ଜାତୀୟ

ଫର୍ନିଚର ବଜାରରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିଲ୍ଲୀର କୀର୍ତ୍ତିନଗରର ଫର୍ନିଚର ବଜାର ପରିଦର୍ଶନ କରିଛନ୍ତି। ଏନେଇ ରାହୁଲ ଟୁଇଟ୍‌ କରି କହିଛନ୍ତି ଯେ, ଆଜି ଦିଲ୍ଲୀର କୀର୍ତ୍ତିନଗରରେ ଅବସ୍ଥିତ ଏସିଆର ସବୁଠୁ ବଡ ଫର୍ନିଚର ବଜାରକୁ ଯାଇ କାର୍ପେଟର...

ଭାଜପା ଛାଡିଲେ ମଣିପୁରୀ ଅଭିନେତା

ଇମ୍ଫାଲ,୨୮।୯: ମଣିପୁରର ପ୍ରସିଦ୍ଧ ଅଭିନେତା ରାଜକୁମାର କେକୁ ଦୁଇ ଯୁବ ଛାତ୍ରଙ୍କ ହତ୍ୟାକୁ ନେଇ କ୍ରୋଧ ପ୍ରକାଶ କରିବା ସହ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି। ଦୁଇଟି କୁକି ଚଳଚ୍ଚିତ୍ର ସମେତ ୪୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା...

ଘୃଣା ବିସ୍ତାର କରୁଥିବା ବ୍ୟକ୍ତିଙ୍କୁ ଭାଜପା ଦେଲା ପୁରସ୍କାର: ଦାନିସ ଅଲ୍ଲୀ

ନୂଆଦିଲ୍ଲୀ,୨୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏମ୍‌ପି କୁଅଁର ଦାନିସ ଅଲୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଭାଜପାର ଲୋକ ସଭା ସଦସ୍ୟ ରମେଶ ବିଧୁରୀଙ୍କୁ ଭାଜପା ପକ୍ଷରୁ ରାଜସ୍ଥାନର ଟୋଙ୍କ ଜିଲାର ପ୍ରଭାରୀ ଦାୟିତ୍ୱ...

କାବେରୀ ଜଳ ବିବାଦକୁ ନେଇ ଶୁକ୍ରବାର କର୍ନାଟକ ବନ୍ଦ, ପ୍ରଭାବିତ ହୋଇପାରେ ସାଧାରଣ ଜୀବନଯାତ୍ରା

ବେଙ୍ଗାଲୁରୁ,୨୮।୯: ତାମିଲନାଡୁକୁ କାବେରୀ ନଦୀ ଜଳ ଛାଡିବାକୁ ବିରୋଧ କରି ଲଗାତାର ବିରୋଧ ପ୍ରଦର୍ଶନ କରାଯାଉଛି। ପଡୋଶୀ ରାଜ୍ୟରେ ଚାଲିଥିବା ବିରୋଧ ମଧ୍ୟରେ ଶୁକ୍ରବାର ପୁଣି ଥରେ ଏକ ବନ୍ଦ ଡାକରା ଦିଆଯାଇଛି। ଏହାପୂର୍ବରୁ ମଙ୍ଗଳବାର ବେଙ୍ଗାଲୁରୁ ବନ୍ଦ ରହିଥିଲା...

ରାଜସ୍ଥାନ-ତେଲଙ୍ଗାନା ଗସ୍ତ କରିବେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୮।୯: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ରାଜ୍ୟ ଗସ୍ତରେ ଯାଇ ପ୍ରସ୍ତୁତିର ଆକଳନ କରୁଛନ୍ତି। ନିର୍ବାଚନ ହେବାକୁ ଥିବା ରାଜ୍ୟରେ ପ୍ରସ୍ତୁତିର ଆକଳନ ପାଇଁ ଶୁକ୍ରବାରଠାରୁ ରାଜସ୍ଥାନକୁ ତିନି ଦିନିଆ ଗସ୍ତରେ ଯିବେ। ମୁଖ୍ୟ ନିର୍ବାଚନ ଅଧିକାରୀ...

ବିରୋଧୀ ଦଳର ଚାପ ଯୋଗୁ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇଛି: କବିତା

ହାଇଦ୍ରାବାଦ,୨୮।୯: ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହେବା ପରେ ବିଆରଏସ୍‌ ନେତା କେ. କବିତା ଭାଜପା ଉପରେ ବର୍ଷିଛନ୍ତି। ଶାସକ ଦଳକୁ ଟାର୍ଗେଟ୍‌ କରି ସେ କହିଛନ୍ତି ବିରୋଧୀ ଦଳର ଚାପ ଯୋଗୁ ଭାଜପା ଏହି ବିଲ୍‌...

ଅଗଷ୍ଟରେ କ୍ରେଡିଟ କାର୍ଡରେ କାରବାର ହୋଇଛି ୧.୫ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୨୮।୯: ଭାରତରେ କ୍ରେଡିଟ କାର୍ଡର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସପିଂ ଠାରୁ ଆରମ୍ଭ କରି ଘର ଭଡା ଦେବା କାମ ମଧ୍ୟ କ୍ରେଡିଟ କାର୍ଡ ଦ୍ୱାରା ହୋଇପାରୁଛି। କ୍ରେଡିଟ କାର୍ଡ ମାଧ୍ୟମରେ ଲୋକମାନେ ଇଏମଆଇ ବି...

ଭାରତୀୟ ଦୂତାବାସ ଜାରି କଲା ୧୦ ଲକ୍ଷରୁ ଅଧିକ ଭିଜା, ୨୦୧୯ ତୁଳନାରେ ୨୦ ପ୍ରତିଶତରୁ ଅଧିକ ଆବେଦନ

ନୂଆଦିଲ୍ଲୀ,୨୮।୯: ଭାରତରେ ଆମେରିକାର ମିଶନ ୨୦୨୩ ରେ ୧ମିଲିୟନ ଅଣ-ପ୍ରବାସୀ ଭିଜା ଆବେଦନ ପ୍ରକ୍ରିୟାକରଣ ଲକ୍ଷ୍ୟକୁ ଅତିକ୍ରମ କରିଛି। ଆମେରିକାର ଦୂତାବାସ ଗୁରୁବାର ଘୋଷଣା କରିଛି ଯେ ଏହି ମିଶନ ୨୦୨୨ରେ ପ୍ରକ୍ରିୟାକୃତ ମୋଟ ମାମଲାକୁ ଅତିକ୍ରମ କରିସାରିଛି ଏବଂ...

ତେଲଙ୍ଗାନା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଖୁସିଖବର, ବିଆରଏସ୍‌ର ବିଧାୟକ ଧରିବେ ହାତ

ହାଇଦ୍ରାବାଦ,୨୮।୯: ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ମାସ ବାକି ଅଛି। ଯାହାକୁ ନେଇ ରାଜନୀତି ତୀବ୍ର ହୋଇଛି। ଏହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ବିଧାୟକ...

ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କଲେ ମୁଖତାର

ନୂଆଦିଲ୍ଲୀ,୨୮।୯: ପଞ୍ଜାବ ଏବଂ ବିହାରରେ ଚାଲିଥିବା ବିବାଦକୁ ନେଇ ଭାଜପା ନେତା ମୁଖତାର ଅବ୍ବାସ ନକଭି ଇଣ୍ଡିଆ ବିରୋଧୀ ଦଳର ମେଣ୍ଟକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ସେମାନେ ଏକାଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ବିଷୟରେ କହୁଛନ୍ତି ଏବଂ...

ଇଣ୍ଡିଆର ଅଂଶ ହୋଇ ରହିବ ନାହିଁ ଏଏପି, ସୁଖପାଲ ସିଂ ଖେରାଙ୍କ ଗିରଫଦାରୀ ପରେ ଏଏପି ଏମ୍‌ପିଙ୍କ ଜବାବ

ନୂଆଦିଲ୍ଲୀ,୨୮।୯: ବିଧାୟକ ସୁଖପାଲ ସିଂ ଖେରା ଗିରଫ ହେବା ପରେ ପଞ୍ଜାବରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି(ଏଏପି)ମଧ୍ୟରେ ବିବାଦ ବୃଦ୍ଧି ପାଇଛି। କଂଗ୍ରେସ ଏଏପି ସରକାରଙ୍କୁ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ କରିଛି।ଯାହା ଉପରେ ଏଏପି ଏମ୍‌ପି ସୁଶୀଲ...

ଖୋଲାରେ ବିକ୍ରି ହେବନି ମିଠା: ଏଫଏସଏସଏଆଇ

ନୂଆଦିଲୀ,୨୮।୯: ପାର୍ବଣ ଋତୁ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ, ଅତିଥି ଓ ବନ୍ଧୁବର୍ଗଙ୍କୁ ଚର୍ଚ୍ଚା ପାଇଁ ଲୋକେ ଘରେ ବିଭିନ୍ନ ପ୍ରକାର ଖାଦ୍ୟପଦାର୍ଥ, ମିଠା ପ୍ରସ୍ତୁତ କରିବେ। ଆଉ କିଛି ବାହାର ମିଠା ପ୍ରସ୍ତୁତ ହେଉଥିବା ଦୋକାନରୁ ମିଠା କିଣିବେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri