ଜାତୀୟ

ନକଲି ଦସ୍ତାବିଜ ଆଧାରରେ ବାଲ୍ୟ ବିବାହ, ୧୫ ଗିରଫ

ଦିସପୁର,୧୪।୯: ଆସାମରେ ପୁଣି ବାଲ୍ୟ ବିବାହ ମାମଲା ସାମ୍ନାକୁ ଆସିଛି। ହାଇଲାକାଣ୍ଡି ଜିଲାରେ ନକଲି ଦସ୍ତାବିଜ ପ୍ରସ୍ତୁତ କରି ବାଲ୍ୟ ବିବାହର ବ୍ୟବସ୍ଥା କରୁଥିବା ପନ୍ଦର ଜଣଙ୍କୁ ପୋଲିସ ଗିରଫ କରିଛି। ଅତିରିକ୍ତ ଏସପି ଶାମିର ଦପ୍ତାରୀ ବାରୁଆ କହିଛନ୍ତି,...

ଅଭିନେତା ଶାହାରୁଖ ଖାନଙ୍କୁ ‘ଥ୍ୟାଙ୍କ୍‌ ୟୁ’ କହିଲା ଭାଜପା

ନୂଆଦିଲ୍ଲୀ,୧୪।୯: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଫିଲ୍ମ ‘ଯବାନ’ ପାଇଁ ‘ଥ୍ୟାଙ୍କ୍‌ ୟୁ’ କହିଛି ଭାଜପା। ଏହି ଫିଲ୍ମ ୟୁପିଏ ଶାସନର ଦୁଃଖଦ ରାଜନୈତିକ ଇତିହାସକୁ ମନେ ପକାଇଥାଏ ବୋଲି ଦଳ କହିଛି। ଭାଜପା ଜାତୀୟ ମୁଖପାତ୍ର ଗୌରବ ଭାଟିଆ...

ପାଇଲଟମାନଙ୍କର ଥକ୍କାପଣ ସ୍ତର ଜାଣିବା ପାଇଁ ନୂଆ ଯୋଜନା କରିବ ଇଣ୍ଡିଗୋ

ନୂଆଦିଲ୍ଲୀ,୧୪।୯: ବିମାନ କମ୍ପାନୀ ଇଣ୍ଡିଗୋ ପାଇଲଟମାନଙ୍କର ଥକ୍କାପଣ ସ୍ତର ଜାଣିବା ପାଇଁ ଏକ ନୂଆ ଟେକ୍ନୋଲୋଜି ବ୍ୟବହାର କରବାକୁ ଯାଉଛି। ଇଣ୍ଡିଗୋ ପାଇଲଟମାନେ ହାତରେ ଏକ ଉପକରଣ ଲଗାଇବେ ଯାହାଦ୍ୱାରା ସେମାନେ ହାଲିଆ ଥିବାର ସୂଚନା ମିଳିପାରିବ। ଇଣ୍ଡିଗୋ ଖୁବ୍‌ଶୀଘ୍ର...

ଭାଇଙ୍କ ମୃତ୍ୟୁ ପରେ ଭଉଣୀଙ୍କୁ ମିଳି ପାରିବନି ଅନୁକମ୍ପାମୂଳକ ନିଯୁକ୍ତି: ହାଇକୋର୍ଟ…

ବେଙ୍ଗାଲୁରୁ,୧୪।୯ : କର୍ନାଟକ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନୁକମ୍ପାମୂଳକ ନିଯୁକ୍ତି ଆଧାରରେ ଚାକିରି ପାଇଁ ଭଉଣୀଙ୍କର ଆବେଦନକୁ ଖାରଜ କରି କହିଛନ୍ତି ଭଉଣୀ ତାଙ୍କ ଭାଇଙ୍କ ପରିବାର ପରିଭାଷାରେ ଅନ୍ତର୍ଭୁକ୍ତ ନୁହନ୍ତି। ମୁଖ୍ୟ ବିଚାରପତି ପ୍ରସନ୍ନ ବି...

‘୪୦୦ ଆସନ ସହ ପୁଣି କ୍ଷମତାକୁ ଫେରିବ ଭାଜପା’

କୋଲକାତା,୧୪।୯: ପଶ୍ଚିମବଙ୍ଗ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସହଯୋଗୀ ଦଳକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଏହା ‘ଇଣ୍ଡିଆ’ ସହଯୋଗୀ ନୁହେଁ। ମୁଁ କହିବି ଏହା ଆଇ ଡଟ ଏନ ଡଟ ଡି ଡଟ ଆଇ...

୧୦ ରାଜ୍ୟରେ ପହଞ୍ଚିଲା ନିପା ସଂକ୍ରମଣ, ରାଜ୍ୟ ସରକାରଙ୍କ ପାଇଁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୪।୯ : ଭାରତରେ ରିପୋର୍ଟ ହୋଇଥିବା ନିପା ସଂକ୍ରମଣର ଜେନୋମ କ୍ରମରେ ପ୍ରକାଶ ପାଇଛି ଭାଇରସର ଷ୍ଟ୍ରେନ ବାଂଲାଦେଶ ଏବଂ ମାଲେସିଆରେ ବ୍ୟାପିଥିବା ଷ୍ଟ୍ରେନ ସହିତ ସମାନ। କେରଳରେ ନିପା ସଂକ୍ରମଣ ଯୋଗୁ ଦୁଇ ଜଣଙ୍କ ମୃତ୍ୟୁ ପରେ ସମସ୍ତ...

ଶେଷ ମୁହୂର୍ତ୍ତରେ ଛଡ଼ାଯିବାକୁ ଥିବା ଗ୍ରେନେଡକୁ ଲୁଛାଉଛନ୍ତି ସରକାର: ସ୍ବତନ୍ତ୍ର ଅଧିବେଶନ ନେଇ କଂଗ୍ରେସର ମନ୍ତବ୍ୟ…

ନୂଆଦିଲ୍ଲୀ,୧୪।୯ : ସରକାର ସଂସଦର ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କଂଗ୍ରେସ ଟାର୍ଗେଟ କରିଛି। କଂଗ୍ରେସ କହିଛି ଏଜେଣ୍ଡାରେ କିଛି ନାହିଁ ଯାହା ସରକାର ବର୍ତ୍ତମାନ ସୁଦ୍ଧା ପ୍ରକାଶ କରିଛନ୍ତି। ତେବେ ଶେଷ ମୁହୂର୍ତ୍ତରେ ଛଡ଼ାଯିବାକୁ...

ଚାଇନା ସୋଲାର ମଡୁଲ୍ୟ ଆମଦାନୀ ୭୬ ପ୍ରତିଶତ କମାଇଲା ଭାରତ…

ନୂଆଦିଲ୍ଲୀ,୧୪।୯ : ବିଶ୍ୱର ବ୍ୟବସାୟିକ ଧାରାକୁ ଦୃଷ୍ଟିରେ ରଖି ଭାରତ୨୦୨୩ର ପ୍ରଥମାର୍ଦ୍ଧରେ ଚାଇନାରୁ ସୋଲାର ମଡ୍ୟୁଲ ଆମଦାନୀରେ ୭୬ ପ୍ରତିଶତ ହ୍ରାସ କରିଛି। ଯାହା ସୌର ଶକ୍ତି ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଭାରତର ଦୃଢ଼ ପରିବର୍ତ୍ତନକୁ ପ୍ରତିଫଳିତ କରିଛି।...

ସେପଟେ ଯବାନ ଶହୀଦ, ଏପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବ୍ୟ ସ୍ବାଗତ: ଭାଜପାକୁ ଟାର୍ଗେଟ୍‌ କଲା କଂଗ୍ରେସ

ନୂଆଦିଲ୍ଲୀ,୧୪।୯: କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ଜମ୍ମୁ କଶ୍ମୀର ପୋଲିସର ଜଣେ ଆର୍ମି କର୍ନେଲ, ଜଣେ ମେଜର ଏବଂ ଜଣେ ଡିଏସପି ଶହୀଦ ହୋଇଛନ୍ତି। ଏହି ଘଟଣାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌...

ରକ୍ତାକ୍ତ ସଂଘର୍ଷ: ୫ ମୃତ, ଅନେକ ଆହତ

ଭୋପାଳ,୧୪।୯: ମଧ୍ୟପ୍ରଦେଶର ଦଟିଆ ଜିଲା ରେ ପଶୁ ଚରାଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଗୁଳି ବିନିମୟ ହୋଇ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ରୁ ଅଧିକ ଆହତ ହୋଇଥିଲେ। ରାଜ୍ୟ...

ପୋଲିସ ବ୍ରିଫିଙ୍ଗ୍‌ର ପରିଣାମ ମିଡିଆ ଟ୍ରାଏଲ୍‌ ନ ହେଉ

ନୂଆଦିଲ୍ଲୀ,୧୪ା୯: ଆପରାଧିକ ମାମଲାଗୁଡ଼ିକୁ ନେଇ ପୋଲିସ କର୍ମଚାରୀଙ୍କ ବ୍ରିଫି ଉପରେ ୩ ସପ୍ତାହ ମଧ୍ୟରେ ବିସ୍ତୃତ ମାନୁଆଲ ପ୍ରସ୍ତୁତ କରିବା ପାଇଁ ସୁପ୍ରିମକୋର୍ଟ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ପି.ଏସ୍‌....

ଜେଲରୁ ମୁକୁଳିଲେ ନାର୍କୋଟିକ୍‌ କୁଇନ୍‌

ଓ୍ବାଶିଂଟନ୍‌,୧୪ା୯: ମେକ୍ସିକୋର ଡ୍ରଗ୍‌ ଲର୍ଡ ଜୋଆକ୍ୱିନ୍‌ ‘ଏଲ୍‌ ଚାପୋ’ ଗୁଜ୍‌ମ୍ୟାନ୍‌ଙ୍କ ସ୍ତ୍ରୀ ଏମ୍ମା କୋରୋନେଲ ଏଇସ୍ପୁରୋଙ୍କୁ ବୁଧବାର ଲସ୍‌ ଆଞ୍ଜେଲେସ୍‌ ଜେଲରୁ ମୁକ୍ତ କରାଯାଇଥିବା ଆମେରିକାର ବ୍ୟୁରୋ ଅଫ୍‌ ପ୍ରିଜନ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକାରେ ଜନ୍ମିତ ୩୪ ବର୍ଷୀୟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri