ଜାତୀୟ

ନିର୍ବାଚନ ପୂର୍ବରୁ ବହୁ ଭାଜପା ବିଧାୟକ ଡେଇଁବେ ବାଡ: ଦିଗବିଜୟ ସିଂ…

ଭୋପାଳ,୨୬।୯ : ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବ। ରାଜ୍ୟର ୭୮ଟି ଆସନରେ ଭାଜପା ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ...

ଏଏପିର ୩୨ ବିଧାୟକ ଆମ ଯୋଗାଯୋଗରେ: କଂଗ୍ରେସ…

ଚଣ୍ଡିଗଡ଼,୨୬।୯ : ଭାଜପା ବିରୋଧରେ ଗଠିତ ୨୬ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ଗଢ଼ିଛନ୍ତି। ମାତ୍ର ମେଣ୍ଟର ସହଯୋଗୀଙ୍କ ମଧ୍ୟରେ ବାରମ୍ବାର ମତଭେଦ ହେବାରେ ଲାଗିଛି। ପଞ୍ଜାବର ବରିଷ୍ଠ କଂଗ୍ରେସ ନେତା ପ୍ରତାପ ସିଂ ବାଜୱା ମଙ୍ଗଳବାର ଦାବି କରିଛନ୍ତି...

ହିନ୍ଦୁ ପ୍ରତୀକକୁ ଆଘାତ: ସିନ୍ଦୂର,ବିନ୍ଦି,ଚୁଡ଼ି ପିନ୍ଧି ପଢ଼ାଯାଇ ପାରିବନି ପାଠ…

ରାୟବରେଲି,୨୬।୯ : ରାୟବରେଲିରେ ପାରାମେଡିକାଲ ଇନଷ୍ଟିଚ୍ୟୁଟ୍ର ଛାତ୍ରୀମାନେ ପରିଚାଳନା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମୁଶିଂଗଞ୍ଜର କ୍ରିପାଳୁ ଇନଷ୍ଟିଚ୍ୟୁଟ ଅଫ ବାୟୋ ମେଡିକାଲ ସାଇନ୍ସର ଦୁଇ ଜଣ ଛାତ୍ରୀ ଅଭିଯୋଗ କରିଛନ୍ତି ସେମାନଙ୍କ ହିନ୍ଦୁ ପ୍ରତୀକ ଉପରେ ଟାର୍ଗେଟ କରାଯାଉଛି...

ଦେଶରେ ଯକ୍ଷ୍ମା ନିରୋଧୀ ଔଷଧର ଅଭାବ ନାହିଁ, ରହିଛି ୬ ମାସର ଷ୍ଟକ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୬।୯ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଦାବି କରିଛି ଦେଶରେ ଯକ୍ଷ୍ମା ନିରୋଧୀ ଔଷଧର ଅଭାବ ନାହିଁ। ସମସ୍ତ ଔଷଧ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଏବଂ ପ୍ରାୟ ୬ମାସ କିମ୍ବା ଅଧିକ ସମୟ ପାଇଁ ଷ୍ଟକ ରହିଛି। କେତେକ...

କେତେ ମହିଳାଙ୍କୁ ଦେଇଛ ଟିକଟ: ମହିଳା ସଂରକ୍ଷଣ ବିଲକୁ ବିରୋଧ କରିବା ନେଇ ତେଜସ୍ବୀଙ୍କୁ ପିକେଙ୍କ ପ୍ରଶ୍ନ…

ପାଟନା,୨୬।୯ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କେନ୍ଦ୍ର ସରକାର ଆଣିଥିବା ମହିଳା ସଂରକ୍ଷଣକୁ ବିରୋଧ କରିବା ସହିତ ଏଥିରେ ଓବିସିଙ୍କ ସଂରକ୍ଷଣ ପାଇଁ ଦେଶରେ ଆନ୍ଦୋଳନ ଲାଗି ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି...

ମା‘ ଝିଅଙ୍କ ଯତ୍ନ ନେବା ପାଇଁ ଆଶିଷଙ୍କୁ ସର୍ତ୍ତ ମୂଳକ ଜାମିନ…

ନୂଆଦିଲ୍ଲୀ,୨୬।୯ : ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଆଠ ଜଣ ଚାଷୀଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ସୁପ୍ରିମକୋର୍ଟଙ୍କଠାରୁ କିଛି ମାତ୍ରାରେ ଆଶସ୍ତି ପାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ଦିଲ୍ଲୀରେ ରହିବାକୁ ଅନୁମତି ଦିଆଯାଇଛି।...

କାବେରୀ ବିବାଦକୁ ନେଇ କରୁଛନ୍ତି ରାଜନୀତି: ଭାଜପା-ଜେଡିଏସ ଉପରେ ଏଭଳି ଅଭିଯୋଗ ଆଣିଲେ ସିଦ୍ଦାରାମାୟା

ବେଙ୍ଗାଲୁରୁ,୨୬।୯: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ବିରୋଧୀ ଭାଜପା ଏବଂ ଜେଡିଏସ ଉପରେ କାବେରୀ ବିବାଦକୁ ରାଜନୀତିକରଣ କରିଥିବା ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ତାଙ୍କ ସରକାର ବିଫଳ ହୋଇଥିବା ଅଭିଯୋଗକୁ ମଧ୍ୟ ସିଦ୍ଦାରାମାୟା ପ୍ରତ୍ୟାଖ୍ୟାନ କରିଛନ୍ତି। ପଡୋଶୀ ରାଜ୍ୟ ତାମିଲନାଡୁ...

ଛତିଶଗଡ଼ରେ ୬୦୦କୋଟି ଟଙ୍କାର ଦୁର୍ନୀତି, ଜନସାଧାରଣଙ୍କ ପ୍ରତି ଏକ ଛଳନା: ଭାଜପା…

ନୂଆଦିଲ୍ଲୀ,୨୬।୯ : ଚଳିତ ବର୍ଷର ଶେଷରେ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଛତିଶଗଡ ଏବଂ ରାଜସ୍ଥାନ ଭଳି ରାଜ୍ୟରେ କଂଗ୍ରେସକୁ କ୍ଷମତାରୁ ହଟାଇବାକୁ ଭାଜପା ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ କରିଛି। ମଙ୍ଗଳବାର ଭାଜପାର...

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ଜାରି କଲା ୩ୟ ପ୍ରାର୍ଥୀ ତାଲିକା

ଭୋପାଳ,୨୬।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ଦ୍ୱାରା ପ୍ରକାଶିତ ତୃତୀୟ ତାଲିକାରେ କେବଳ ଜଣେ ପ୍ରାର୍ଥୀଙ୍କ ନାମ ରହିଛି। ଏହି ତାଲିକାରେ ଭାଜପା ମୋନିକା ବଟ୍ଟୀଙ୍କୁ...

ମୁଁ ଶିକ୍ଷା ବିଭାଗରେ ଘୁରି ବୁଲୁଛି ଆପଣଙ୍କର ଖୋଜ ଖବର ନାହିଁ: ଶିକ୍ଷାମନ୍ତ୍ରୀଙ୍କୁ ନୀତୀଶଙ୍କ ଫୋନ…

ପାଟନା,୨୬।୯ : ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହଠାତ ମୁଖ୍ୟ ସଚିବାଳୟ ପରିବର୍ତ୍ତେ ବିକାଶ ଭବନରେ ପହଞ୍ଚି ଶିକ୍ଷା ବିଭାଗର ହାଲଚାଲ ବୁଝିଥିଲେ। ଏହା ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ...

ଫୋନ କରି ମନମୋହନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସହ ଫୋନରେ କଥା ହୋଇ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ମାଧ୍ୟମରେ କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂଙ୍କୁ ଜନ୍ମଦିନରେ...

ହରିୟାଣା ମୁଖ୍ୟମନ୍ତ୍ରୀ ବୁଲେଟ ଚଳାଇ ପାଳନ କଲେ କାର ଫ୍ରି ଡେ…

କରନାଲ,୨୬।୯ : କରନାଲରେ ଏକ ଦିନ ରହିବା ପରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଙ୍ଗଳବାର ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ସମୟରେ ସିଏମ କାର୍‌ ମୁକ୍ତ ଦିବସ (କାର ଫ୍ରି ଡେ )ପାଳନ କରି ସକାଳେ ପିଡବ୍ଲ୍ୟୁଡି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri