ଜାତୀୟ

ବହୁ ଭାଜପା ବିଧାୟକ ବାଡ଼ ଡେଇଁବେ: ଦିଗ୍‌ବିଜୟ

ଭୋପାଳ,୨୭।୯ : ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବ। ୭୮ଟି ଆସନରେ ଭାଜପା ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ରାଜ୍ୟରେ ନିର୍ବାଚନ ପୂର୍ବରୁ ଭାଜପାରେ ବୃଦ୍ଧି ପାଉଥିବା...

୫ ଦିନ ଯାଏ ମଣିପୁରରେ ପୁଣି ଇଣ୍ଟରନେଟ୍‌ ବନ୍ଦ

ଇମ୍ଫାଲ,୨୭।୯: ମଣିପୁରରେ ଉତ୍ତେଜନା ପରେ ମଙ୍ଗଳବାରଠାରୁ ୫ ଦିନ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ସ୍ଥଗିତ ରଖାଯାଇଛି। ଏହା ରବିବାର ଅର୍ଥାତ୍‌ ଅକ୍ଟୋବର ୧ ସା ୭.୪୫ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ବ୍ୟତୀତ ରାଜ୍ୟର ସମସ୍ତ ବିଦ୍ୟାଳୟ ମଧ୍ୟ ୩...

ପଞ୍ଜାବର ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଗିରଫ ପରଓ୍ବାନା

ଚଣ୍ଡିଗଡ଼,୨୭ା୯: ସମ୍ପତ୍ତି କିଣାରେ ଅନିୟମିତତାକୁ ନେଇ ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ୍‌ ସିଂ ବାଦଲଙ୍କ ବିରୋଧରେ ରାଜ୍ୟ ଭିଜିଲାନ୍ସ ବ୍ୟୁରୋ ମାମଲା ରୁଜୁ କରିଥିବାବେଳେ ମଙ୍ଗଳବାର ଏକ ଅଦାଲତ ତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିଛନ୍ତି। ଗତ ଜାନୁୟାରୀରେ...

ଲାଗ୍ରାଞ୍ଜ ପଏଣ୍ଟ-୧ ଅଭିମୁଖେ ଆଦିତ୍ୟ-ଏଲ୍‌୧

ବେଙ୍ଗାଲୁରୁ,୨୭ା୯; ଭାରତର ପ୍ରଥମ ସୂର୍ଯ୍ୟ ମିଶନରେ ଯାଇଥିବା ଆଦିତ୍ୟ-ଏଲ୍‌୧ ମହାକାଶ ଯାନ ଏହାର ଗନ୍ତବ୍ୟ ସ୍ଥଳ ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍‌୧) ଅଭିମୁଖେ ଅଗ୍ରସର ହେଉଛି। ଏହା ଏକ ଅନନ୍ୟ ସ୍ଥାନ ଯେଉଁଠି ସୂର୍ଯ୍ୟ ଓ ପୃଥିବୀର ଆକର୍ଷଣ ଶକ୍ତି...

ବେଙ୍ଗାଲୁରୁ ବନ୍ଦ ବେଳେ ହଜାରେ ଅଟକ

ବେଙ୍ଗାଲୁରୁ,୨୭ା୯: ତାମିଲନାଡୁକୁ କାବେରୀ ଜଳ ଛାଡ଼ିବାକୁ ବିରୋଧକରି କର୍ନାଟକ ଜଳ ସଂରକ୍ଷଣ ସମିତି (କେଜେଏସ୍‌ଏସ୍‌) ପକ୍ଷରୁ ମଙ୍ଗଳବାର ବେଙ୍ଗାଲୁରୁ ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦକୁ ଜନସାଧାରଣ ସ୍ବେଚ୍ଛାକୃତ ଭାବେ ସମର୍ଥନ ଜଣାଇଛନ୍ତି। ଫଳରେ ସହରରେ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ...

ପକ୍ଷ ଛେଦନ ନା ‘ଇଣ୍ଡିଆ’କୁ ଡର

ନୂଆଦିଲ୍ଲୀ/ଭୋପାଳ,୨୭ା୯(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୨୦୧୮ ନଭେମ୍ବର ୨୮ରେ ଅନୁଷ୍ଠିତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ୧୧୪ ଆସନ ଦଖଲ କରିଥିବା କଂଗ୍ରେସ ଝୁଲା ସରକାର ଗଠନ କରିଥିଲା। ଭାଜପା ୧୦୯ ଆସନରେ ସୀମିତ ରହିଥିଲେ ବି ଏପରି ପେଞ୍ଚ କରିଥିଲା ଯେ,...

ହାଇକୋର୍ଟ ବିଚାରପତି ନିଯୁକ୍ତିରେ ବିଳମ୍ବ କରୁଛି କେନ୍ଦ୍ର

ନୂଆଦିଲ୍ଲୀ,୨୭ା୯: ସୁପ୍ରିମକୋର୍ଟ କଲେଜିୟମ ବିଭିନ୍ନ ହାଇକୋର୍ଟରେ ବିଚାରପତି ନିଯୁକ୍ତି ଓ ବଦଳି ପାଇଁ ୭୦ ନାମ ସୁପାରିସ୍‌ କରିଥିବାବେଳେ ତାହା କେନ୍ଦ୍ର ସରକାରଙ୍କ ପାଖରେ ପଡ଼ିରହିଛି। ବିଚାରପତି ନିଯୁକ୍ତିରେ ବିଳମ୍ବକୁ ନେଇ ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।...

ଆତଙ୍କବାଦୀ ସଂଗଠନରେ ମହିଳା,ନାବାଳକ ମଧ୍ୟ ସାମିଲ…

ଶ୍ରୀନଗର,୨୬।୯ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନା କ୍ରମାଗତ ଭାବେ ଅପରେଶନ ଜାରି ରଖିଛି। ରାଜ୍ୟର ବାରମୁଳା ଜିଲାରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସେମାନଙ୍କ ସମର୍ଥନ ନେଟୱାର୍କରେ ଥିବା ୬ ଜଣଙ୍କୁ ସେନା ଗିରଫ କରିଛି। ସେମାନଙ୍କ ମଧ୍ୟରେ...

ବିଚାରପତିଙ୍କ ନିଯୁକ୍ତି ନେଇ ପୁଣି ମୁହାଁମୁହିଁ ସ୍ଥିତି: କେନ୍ଦ୍ର ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମ୍‌ କୋର୍ଟ…

ନୂଆଦିଲ୍ଲୀ,୨୬।୯ : ସୁପ୍ରିମକୋର୍ଟ ଆଜି ମଙ୍ଗଳବାର ହାଇକୋର୍ଟରେ ବିଚାରପତି ନିଯୁକ୍ତିରେ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଏବଂ ବିଚାରପତି ପଦ ପାଇଁ ହାଇକୋର୍ଟଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ୭୦ ଜଣଙ୍କ ନାମ ଉପରେ କାହିଁକି ନିଷ୍ପତ୍ତି ଗ୍ରହଣ ହୋଇନାହିଁ...

ନୂଆ ଏଞ୍ଜଲ ଟ୍ୟାକ୍ସ ନିୟମ ଜାରି କଲା ଆୟକର ବିଭାଗ…

ନୂଆଦିଲ୍ଲୀ,୨୬।୯ : ଇନକମ ଟ୍ୟାକ୍ସ ବିଭାଗ ନିବେଶକମାନଙ୍କୁ ଷ୍ଟାର୍ଟଅପ କମ୍ପାନୀ ଦ୍ୱାରା ଦିଆଯାଇଥିବା ଶେୟାରର ମୂଲ୍ୟ ନିର୍ଦ୍ଧାରଣ ସହିତ ଜଡିତ ନୂତନ ଏଞ୍ଜଲ ଟ୍ୟାକ୍ସ ନିୟମ ସମ୍ପର୍କରେ ସୂଚିତ କରିଛି। ଆୟକର ନିୟମର ନିୟମ ୧୧ୟୁଏର ପରିବର୍ତ୍ତନ ଅନୁଯାୟୀ, ସେଣ୍ଟ୍ରାଲ...

୮୦ ବୟସରେ ବି ସେବାରେ ମନ: ଚଳାଉଛନ୍ତି ଫ୍ରି ଅଟୋ ଆମ୍ବୁଲାନ୍ସ…

ନୂଆଦିଲ୍ଲୀ,୨୬।୯ : କଥାରେ ଅଛି ମାନବ ସେବା ହିଁ ମାଧବ ସେବା। ସେବା ପାଇଁ ବୟସର କିଛି ବାଛ ବିଚାର ନଥାଏ। ତାହା ଦିଲ୍ଲୀର ହରଜିନ୍ଦର ସିଂ ପ୍ରମାଣିତ କରିଛନ୍ତି। ତାଙ୍କୁ ଏବେ ୮୦ ବର୍ଷ ବୟସ । ମାତ୍ର...

ଶାହନଓ୍ବାଜ ହୁସେନଙ୍କୁ ହୃଦଘାତ, ହସ୍ପିଟାଲରେ ଭର୍ତ୍ତି…

ମୁମ୍ବାଇ,୨୬।୯ :  ହୃଦଘାତରେ ପୀଡିତ ହେବା ପରେ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶାହନୱାଜ ହୁସେନଙ୍କୁ ମଙ୍ଗଳବାର ମୁମ୍ବାଇର ଲିଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ଲିଳାବତୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri