ଜାତୀୟ

ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ୪ ଆଶାୟୀ…

ଭୋପାଳ,୨୮।୯ : ମଧ୍ୟପ୍ରଦେଶରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ପ୍ରତି ଅସନ୍ତୋଷ ନିଜ ଦଳରେ ବଢ଼ିବାରେ ଲାଗିଛି। ରାଜ୍ୟରେ ସରକାର ଗଢ଼ିବାର କାର୍ଯ୍ୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଦାନ କରାଯାଇଛି।...

ପାଇଲଟଙ୍କୁ ପରାଜିତ କରିବା ପାଇଁ ଭାଜପାର ବଡ ଷଡଯନ୍ତ୍ର

ଜୟପୁର,୨୮।୯: ଲୋକସଭାରେ ବିଏସପି ସାଂସଦ ଡାନିଶ ଅଲିଙ୍କୁ ଭାଜପା ସାଂସଦ ରମେଶ ବିଧୁରୀ ଅଶାଳୀନ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଛି। ତେବେ ଏହି ବିବାଦ ଭିତରେ ବିଧୁରୀଙ୍କୁ ଆସନ୍ତା ରାଜସ୍ତାନ ବିଧାନସଭା ନିର୍ବାଚନ...

ଶହୀଦ ଭଗତ ସିଂଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗତ ସିଂଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ, ଶହୀଦ ଭଗତ ସିଂ ସର୍ବଦା ନ୍ୟାୟ ଏବଂ ସ୍ବାଧୀନତା ପାଇଁ ଭାରତର ନିରନ୍ତର ସଂଗ୍ରାମର ପ୍ରତୀକ ହୋଇ ରହିବେ।...

ଗେମିଂ ପରେ ଏବେ କଣ୍ଟେଟ କ୍ରିଏଟରଙ୍କୁ ବଡ଼ ଝଟକା: ଲାଗିବ ୧୮ ପ୍ରତିଶତ ଜିଏସଟି…

ନୂଆଦିଲ୍ଲୀ,୨୮।୯ : ଗୁଗୁଲ ଏବଂ ଫେସବୁକ ପରି ଏଡେକ କମ୍ପାନୀଗୁଡିକ ଉପରେ ଆଗାମୀ ଦିନରେ ଆର୍ଥିକ ବୋଝ ବୃଦ୍ଧି ପାଇପାରେ। କାରଣ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଆଇସି)ର ବିଜ୍ଞପ୍ତି ଅନୁଯାୟୀ ଅନଲାଇନ ରୋଜଗାର କରୁଥିବା ସମସ୍ତ କମ୍ପାନୀରୁ...

ଦିଲ୍ଲୀର ଫ୍ଲାଏଓଭର, ଆଇଏସବିଟିରେ ଭାରତ ବିରୋଧି ସ୍ଲୋଗାନ ଲେଖିଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ସୋସିଆଲ ମିଡିଆରେ କଲେ ଭିଡିଓ ଜାରି

ନୂଆଦିଲ୍ଲୀ,୨୮।୯: ଖଲିସ୍ତାନ ଆଙ୍କବାଦୀ ନିଜ୍ଜରକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଚରମ ସୀମାରେ ପହଞ୍ଚିଛି। ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍‌ ଫର ଜଷ୍ଟିସର ମୁଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁ କ୍ରମାଗତ ଭାବରେ ଭାରତ ବିରୋଧରେ ବିଭିନ୍ନ ମନ୍ତବ୍ୟ...

କଂଗ୍ରେସ ବିଧାୟକ ଗିରଫ

ଚଣ୍ଡିଗଡ,୨୮।୯: ପଞ୍ଜାବ ପୋଲିସ ପଞ୍ଜାବ କଂଗ୍ରେସ ବିଧାୟକ ସୁଖପାଲ ଖଇରାଙ୍କୁ ପୋଲିସ ଗିରଫ କରିଛି। ପଞ୍ଜାବର ଭୁଲଥାରୁ କଂଗ୍ରେସ ବିଧାୟକ ସୁଖପାଲଙ୍କୁ ଗୁରୁବାର ଦିନ ପ୍ରାୟ ୫ଟା ସମୟରେ ଜଲାଲାବାଦ ପୋଲିସ ଗିରଫ କରିଥିଲା। ତାଙ୍କୁ ଗିରଫ କରିବା ପାଇଁ...

ଜମ୍ମୁ-କଶ୍ମୀରରେ ନିହତ ହୋଇଥିବା ଆତଙ୍କବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ପାକିସ୍ତାନ…

ଶ୍ରୀନଗର/ଇସଲାମାବାଦ,୨୮।୯ : ଭାରତରେ ଆତଙ୍କବାଦ ବିସ୍ତାର କରୁଥିବା ଆତଙ୍କବାଦୀଙ୍କୁ ପାକିସ୍ତାନ ଖୋଲାଖୋଲି ସମର୍ଥନ କରୁଥିବା ପୁଣି ଥରେ ପ୍ରମାଣିତ ହୋଇଛି। ଜମ୍ମୁ-କଶ୍ମୀରର ରେସି ଜିଲାରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ଶକିଲଙ୍କୁ ପାକିସ୍ତାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ...

ବିଦେଶ ଗସ୍ତକୁ ନେଇ ମମତାଙ୍କୁ ଟାର୍ଗେଟ କଲେ ଅଧୀର ରଞ୍ଜନ, କହିଲେ ମଉଜ ମଜଲିସ ପାଇଁ ରାଜ୍ୟର ପାଣ୍ଠି କରୁଛନ୍ତି ଖର୍ଚ୍ଚ

କୋଲକତା,୨୮।୯: କଂଗ୍ରେସର ପଶ୍ଚିମବଙ୍ଗ ସଭାପତି ଆଧୀର ରଂଜନ ଚୌଧୁରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟରେ ହୋଇଥିବା ବିଦେଶ ଗସ୍ତକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ନାମରେ ଟିକସଦାତାଙ୍କ ଟଙ୍କାକୁ ଅପବ୍ୟବହାର...

ଭାରତରେ ବଢୁଛି ବରିଷ୍ଠ ନାଗରିକଙ୍କ ସଂଖ୍ୟା, କେରଳରେ ସର୍ବାଧିକ: ଜାତିସଂଘ ରିପୋର୍ଟ…

ନୂଆଦିଲ୍ଲୀ/ଜେନେଭା,୨୮।୯ : ଆଜିର ଯୁବ ଭାରତ ଆଗାମୀ ଦଶନ୍ଧିରେ ଦ୍ରୁତ ବେଗରେ ବରିଷ୍ଠ ନାଗରିକଙ୍କ ସମାଜରେ ପରିଣତ ହେବ। ୨୦୫୦ ସୁଦ୍ଧା, ଅର୍ଥାତ ୨୭ ବର୍ଷ ପରେ ଦେଶରେ ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ବୃଦ୍ଧ ହୋଇଯିବେ। ଶତାବ୍ଦୀର...

ଇଂଲିଶ୍‌ ସାଇନବୋର୍ଡ ଦେଖି ରାଗିଲେ ନୀତୀଶ

ପାଟନା, ୨୮ା୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ବାଙ୍କା ଜିଲାକୁ ଏକ ପାଠାଗାର ଉଦ୍‌ଘାଟନ ପାଇଁ ଯାଇଥିଲେ। ନୂଆକରି ପ୍ରତିଷ୍ଠା ହୋଇଥିବା ଡିଜିଟାଲ ଲାଇବ୍ରେରିରେ ଲିଂଲିଶ୍‌ରେ ସାଇନବୋର୍ଡ ଥିବା ଦେଖି ନୀତୀଶ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ ନିଜ...

ପୋଲିସ, ବିକ୍ଷୋଭକାରୀ ସଂଘର୍ଷ

ଇମ୍ଫାଲ,୨୮ା୯: ଜାତିଆଣ ହିଂସା ପ୍ରଭାବିତ ମଣିପୁରରେ ମେଇତି ସମ୍ପ୍ରଦାୟର ନିଖୋଜ ଛାତ୍ରୀ ଲୁଓ୍ବାଙ୍ଗ୍‌ବି ହିଜାମ୍‌ ଏବଂ ଛାତ୍ର ଫିଜାମ୍‌ ହେମନ୍‌ଜିତଙ୍କୁ ଅପହରଣ ଓ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇ ସ୍ଥିତି ଅଣାୟତ୍ତ ହୋଇଛି। ଇମ୍ଫାଲରେ ପୋଲିସ...

ପୋଷା କୁକୁର ବୁଲାଇବାକୁ ଷ୍ଟାଡିୟମ ଖାଲି କରିଥିବା ଆଇଏଏସ୍‌ଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ବାଧ୍ୟତାମୂଳକ ଅବସର ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୭।୯: ରାଜଧାନୀ ଦିଲ୍ଲୀରେ ଗତ ବର୍ଷ ଏକ ଆଇଏଏସ୍‌ ଦମ୍ପତ୍ତି ନିଜର ପୋଷା କୁକୁର ବୁଲାଇବାକୁ ପୁରା ଷ୍ଟାଡିୟମ ଖାଲି କରୁଥିବା ମାମଲା ବେଶ ଚର୍ଚ୍ଚାରେ ରହିଥିଲା। ଏହା ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନସ୍ବରୂପ ଦମ୍ପତ୍ତିଙ୍କୁ ଅନ୍ୟତ୍ର ଟ୍ରାନ୍ସଫର କରିଦିଆଯାଇଥିଲା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri