ଜାତୀୟ

ଆତଙ୍କବାଦୀ କରନବୀରଙ୍କ ନାଁରେ ରେଡ୍‌ କର୍ନର ନୋଟିସ୍‌

ନୂଆଦିଲ୍ଲୀ,୨୬ା୯: ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନ୍ୟାଶନାଲର ସଦସ୍ୟ କରନବୀର ସିଂଙ୍କ ବିରୋଧରେ ଇଣ୍ଟରନ୍ୟାଶନାଲ କ୍ରିମିନାଲ ପୋଲିସ ଅର୍ଗାନାଇଜେଶନ (ଇଣ୍ଟରପୋଲ୍‌) ରେଡ୍‌ କର୍ନର ନୋଟିସ୍‌ ଜାରି କରିଛି। ପଞ୍ଜାବର ମୂଳ ବାସିନ୍ଦା କରନବୀର ସିଂ ଏବେ ପାକିସ୍ତାନରେ ରହୁଥିବା...

କବିତାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଏକ୍ସାଇଜ ପଲିସି ମାମଲାରେ ବିଆରଏସ ନେତା କେ. କବିତାଙ୍କୁ ନଭେମ୍ବର ୨୦ ପର୍ଯ୍ୟନ୍ତ ପଚରାଉଚରା ପାଇଁ ଡକାଯିବ ନାହିଁ ବୋଲି ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟଙ୍କୁ କହିଛି। ସୂଚନାଯୋଗ୍ୟ, ନଭେମ୍ବର ୨୦ ରେ ସୁପ୍ରିମକୋର୍ଟ କବିତାଙ୍କ...

ଲଖିମପୁର ଖେରୀ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଦିଲ୍ଲୀରେ ରହିବାକୁ ଅନୁମତି

ଲକ୍ଷ୍ନୌ,୨୬।୯: ଉତ୍ତରପ୍ରଦେଶର ଲଖିମପୁର ଖେରୀରେ କୃଷକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ ଆଶିଷ ମିଶ୍ରାଙ୍କୁ ଦିଲ୍ଲୀରେ ରହିବାକୁ ଅନୁମତି ଦେଇଛନ୍ତି। ତାଙ୍କର ଅସୁସ୍ଥ...

ଭାରତ-କାନାଡ଼ା ବିବାଦରେ ଆମେରିକାର ଏଣ୍ଟ୍ରି: କହିଲା ଆମକୁ ଉଭୟଙ୍କର ଚିନ୍ତା ଘାରିଛି…

ଓ୍ବାଶିଂଟନ,୨୬।୯: ଭାରତ-କାନାଡ଼ା ବିବାଦରେ ଆମେରିକାର ଏଣ୍ଟ୍ରି ହୋଇଛି। ଜଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟ୍ଟି କହିଛନ୍ତି ଆମେରିକା ଉଭୟ ଭାରତ ଏବଂ କାନାଡା ସହ ସମ୍ପର୍କକୁ ଗୁରୁତ୍ୱ ଦେଉଛି। ମଙ୍ଗଳବାର ସେ ଗଣମାଧ୍ୟମକୁ କହିଛନ୍ତି ଆମେ ଉଭୟ ଦେଶ ବିଷୟରେ...

ୱାହିଦା ରେହମାନଙ୍କୁ ମିଳିବ ଦାଦାସାହେବ ଫାଲକେ ପୁରସ୍କାର

ବଲିଉଡର ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଅଭିନେତ୍ରୀ ୱାହିଦା ରେହମାନ ଚଳିତ...

୫୧ ମିନିଟର ଭାଷଣରେ ୪୪ ଥର କଂଗ୍ରେସ ନାମ ନେଇଛନ୍ତି ମୋଦି: ପଓ୍ବନ ଖେରା

ନୂଆଦିଲ୍ଲୀ,୨୬।୯: ମଧ୍ୟପ୍ରଦେଶରେ ୫୧ ମିନିଟର ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ୪୪ ଥର କଂଗ୍ରେସ ନାମ ନେଇଛନ୍ତି, ଅର୍ଥାତ ତାଙ୍କ ସରକାରଙ୍କ ସଫଳତା ବିଷୟରେ କହିବାକୁ କିଛି ତାଙ୍କ ପାଖରେ ନାହିଁ। ତେଣୁ ସେ କଂଗ୍ରେସ ନାଁ ଏତେଥର ନେଉଛନ୍ତି। ଆରଏସଏସ...

ଶୋ’ରୁମ କାନ୍ଥ ଭାଙ୍ଗି ନେଇଗଲେ ୨୫ କୋଟିର ଅଳଙ୍କାର

ନୂଆଦିଲ୍ଲୀ,୨୬।୯: ଜାତୀୟ ରାଜଧାନୀ ଦିଲ୍ଲୀର ଏକ ଜୁଏଲରୀ ଶୋ’ରୁମରେ କୋଟି କୋଟି ମୂଲ୍ୟର ଚୋରି ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ଭୋଗଲ ଅଞ୍ଚଳ ସ୍ଥିତ ଉମରାଓ ଜୁଏଲରୀ ଶୋ’ରୁମରେ ଘଟିଛି। ଲୁଟେରାମାନେ କାନ୍ଥ ଭାଙ୍ଗି ଶୋ’ରୁମ୍‌ ଲକରରେ ପ୍ରବେଶ...

ରାଜସ୍ଥାନରେ ଗୃହ ରାଜ୍ୟମନ୍ତ୍ରୀ ରାଜେନ୍ଦ୍ର ଯାଦବଙ୍କ ସହ ଜଡିତ କମ୍ପାନୀ ଉପରେ ଇଡିର ଚଢାଉ

ଜୟପୁର,୨୬।୯: ରାଜସ୍ଥାନରେ ଗୃହ ରାଜ୍ୟମନ୍ତ୍ରୀ ରାଜେନ୍ଦ୍ର ଯାଦବଙ୍କ ସହ ଜଡିତ କମ୍ପାନୀଗୁଡିକ ଉପରେ ମଙ୍ଗଳବାର ଇଡି ଚଢାଉ କରିଛି। ଦିଲ୍ଲୀରୁ ଆସିଥିବା ଇଡି ଟିମ୍‌ କୋଟପୁତଲି ଏବଂ ବହରୋଡରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କିଛି ଦିନ ପୂର୍ବରୁ ଆୟକର ବିଭାଗ...

ପୂର୍ବରୁ କହୁଥିଲେ ମୋଦି ହିଁ ଏକୁଟିଆ ଯଥେଷ୍ଟ, ଇଣ୍ଡିଆ ପରେ ବର୍ତ୍ତମାନ ତାଙ୍କୁ ସମର୍ଥନର ଆବଶ୍ୟକ: ସଞ୍ଜୟ

ମୁମ୍ବାଇ,୨୬।୯: ଶିବସେନାର ଉଦ୍ଧବ ଦଳର ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏହି ସମୟରେ ସଞ୍ଜୟ ରାଉତ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା ସରକାର ଉପରେ...

୫୧ ହଜାର ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନବମ ନିଯୁକ୍ତି ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜି ସରକାରୀ ସେବା ପାଇଁ ନିଯୁକ୍ତିପତ୍ର ଗ୍ରହଣ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ...

ରାମଲଲାଙ୍କ ଦର୍ଶନ କରିବାକୁ ଅଯୋଧ୍ୟା ଯାଇପାରନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୬।୯: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିକଟ ଭବିଷ୍ୟତରେ ରାମଲଲାଙ୍କୁ ଦର୍ଶନ କରିବାକୁ ଆସିପାରନ୍ତି। ଗତ ସୋମବାର ରାହୁଲ ଗାନ୍ଧୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ରାଜୀବ ଗାନ୍ଧୀ ଫାଉଣ୍ଡେସନର ସିଇଓ ବିଜୟ ମହାଜନଙ୍କ ଅଯୋଧ୍ୟାକୁ ଗୁପ୍ତ ପରିଦର୍ଶନକୁ ଦେଖି...

ଆମେ ବୈଶ୍ୱିକ ଚ୍ୟାଲେଞ୍ଜର ସମାଧାନ ପାଇଁ ପ୍ରତିବଦ୍ଧ: ରାଜନାଥ

ନୂଆଦିଲ୍ଲୀ,୨୬।୯: ନୂଆଦିଲ୍ଲୀର ମାନେକଶା କେନ୍ଦ୍ରରେ ୧୩ତମ ଇଣ୍ଡୋ-ପାସିଫିକ ଚିଫ ଅଫ ଷ୍ଟାଫ କନଫରେନ୍ସ (ଆଇପିଏସିସି) ଆୟୋଜିତ ହୋଇଛି। ଏହି ସମ୍ମିଳନୀ ମଙ୍ଗଳବାର ଏବଂ ବୁଧବାର ୨ ଦିନ ଚାଲିବ। ପ୍ରଥମ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏଥିରେ ସାମିଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri