମ ହାତକୁ...

ଯୋଗୀ କ୍ୟାବିନେଟ୍‌ରେ ଓମ ପ୍ରକାଶ ରାଜଭରଙ୍କୁ ମିଳିବ ୨ ମନ୍ତ୍ରଣାଳୟ!

ଲକ୍ଷ୍ନୌ,୨୯।୯: ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସ୍‌ବିଏସ୍‌ପି) ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ଏନଡିଏରେ ଯୋଗ ଦେବା ପରେ ପ୍ରଶ୍ନ ଉଠୁଛି ଯେ ସେ କେବେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ କ୍ୟାବିନେଟ୍‌ରେ ସାମିଲହେବେ। ଏହି ସମୟରେ ଓମ ପ୍ରକାଶ ରାଜଭରଙ୍କ...

ଭିକମଗା ନୁହେଁ…, ଠାକୁର ବିବାଦରେ ଆନନ୍ଦ ମୋହନଙ୍କ ବୟାନକୁ ନେଇ ଲାଲୁ କହିଲେ ନିଜ ଚେହେରା ଦେଖିନିଅ

ପାଟନା,୨୯।୯: ବିହାରରେ, ଆରଜେଡି ଏମପି ମନୋଜ ଝାଙ୍କ କବିତା ‘ଠାକୁର କେ କୁଆଂ’ ଉପରେ ଲଢେଇ ବନ୍ଦ ହେବାର କୌଣସି ଚିହ୍ନ ଦେଖାଯାଉ ନାହିଁ। ଏହି ସମୟରେ, ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପୂର୍ବତନ ଏମପି ଆନନ୍ଦ ମୋହନଙ୍କୁ...

କୌଣସି ଓକିଲ ଲଢ଼ିବେ ନାହିଁ ଉଜ୍ଜୟିନୀ ବଳାତ୍କାର ଅଭିଯୁକ୍ତଙ୍କ କେସ୍‌

ଉଜ୍ଜୟିନୀ,୨୯।୯: ମଧ୍ୟପ୍ରଦେଶ ଧର୍ମନଗରୀ ଉଜ୍ଜୟିନୀରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ମାମଲା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ରାଜ୍ୟର ଆଇନଜୀବୀମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଭଳି ଅଭିଯୁକ୍ତଙ୍କ ତରଫରୁ...

ମାନେକା ଗାନ୍ଧୀଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିବ ଇସ୍କନ କୋଲକାତା

କୋଲକାତା,୨୯।୯: ଇସ୍କନ ବିରୋଧରେ ଦେଇଥିବା ବୟାନ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀଙ୍କ ସମସ୍ୟା ବଢିପାରେ। ଇସ୍କନ କୋଲକାତାର ଉପାଧ୍ୟକ୍ଷ ରାଧରମଣ ଦାସ କହିଛନ୍ତି ଯେ, ସେ ମାନେକା ଗାନ୍ଧୀ ଙ୍କ ବିରୋଧରେ ୧୦୦ କୋଟି ଟଙ୍କା ମାନହାନିର...

ପନ୍ନୁଙ୍କ ବିରୋଧରେ ଏଫଆଇଆର ରୁଜୁ, କ୍ରିକେଟ ଓ୍ବାଲର୍‌ଡ କପ ୨୦୨୩କୁ କହିଲେ ‘ବିଶ୍ୱ ଆତଙ୍କବାଦୀ କପ’

ଅହମ୍ମଦବାଦ,୨୯।୯:ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିନିକିଆ କ୍ରିକେଟ ବିଶ୍ୱକପ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ମ୍ୟାଚକୁ ଖଲିସ୍ତାନୀ ଆତଙ୍କବାଦୀ ଶିଖ ଫର ଜଷ୍ଟିସର ମୁଖ୍ୟ ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏହାକୁ ‘ବିଶ୍ୱ ଆତଙ୍କବାଦୀ କପ’ଭାବେ ଆଖ୍ୟା ଦେଇଛନ୍ତି।...

ଏଏପି ଇଣ୍ଡିଆ ମେଣ୍ଟ ସହ ଅଛି: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୯।୯: ୨୦୧୫ ଡ୍ରଗ୍ସ ମାମଲାରେ ପଞ୍ଜାବ ପୋଲିସ କଂଗ୍ରେସ ବିଧାୟକ ସୁଖପାଲ ସିଂ ଖେରାଙ୍କୁ ଗିରଫ କରିଛି। ଏହି ଗିରଫ ପରେ ପଞ୍ଜାବର ଆମ ଆଦମୀ ପାର୍ଟି ସରକାର ଏବଂ କଂଗ୍ରେସ ମଧ୍ୟରେ ବିବାଦ ଖବର ସାମ୍ନାକୁ ଆସିଛି। ଉଭୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri