ଜାତୀୟ

ଆମେ ଗଠନ କରିବୁ ନୂଆ ମେଣ୍ଟ: ଏଆଇଏଡିଏମକେ…

ଚେନ୍ନାଇ,୨୮।୯ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆମେ ଏକ ନୂଆ ମିଳିତ ମେଣ୍ଟ ଗଠନ କରିବୁ ବୋଲି ପାଲାନିସାମିଙ୍କ ଦଳ ଏଆଇଏଡିଏମକେ କହିଛି। ଏଥିସହ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ତାଙ୍କ ପୁଅ ଉଦୟାନିଧି ଷ୍ଟାଲିନଙ୍କ ଅନୁଯାୟୀ...

ୟୁପି ଏସ୍‌ଟିଏଫ୍‌କୁ ବଡ଼ ସଫଳତା, ଅତିକ୍‌ ଅହମ୍ମଦଙ୍କ ଭାଇ ଅଶ୍ରଫ୍‌ଙ୍କ ଶଳା ସଦ୍ଦାମ ଦିଲ୍ଲୀରୁ ଗିରଫ

ଲକ୍ଷ୍ନୌ,୨୮।୯: ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ଆଜି ଏକ ବଡ଼ ସଫଳତା ପାଇଛି । ମାଫିଆ ଅତିକ୍‌ ଅହମ୍ମଦଙ୍କ ଭାଇ ଅଶ୍ରଫ୍‌ଙ୍କ ଶଳା ସଦ୍ଦାମଙ୍କୁ ଗୁରୁବାର ଏସ୍‌ଟିଏଫ୍‌ ଦିଲ୍ଲୀରୁ ଗିରଫ କରିଛି। ସଦ୍ଦାମଙ୍କ ଉପରେ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।...

ଆଗକୁ ଦୀପାବଳି: ପୁଣି ଶସ୍ତା ହେଲା ସୁନା, ରୁପା

ନୂଆଦିଲ୍ଲୀ,୨୮।୯: ଯଦି ଆପଣ ସୁନା ଓ ରୁପା ଶସ୍ତା ଦାମରେ କିଣିବାକୁ ଚାହୁଁଛନ୍ତି ତେବେ ବଡ ଖବର ଆସିଛି। ସୁନା ଓ ରୁପା ଦର ହ୍ରାସ ପାଇଛି। ପାର୍ବଣକୁ ନେଇ ଗତ ଦୁଇ ମାସ ମଧ୍ୟରେ ସୁନା ଦରରେ ୨୪୦୦ଟଙ୍କା...

ଲତା ମଙ୍ଗେଶକରଙ୍କ ଜନ୍ମ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୯: ୨୮ ସେପ୍ଟେମ୍ବର ଅର୍ଥାତ୍‌ ଆଜି ହେଉଛି ଲତା ମଙ୍ଗେଶକର ୯୪ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସଂଗୀତ ଜଗତରେ ଅବଦାନ ପାଇଁ କିମ୍ବଦନ୍ତୀ ଗାୟକାଙ୍କୁ ଶ୍ରଦ୍ଧାଞ୍ଜଳି...

ବୈଠକରେ ନେତାଙ୍କ ଉପରେ ବର୍ଷିବା ସହ ଉପଦେଶ ବି ଦେଲେ ନଡ୍ଡା-ଶାହା, ୪୮ ଘଣ୍ଟା ଭିତରେ ଜାରି ହୋଇପାରେ ପ୍ରଥମ ସୂଚୀ

ଜୟପୁର,୨୮।୯: ପରିବର୍ତ୍ତନ ସଂକଳ୍ପ ଯାତ୍ରାର ମହାସଭା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପରେ ଭାଜପା ବିଧାନସଭା ନିର୍ବାଚନକୁ ନେଇ ସକ୍ରିୟ ହୋଇଛି। ବୁଧବାର ଠାରୁ ଦଳର ଦୁଇ ପ୍ରମୁଖ ନେତା ଜେପି ନଡ୍ଡା ଏବଂ ଅମିତ ଶାହା ଏବେ ରାଜସ୍ଥାନର...

ପ୍ରଧାନମନ୍ତ୍ରୀ-ଶାହା ବିଧାନସଭା ନିର୍ବାଚନ ଲଢ଼ିଲେ ବି ଗଡ଼ ବଞ୍ଚାଇବା ହେବ କଷ୍ଟକର: କଂଗ୍ରେସ…

ଭୋପାଳ,୨୮।୯ : କଂଗ୍ରେସର ଜନ ଆକ୍ରୋଶ ଯାତ୍ରା ମଧ୍ୟପ୍ରଦେଶର ଟିକମଗଡରେ ପହଞ୍ଚିଛି। ସହରର ଅନେକ ସ୍ଥାନରେ କଂଗ୍ରେସ କର୍ମୀମାନେ ଯାତ୍ରାର ଦାୟିତ୍ୱରେ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଯାଦବଙ୍କୁ ସ୍ବାଗତ କରିଛନ୍ତି। ସହର ଭ୍ରମଣ ପରେ ଗାନ୍ଧୀ ଛକରେ...

ନୀତୀଶଙ୍କୁ ଭେଟିଲେ ଲାଲୁ ଯାଦବ

ପାଟନା,୨୮।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାକୁ ଗୁରୁବାର ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ନିଜେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ଆରଜେଡି ସୁପ୍ରିମୋ ନୀତୀଶ କୁମାରଙ୍କୁ ଭେଟି ପ୍ରାୟ ୩୦ ମିନିଟ୍‌ ଆଲୋଚନା କରିଛନ୍ତି। ନୀତୀଶ କୁମାର ବାରମ୍ବାର...

ପୁଣି ବଢିବ ଅଡୁଆ: ଲାଲୁଙ୍କ ବିରୋଧରେ ଦେଓଘର ଟ୍ରେଜେରୀ ମାମଲାରେ ସିବିଆଇର ନୂଆ ତଥ୍ୟ

ରାଞ୍ଚି,୨୮।୯: ରାଷ୍ଟ୍ରୀୟ ଜନତା ଦଳର ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ପୁଣି ବଢିବାରେ ଲାଗିଛି। ଦେବଘର ଟ୍ରେଜେରୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ପ୍ରସାଦଙ୍କ ଦଣ୍ଡ ବୃଦ୍ଧି ଦାବିରେ ଝାଡଖଣ୍ଡ ହାଇକୋର୍ଟରେ ଶୁଣାଣି ଚାଲିଛି। ସିବିଆଇ ଦ୍ୱାରା...

ଅସନ୍ତୋଷ ମଧ୍ୟରେ ଶାହା-ନଡାଙ୍କୁ ଭେଟିଲେ ବସୁନ୍ଧରା ରାଜେ

ନୂଆଦିଲ୍ଲୀ,୨୮।୯: ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ତାଲିକା ଘୋଷଣା କରିଛି। କିନ୍ତୁ ରାଜସ୍ଥାନରେ ଭାଜପା ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ। ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି ରାଜସ୍ଥାନରେ ଟିକେଟ ବଣ୍ଟନରେ ଏତେ ବିଳମ୍ବ କାହିଁକି ହେଉଛି। ନିର୍ବାଚନରେ...

ବୟ ଫ୍ରେଣ୍ଡ ପାଇଁ ମଝି ରାସ୍ତାରେ ହାତାହାତି ହେଲେ ୨ ଯୁବତୀ…

ପାଟନା,୨୮।୯ : ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବୁର୍ଖା ପିନ୍ଧିଥିବା କିଛି ଯୁବତୀ ମଝି ରାସ୍ତାରେ ହାତାହାତି ହେଉଥିବାର ଦେଖିବାକୁ ମିଳୁଛି। ପଛରେ ଛିଡା ହୋଇଥିବା ଅନ୍ୟ କେତେକ ଯୁବତୀ ହସୁଛନ୍ତି...

ଆମେରକା ସାଂସଦ ଇଲହାନଙ୍କ ଭାରତ ବିରୋଧୀ ମନ୍ତବ୍ୟ ଉପରେ କଡା ଜବାବ ଦେଲେ ପ୍ରିୟଙ୍କା ଚର୍ତୁବେଦୀ

ନୂଆଦିଲୀ,୨୮।୯: ଆମେରିକାର କଂଗ୍ରେସ ସାଂସଦ ଇଲହାନ ଓମାର ବିଭିନ୍ନ ପ୍ରସଙ୍ଗରେ ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ଜଣାଶୁଣା। ବର୍ତ୍ତମାନ ସେ ଭାରତ-କାନାଡା ବିବାଦ ଉପରେ ମନ୍ତବ୍ୟ ରଖିଛନ୍ତି। ଶିଖ ବିଚ୍ଛିନ୍ନତାବାଦୀ ନେତା ହାର୍ଦ୍ଦିକ ସିଂ ନିଜ୍ଜାରଙ୍କ ହତ୍ୟା ମାମଲାରେ ତଦନ୍ତ...

ମହାନ କୃଷି ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କ ପରଲୋକ

ନୂଆଦିଲ୍ଲୀ,୨୮।୯: ଭାରତର ମହାନ କୃଷି ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କ ଗୁରୁବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୯୮ ବର୍ଷ ହୋଇଥିଲା। ତାମିଲନାଡୁର ରାଜଧାନୀ ଚେନ୍ନାଇରେ ସେ ସକାଳ ୧୧.୨୦ରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ସେ ୭ ଅଗଷ୍ଟ ୧୯୨୫ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri