ଜାତୀୟ

ଥ୍ରୋଟଲ୍‌ରେ ଥୋଇଲେ ବ୍ୟାଗ୍‌, ମାଡ଼ିଗଲା ଟ୍ରେନ୍‌

ନୂଆଦିଲ୍ଲୀ/ମଥୁରା,୨୯ା୯:ଜଣେ ଟ୍ରେନ୍‌ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ଉତ୍ତରପ୍ରଦେଶର ମଥୁରା ରେଳଷ୍ଟେଶନରେ ଛିଡ଼ାହୋଇଥିବା ଏକ ଟ୍ରେନ୍‌ ମଙ୍ଗଳବାର ରାତିରେ ଲାଇନ୍‌ଚ୍ୟୁତ ହୋଇ ପ୍ଲାଟ୍‌ଫର୍ମକୁ ମାଡ଼ିଯାଇଥିଲା। ଏଥିରେ ଜଣେ ମହିଳା ଆହତ ହୋଇଥିଲେ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଟ୍ରେନ୍‌ରେ ଲାଗିଥିବା...

ଜର୍ଦାରୀ-ଗିଲାନୀଙ୍କ ସମସ୍ୟା ବଢିଲା

ଇସଲାମାବାଦ୍‌,୨୯।୯: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନିଙ୍କ ସମସ୍ୟା ବଢିଛି। ଅକ୍ଟୋବର ୨୪ରେ ତୋସାଖାନା ମାମଲାରେ ହାଜର ହେବା ପାଇଁ ଇସଲାମାବାଦ କୋର୍ଟ ଜର୍ଦାରୀ ଏବଂ ଗିଲାନୀଙ୍କୁ ଡକାଇଛନ୍ତି। ୨୦୦୮...

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ ଉଦ୍ୟମ

ଇମ୍ଫାଲ୍‌,୨୯।୯: ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଘର ଉପରେ ଆକ୍ରମଣ ଉଦ୍ୟମ ହୋଇଛି। ଉପସ୍ଥିତ ସୁରକ୍ଷା ବାହିନୀ ଏହାକୁ ପଣ୍ଡ କରିଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ, ଇମ୍ଫାଲର ହିଙ୍ଗାଙ୍ଗ ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ କରିବାକୁ...

ବିଧୁରୀଙ୍କୁ ମିଳିଲା ନିର୍ବାଚନ ଦାୟିତ୍ୱ

ନୂଆଦିଲ୍ଲୀ,୨୮ା୯: ଲୋକ ସଭାରେ ବିଏସ୍‌ପି ଏମ୍‌ପି ଡାନିସ୍‌ ଅଲିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିବା ଏମ୍‌ପି ରମେଶ ବିଧୁରୀଙ୍କୁ ଭାଜପା ରାଜସ୍ଥାନର ଟୋଙ୍କ ଜିଲାରେ ନିର୍ବାଚନ ଦାୟିତ୍ୱ ଦେଇଛି। ଘୃଣାର ପ୍ରସାର କରୁଥିବା ନେତାଙ୍କୁ ସମ୍ମାନିତ କରାଯିବା ଶାସକ ଦଳର...

ପଶ୍ଚିମ ଏସିଆ ଦେଶରେ ଜେଲରେ ବନ୍ଦ ଥିବା ଭିକାରୀଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନୀ

ନୂଆଦିଲ୍ଲୀ,୨୮।୯: ଆତଙ୍କବାଦ ଏବଂ ଗଧ ରପ୍ତାନି ପାଇଁ ପାକିସ୍ତାନ ଅନେକ ସମୟରେ ହେଡଲାଇନରେ ରହିଆସିଛି। ନିକଟରେ ପାକିସ୍ତାନ ନାମରେ ଆଉ ଏକ ସଫଳତା ହାସଲ କରାଯାଇଛି। ପାକିସ୍ତାନ ଭିକ ମାଗିବା ନେଇ ପଶ୍ଚିମ ଏସୀୟ ଦେଶ ମଧ୍ୟ ଅସୁବିଧାରେ ପଡିଛନ୍ତି। ...

ମନୋଜ ଝାଙ୍କୁ Y ବର୍ଗର ସୁରକ୍ଷା ଯୋଗାଇବାକୁ ଦାବି କଲା ଆରଜେଡି

ପାଟନା,୨୮।୯: ରାଜ୍ୟ ସଭା ଏମ୍‌ପି ମନୋଜ ଝାଙ୍କ ବୟାନକୁ ନେଇ ଗୃହରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ନେଇ ମନୋଜ ଝାଙ୍କୁ Y ବର୍ଗର ସୁରକ୍ଷା ଯୋଗାଇବାକୁ ଆରଜେଡି ଦାବି କରିଛି। ଆରଜେଡି ମୁଖପାତ୍ର ଋଷି ମିଶ୍ରା ଏ ସମ୍ପର୍କରେ...

ଯଦି ଏଥର ଯାଞ୍ଚରେ କିଛି ନ ମିଳିଲା, ତେବେ କ’ଣ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୮।୯: ବାସଭବନ ନବୀକରଣ ମାମଲାରେ ସିବିଆଇ ତଦନ୍ତକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। କେଜ୍‌ରିଓ୍ବାଲ କହିଛନ୍ତି, ଯଦି ଏଥର କିଛି ତଦନ୍ତରେ ନ ମିଳେ ତେବେ କ’ଣ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବେ।...

ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଜାତୀୟ ରାଜପଥ ହେବ ଖାଲଖମା ମୁକ୍ତ: ଗଡକରୀ

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଜାତୀୟ ରାଜପଥକୁ ଖାଲଖମା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ନୀତି ଉପରେ କାର୍ଯ୍ୟ...

ଟ୍ରକ୍‌-ଅଟୋ ଧକ୍କା: ୪ ମୃତ

ଭୋପାଳ,୨୮।୯: ପୂର୍ବାଞ୍ଚଳ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍‌-ଅଟୋ ରିକ୍ସା ସହିତ ଧକ୍କା ହେବା ଫଳରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଏହି ମାମଲାରେ ପୋଲିସ ଅଧିକାରୀ...

ରମେଶ ବିଧୁରୀ-ଦାନିସ ଅଲି ବିବାଦକୁ ନେଇ ଆକ୍ସନ ମୁଡରେ ଓମ ବିର୍ଲା

ନୂଆଦିଲ୍ଲୀ,୨୮।୯: ନୂଆ ସଂସଦରେ ଅଶ୍ଳୀଳ ଭାଷାର ବ୍ୟବହାରକୁ ନେଇ ଲୋକ ସଭା ବାଚସ୍ପତି ଓମ ବିର୍ଲା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାଜପା ଏମପି ରମେଶ ବିଧୁରୀ ଏବଂ ବିଏସପି ଏମପି ଦାନିସ ଅଲିଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ମାମଲା ବର୍ତ୍ତମାନ...

ଦାନିସ ଅଲ୍ଲୀ, ରମେଶ ବିଧୁରୀଙ୍କ ଅଭିଯୋଗ ମାମଲାର ଯାଞ୍ଚ୍‌ କରିବ ସଂସଦର ବିଶେଷାଧିକାର କମିଟି

ନୂଆଦିଲ୍ଲୀ,୨୮।୯: ବିଏସ୍‌ପି ଏମ୍‌ପି ଦାନିସ ଅଲ୍ଲୀ ଏବଂ ରମେଶ ବିଧୁରୀଙ୍କ ଅଭିଯୋଗ ପ୍ରସଙ୍ଗର ଅନୁସନ୍ଧାନ ସଂସଦର ବିଶେଷାଧିକାର କମିଟି କରିବ ବୋଲି ଲୋକ ସଭା ବାଚସ୍ପତି ଓମ ବିର୍ଲା ନିର୍ଦ୍ଦେଶ ଦେଇଛନ୍ତି। ସଂସଦର ସ୍ବତନ୍ତ୍ର ଅଧିବେଶନ ଚାଲିଥିବାବେଳେ ନିମ୍ନ ସଦନରେ...

‘ଗତ ଥର ‘ଇଣ୍ଡିଆ’ର ବୈଠକ ଦିନ ଡକାଇଥିଲା ଇଡି, ଆଉ ଏବେ ଅକ୍ଟୋବର ୩କୁ…’: ଅଭିଷେକ

କୋଲକାତା,୨୮।୯: ତୃଳମୂଳ କଂଗ୍ରେସ (ଟିଏମସି) ନେତା ଅଭିଷେକ ବାନାର୍ଜୀଙ୍କ ଅଡୁଆ କମୁନାହିଁ। ଶିକ୍ଷକ ନିଯୁକ୍ତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ପୁଣିଥରେ ସମନ ଜାରି କରିଛି। ଯାହାକୁ ନେଇ ଅଭିଷେକ ନିଜେ ଗୁରୁବାର ଏହି ସୂଚନା ଦେଇଛନ୍ତି। ଅଭିଷେକ କହିଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ପୁଣିଥରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri