ଜାତୀୟ

ଦେଶର ନାଗରିକ ଦିନକୁ ୨ ବେଳା ଖାଇବା ପାଇଁ କରୁଛନ୍ତି ସଂଘର୍ଷ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୭।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଆନନ୍ଦ ବିହାର ରେଳ ଷ୍ଟେଶନରେ କୁଲିମାନଙ୍କ ସହିତ ହୋଇଥିବା ବାର୍ତ୍ତାଳାପର ଏକ ଭିଡିଓ ଶେୟାର କରି ବେକାରୀ ଏବଂ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଉଠାଇଛନ୍ତି। ରାହୁଲ ୨୧ ସେପ୍ଟେମ୍ବରରେ ଆନନ୍ଦ ବିହାର...

୧୪ ଦେଶର ୪୦ ଖାଲିସ୍ତାନୀଙ୍କ ୱାଶିଂଟନରେ ଗୁପ୍ତ ବୈଠକ: ୮୭ ଦେଶ ବିରୋଧରେ ବିପଜ୍ଜନକ ଷଡଯନ୍ତ୍ର…

ନୂଆଦିଲ୍ଲୀ,୨୭।୯ : ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆମେରିକାର ରାଜଧାନୀ ୱାଶିଂଟନରେ ଖାଲିସ୍ତାନ ସମ୍ବନ୍ଧୀୟ ବିପଜ୍ଜନକ ଯୋଜନା ସହିତ ଏକ ବଡ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଶ୍ୱର ୧୪ ଦେଶରୁ ୪୦ଜଣ ଖାଲିସ୍ତାନୀ ଆତଙ୍କବାଦୀ ଅଂଶଗ୍ରହଣ କରିଥିଲେ। ବୈଠକରେ...

ନୀତୀଶଙ୍କ ବହୁ ସମର୍ଥକ ଆମ ଯୋଗାଯୋଗରେ: କୁଶବାହା…

ପାଟନା,୨୭।୯ : ରାଷ୍ଟ୍ରୀୟ ଲୋକ ଜନତା ଦଳର ମୁଖ୍ୟ ଉପେନ୍ଦ୍ର କୁଶବାହା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଅନେକ ଜେଡିୟୁ ନେତା ଆମ ସହ ଯୋଗାଯୋଗରେ ଅଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ସମ୍ପୂର୍ଣ୍ଣ...

ଗୋଧ୍ରା ଘଟଣାବେଳେ ସରକାର ଚଳାଇବାରେ ମୋର ଅଭିଜ୍ଞତା ନ ଥିଲା: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୭।୯: ଭାଏବ୍ରାଣ୍ଟ୍‌ ଗୁଜରାଟ ସମ୍ମିଳନୀର ୨୦ ବର୍ଷ ସମାପ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସେ ଗୋଧ୍ରା ଘଟଣାକୁ ମନେ ପକାଇ ସେହି ସମୟରେ ତାଙ୍କର ସରକାର ଚଳାଇବାରେ ତାଙ୍କର ଅଭିଜ୍ଞତା ନ...

ଗୁଗୁଲର ୨୫ତମ ଜନ୍ମଦିନରେ ଗୁଗୁଲ ମାଲିକଙ୍କୁ ବଡ ଝଟକା, ୩୩ହଜାର କୋଟି ହ୍ରାସ ପାଇଲା ସମ୍ପତ୍ତି

ଓ୍ବାଶିଂଟନ୍‌,୨୭।୯: ଗୁଗୁଲ ସେପ୍ଟେମ୍ବର ୨୭ରେ ନିଜ ସିଲଭର ଜୁବଲି ଅର୍ଥାତ୍‌ ୨୫ତମ ଜନ୍ମଦିନ ପାଳନ କରୁଛି। ଅନ୍ୟପକ୍ଷରେ ଜନ୍ମଦିନରେ ଗୁଗୁଲ ଫାଉଣ୍ଡରଙ୍କର ମୋଟ ସମ୍ପତ୍ତିର ୩୩ ହଜାର କୋଟି ଟଙ୍କା ହ୍ରାସ ପାଇଛି। ଆମେରିକାରେ ସଟଡାଉନ ହେବାକୁ ନେଇ ଏପରି...

ଉଦୟନିଧିଙ୍କ ଅଡ଼ୁଆ ବଢିଲା: ସୁପ୍ରିମକୋର୍ଟରେ ତାଙ୍କ ବିରୋଧରେ ହୋଇଥିବା ଆବେଦନ ହେବ ଶୁଣାଣି

ନୂଆଦିଲ୍ଲୀ,୨୭।୯: ତାମିଲନାଡୁର ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଏ ରାଜା ଏବଂ ଅନ୍ୟ ଦଳର ନେତାଙ୍କ ସନାତନ ଧର୍ମ ବିରୋଧୀ ବିବୃତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଶୁଣାଣି ପାଇଁ ଏହି ସମସ୍ତ ଲୋକଙ୍କ ବିରୋଧରେ ସୁପ୍ରିମକୋର୍ଟ...

ନୀତୀଶଙ୍କ ହାତ ଛାଡିଲେ ରଣବୀର

ପାଟନା,୨୭।୯: ପୂର୍ବତନ ଜେଡିୟୁ ଏମଏଲସି ତଥା ଦଳର ବରିଷ୍ଠ ନେତା ରଣବୀର ନନ୍ଦନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ହାତ ଛାଡିଛନ୍ତି। ସେ ଦଳର ଜାତୀୟ ସଭାପତି ଲଲନ ସିଂ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। କିଛି...

ମୋଦି-ଶାହା ଅଛନ୍ତି ଭୟଭୀତ: ଦିଗ୍‌ବିଜୟ

ଭୋପାଳ,୨୭।୯: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ନିର୍ବାଚନ ପୂର୍ବରୁ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ଦିଗ୍‌ବିଜୟ ସିଂ କହିଛନ୍ତି, ଆସନ୍ତା...

୩୦୦୦ କ୍ୟୁସେକ ଜଳ ଛାଡିବା ପ୍ରସ୍ତାବ ଉପରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ସିଦ୍ଦାରାମାୟା

ବେଙ୍ଗାଲୁରୁ,୨୭।୯: କାବେରୀ ଜଳ ବିବାଦ ମାମଲାରେ କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କହିଛନ୍ତି ଯେ, ଜଳ ଛାଡିବା ସମ୍ପର୍କରେ ସେ ତାଙ୍କ ଓକିଲଙ୍କ ସହ କଥା ହୋଇଛନ୍ତି। କାବେରୀ ଜଳ ନିୟାମକ କମିଟି (ସିଡବ୍ଲ୍ୟୁଆରସି) ୩୦୦୦ କ୍ୟୁସେକ ଜଳ ମୁକ୍ତ କରିବାକୁ...

ମାମୁ ଶିବରାଜଙ୍କ ଶାସନରେ ମଧ୍ୟପ୍ରଦେଶ ସହିଛି ବହୁ ଆର୍ଥିକ କ୍ଷତି: କଂଗ୍ରେସ…

ଭୋପାଳ,୨୭।୯ : ମଧ୍ୟପ୍ରଦେଶର ଗୁନାରେ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ ପୂର୍ବତନ ମନ୍ତ୍ରୀ ତଥା ଦିଗବିଜୟ ସିଂଙ୍କ ପୁଅ ଜୟବର୍ଦ୍ଧନ ସିଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ସମର୍ଥିତ ବିଧାୟକଙ୍କ ସମେତ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କୁ କଡ଼ା ସମାଲୋଚନା...

ଇନ୍ଦୋର ଦେଶର ସବୁଠୁ ସ୍ମାର୍ଟ ସହର, ମଧ୍ୟପ୍ରଦେଶ ସର୍ବଶ୍ରେଷ୍ଠ ରାଜ୍ୟ

ଭୋପାଳ,୨୭।୯: ମଧ୍ୟପ୍ରଦେଶର ଇନ୍ଦେରରେ ଅନୁଷ୍ଠିତ ସ୍ମାର୍ଟ ସିଟିର ନ୍ୟାଶ୍‌ନାଲ୍‌ କନଫରେନ୍ସ ସାମିଲ ହୋଇନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଇନ୍ଦୋର ସମେତ ୧୫ରୁ ଅଧିକ ସହରକୁ ସ୍ମାର୍ଟ ସିଟି ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି। ଇନ୍ଦୋର ଦେଶର ସବୁଠୁ ସ୍ମାର୍ଟ ସହର,...

ଆମ ଲଢ଼େଇ ଗଣେଶ ଜୀଙ୍କୁ କ୍ଷୀରପାନ କରାଇଥିବା ଭଣ୍ଡମାନଙ୍କ ବିରୋଧରେ: କଂଗ୍ରେସ…

ପାଟନା,୨୭।୯ : ଆମର ଲଢ଼େଇ ଗଣେଶ ଜୀଙ୍କୁ କ୍ଷୀରପାନ କରାଇଥିବା ଭଣ୍ଡମାନଙ୍କ ବିରୋଧରେ ଜାରି ରହିଛି ବୋଲି ବିହାର କଂଗ୍ରେସ ସଭାପତି ଜନସାଧାରଣଙ୍କୁ କହିଛନ୍ତି। ବିହାର କଂଗ୍ରେସ ପାର୍ଟିର ରାଜ୍ୟ ସଭାପତି ଅଖିଳେଶ ପ୍ରସାଦ ସିଂ ବିହାରର ଆରାଠାରେ ଆୟୋଜିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri