ଜାତୀୟ

ଭାଜପା ସହିତ ମେଣ୍ଟ ଭାଙ୍ଗିବାକୁ ଘୋଷଣା କଲା ଏଆଇଏଡିଏମ୍‌କେ

ଚେନ୍ନାଇ,୨୫।୯: ତାମିଲନାଡୁରେ ଭାଜପାକୁ ବଡ ଝଟକା ଲାଗିଛି। ସୋମବାର ଏଆଇଏଡିଏମ୍‌କେ ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନ୍‌ଡିଏ) ସହିତ ମେଣ୍ଟ ଭାଙ୍ଗିବାକୁ ଘୋଷଣା କରିଛି। ଦଳ କହିଛି, ଗତ ଏକ ବର୍ଷ ଧରି ଭାଜପାର ରାଜ୍ୟ ନେତୃତ୍ୱ କ୍ରମାଗତ...

ରାହୁଲଙ୍କୁ ପରିହାସ କଲେ କବିତା

ହାଇଦ୍ରାବାଦ,୨୫।୯: ନିଜାମାବାଦରେ ଏକ ରାଲିକୁ ସମ୍ବୋଧିତ କରି ବିଆରଏସ ଏମଏଲସି କେ. କବିତା ମହିଳା ସଂରକ୍ଷଣ ବିଲ୍‌ ପାରିତ ହେବାର ଶ୍ରେୟ ତାଙ୍କ ପାର୍ଟିକୁ ଦେଇଛନ୍ତି। ଏହି ସମୟରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପରିହାସ କରିଛନ୍ତି।...

‘ରାଜସ୍ଥାନରେ କଂଗ୍ରେସ ହାରିବ’

ଜୟପୁର,୨୫ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜସ୍ଥାନର ଜୟପୁରରେ ‘ପରିବର୍ତ୍ତନ ସଙ୍କଳ୍ପ ମହାସଭା’ରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଗେହଲଟ ନେତୃତ୍ୱାଧୀନ କଂଗ୍ରେସ ସରକାର ରାଜସ୍ଥାନର ୫ ବର୍ଷ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି,...

ବିକ୍ରମ, ପ୍ରଜ୍ଞାନକୁ ଉଠାଇବା ପାଇଁ ୧୪ ଦିନ ଅପେକ୍ଷା କରିବ ଇସ୍ରୋ

ବେଙ୍ଗାଲୁରୁ,୨୫ା୯: ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ଯ୍ୟୋଦୟ ହୋଇଥିଲେ ମଧ୍ୟ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସୁପ୍ତ ଅବସ୍ଥାରୁ ଜାଗ୍ରତ ହୋଇପାରୁ ନାହିଁ। ଇସ୍ରୋ ଉଠାଇବା ପାଇଁ ଉଦ୍ୟମ ଜାରି ରଖିଛି। ହେଲେ ଆଉ ୧୪ ଦିନ ଅପେକ୍ଷା...

ମେଘାଳୟ, ପୁଡୁଚେରୀ, ନାଗାଲାଣ୍ଡ ପାଇଁ ନୂତନ ଅଧ୍ୟକ୍ଷ ନିଯୁକ୍ତ କଲା ଭାଜପା

ନୂଆଦିଲ୍ଲୀ,୨୫।୯: ସୋମବାର ଭାଜପା ତିନୋଟି ରାଜ୍ୟ ପାଇଁ ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛି। ରିକମ୍ୟାନ ମୋମିନଙ୍କୁ ମେଘାଳୟ ଭାଜପାର ପ୍ରଦେଶ ଅଧ୍ୟକ୍ଷ ଏବଂ ଏସ ସେଲଭାଗନାବାଥୀଙ୍କୁ ପୁଡୁଚେରୀ ଭାଜପାର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ସେହିପରି ବେଞ୍ଜାମିନ ୟେପଥୋମି ନାଗାଲାଣ୍ଡ...

ସତ୍ୟେନ୍ଦ୍ରଙ୍କୁ ଆଶ୍ୱସ୍ତି, ଅକ୍ଟୋବର ୮ ଯାଏ ଜାମିନ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୨୫।୯: ମନି ଲଣ୍ଡରିଂ ମାମଲାରେ ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି। ଚିକିତ୍ସା ଆଧାରରେ ସତ୍ୟେନ୍ଦ୍ରଙ୍କୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଅକ୍ଟୋବର ୮ ପର୍ଯ୍ୟନ୍ତ କୋର୍ଟ ବୃଦ୍ଧି କରିଛନ୍ତି। ଜଷ୍ଟିସ ଏଏସ୍‌ ବୋପାନ୍ନା...

ମହିଳା ସଂରକ୍ଷଣ ବିଲ୍‌କୁ ବାଧ୍ୟ ହୋଇ ସମର୍ଥନ କରିଛି ‘ଇଣ୍ଡିଆ’: ପ୍ରଧାନମନ୍ତ୍ରୀ

ଭୋପାଳ,୨୫।୯: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଭୋପାଳରେ ଜମ୍ବୁରୀ ମଇଦାନରେ ଭାରତୀୟ ଜନତା ପାର୍ଟି କର୍ମୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ଇଣ୍ଡିଆକୁ ଟାର୍ଗେଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ ସଂସଦରେ ମହିଳା ସଂରକ୍ଷଣ ପାଇଁ ଆଣାଯାଇଥିବା...

ଓଓ୍ବାଇସିଙ୍କୁ ସଞ୍ଜୟ ରାଉତଙ୍କ ଉପଦେଶ: ରାହୁଲ ନୁହେଁ ମୋଦିଙ୍କୁ ଚ୍ୟାଲେଞ୍ଜ୍‌ ଦିଅ

ନୂଆଦିଲ୍ଲୀ,୨୫।୯: ଆସନ୍ତା ଲୋକ ସଭା ନିର୍ବାଚନରେ ହାଇଦ୍ରାବାଦରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଥିଲେ। ସେ ରାହୁଲଙ୍କୁ ଆଗାମୀ ଲୋକ ସଭା ନିର୍ବାଚନରେ ୱାୟାନାଡରୁ...

ବିବାଦୀୟ ବୟାନ ମାମଲାରେ କାରଣ ଦର୍ଶାଅ ନୋଟିସ ଦେଇଥିଲା ଭାଜପା, ଜବାବ ଦେବା ପାଇଁ ଭାଜପା ମୁଖ୍ୟାଳୟରେ ପହଞ୍ଚିଲେ ରମେଶ ବିଧୁରୀ

ନୂଆଦିଲ୍ଲୀ,୨୫।୯: ଭାଜପା ଏମ୍‌ପି ରମେଶ ବିଧୁରୀ ଲୋକ ସଭାରେ ଦେଇଥିବା ବୟାନ ପରେ ରାଜନୀତି ତୀବ୍ର ହୋଇଛି। ବୟାନକୁ ନେଇ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ରମେଶ ବିଧୁରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଯାହା ପରେ ରମେଶ...

ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ବଡ ଆଶ୍ୱସ୍ତି

ଲକ୍ଷ୍ନୌ,୨୫।୯: ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ଟ୍ରାଏଲ କୋର୍ଟରୁ ମିଳିଥିବା ୧୦ବର୍ଷର ଦଣ୍ଡ ଉପରେ ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଛନ୍ତି। ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ଆଶ୍ୱସ୍ତି ମିଳିଛି। ଆହ୍ଲାବାଦ ହାଇକୋର୍ଟ ମୁଖତାର ଅନସାରୀଙ୍କ ଜାମିନକୁ ମଞ୍ଜୁର କରିଛନ୍ତି। ଏହା...

ଜାଣିଶୁଣି ଋଣ ପୈଠ ନ କରୁଥିବା ବ୍ୟକ୍ତିଙ୍କ ପାଇଁ ଆରବିଆଇ ପକ୍ଷରୁ ସର୍କୁଲାର ଜାରି…

ନୂଆଦିଲ୍ଲୀ,୨୫।୯ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ସର୍କୁଲାର ଜାରି କରିଛି। ଏହି ସର୍କୁଲାରରେ ବ୍ୟାଙ୍କ କହିଛି ଜାଣିଶୁଣି ଋଣ ପରିଶୋଧ କରୁ ନ ଥିବା ଋଣଦାତାଙ୍କୁ ଏକ ପୃଥକ ଶ୍ରେଣୀରେ ବିଭକ୍ତ କରାଯିବ। ଋଣ ନେଇଥିବା ବ୍ୟକ୍ତି...

୧୭ ଚୁଲିରେ ୧୨ ରାନ୍ଧୁଣିଆ ପ୍ରସ୍ତୁତ କରିବେ ୧୫୧ କିଲୋଗ୍ରାମର ବିଶାଳକାୟ ରୁଟି, ଅକ୍ଟୋବର ୮କୁ ଅପେକ୍ଷା…

ଭିଲଓ୍ବାରା,୨୫।୯ : ମେୱାରର ଗେଟୱେ ଭାବରେ ଜଣାଶୁଣା ଭିଲୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଟେକ୍ସଟାଇଲ ସିଟି ଏବଂ ଇଣ୍ଡଷ୍ଟ୍ରିଆଲ ସିଟି ଭାବରେ ଜଣାଶୁଣା ଥିଲା। କିନ୍ତୁ ଆଗାମୀ ଦିନରେ ଭିଲୱାରା ଏକ ନୂତନ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ଆସନ୍ତା ମାସର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri